26 C
Bhubaneswar
Wednesday, October 21, 2020

୧୨ ପର୍ଯ୍ୟନ୍ତ ବନ୍ଦ ରହିବ ବାଲେଶ୍ୱର ବଜାର।

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱର,୩୦ା୯: କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାରେ ଏକମାତ୍ର ଉପଚାର ଭାବେ ସଟ୍ ଡାଉନ୍ ଓ ଲକ୍ଡାଉନ୍ ଜାରି କ୍ଷମତା ଏବେ ଜିଲ୍ଲାପାଳଙ୍କ ଠାରେ ନଥିବା ବେଳେ ଏନେଇ ବାଲେଶ୍ୱରର ବିଭିନ୍ନ ବ୍ୟବସାୟିକ ଓ ଶିଳ୍ପ ସଂଗଠନ ପକ୍ଷରୁମିଳିତ ଉଦ୍ୟମ ଆରମ୍ଭ ହୋଇଛି । ଏହିପରି ପ୍ରେକ୍ଷୀରେ ବାଲେଶ୍ୱରର ୧୫ ଗୋଟି ସଂଗଠନ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ଉଦ୍ୟୋଗ ଭବନରେ ଆଜିଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଚାମ୍ବର ଅଫ୍ ଇ୍ଣ୍ଡଷ୍ଟ୍ରିଜ୍ ଏଣ୍ଡ କର୍ମକର୍ତ୍ତା ସଂଜୟ ଦାସ ଏହି ବୈଠକରେ ସଂଯୋଜନା କରିବା ସହିତ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ନୋସିର କର୍ମକର୍ତ୍ତା ସିପି ଭର୍ତ୍ତିଆ, ଜିଲ୍ଲା କ୍ଷୁଦ୍ର ଶିଳ୍ପସଂଘର ସଭାପତି ବିବେକ ବାଜପେୟୀ,ବ୍ୟବସାୟୀ ସଂଘରୁ ବିଭୂତି ପ୍ରଧାନ,ବାଲେଶ୍ୱର ହୋଟେଲ ଆସୋସିଏସନରୁ ସରୋଜ ବଦନୱାଲା, ଅଟୋ ମୋବାଇଲ ଡିଲର୍ସ ଆର୍ସୋସିଏସନର ଜଦୀଶ ମୋରେ,ଜୁଏଲାରୀ ଆସୋସିଏସନରୁ କମଲେଶପାଲା, ନିର୍ମାଣ ସମାଗ୍ରୀ ବିକ୍ରେତା ସଂଘର ରଘୁନାଥ ଲେଙ୍କା, ଆଇସିଏ ଆଇବାଲେଶ୍ୱର ଚାପ୍ଟରର ସୁତେଲ ମୋଦି, ନୁ୍ୟମାର୍କେଟ ବ୍ୟବସାୟୀ ସଂଘର ଅଜୟକୁମାର ବିଶ୍ୱାଳ, ମହାଲକ୍ଷ୍ମୀ ବ୍ୟବସାୟୀ ସଂଘର ସିଦେ୍ଧଶ୍ୱର ବିନ୍ଧାଣୀ,

ଅଟୋ ମୋବାଇଲ୍ସ ସ୍ପେୟାର ପାର୍ଟସ ଆସୋସିଏସନର କିଶୋର ଅଗ୍ରୱାଲ,ଇଲେକ୍ଟ୍ରିକାଲ ଫିଟିଙ୍ଗ୍ସ ଆସୋସିଏସନର ଅଶୋକ କୁମାର ଖଣ୍ଡେଲୱାଲ,ଇଲୋକ୍ଟ୍ରୋନିକ୍ସ ଟ୍ରେଡର ଆସୋସିଏସନର ଅୟେନ୍ ସେନ୍ ପ୍ରମୁଖ ଏଥିରେ ଯୋଗଦେଇ ସମ୍ପ୍ରତିକ ସ୍ଥିତିରେ ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ ବୃଦ୍ଧିପାଇଥିବା କରୋନା ସଂକ୍ରମଣକୁ ନେଇଉଦ୍ବେଗ ପ୍ରକାଶ କରିଥିଲେ । ସରକାରଙ୍କ କୋଭିଡ୍ ନିୟମକୁ ଲୋକେ ଶତ ପ୍ରତିଶତ ପାଳନ କରୁ ନଥିବା ବେଳେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ବୃଦ୍ଧିପାଇବାରେ ଲାଗିଛି ବୋଲି ଉପସ୍ଥିତ ପ୍ରତିନିଧିମାନେ କହିଥିଲେ । ବିଶେଷ କରିଅଧିକ ସମୟ ଦୋକାନ ବଜାର ଖୋଲାରହିବା ଫଳରେ ଅବଶ୍ୟକତା ନଥାଇ ବହୁଅମାନିଆ ବିଭିନ୍ନ ସ୍ଥାନରେ କରୁଥିବା ଖଟି ସଂକ୍ରମଣ ବୃଦ୍ଧିରେ ମୁଖ୍ୟ କାରଣ ହୋଇଥିବା ସେମାନେ ଆରୋପ କରିଥିଲେ । ସମ୍ପ୍ରତି ପ୍ରଶାସନ କିମ୍ବା ରାଜ୍ୟସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କିମ୍ବାସଟ୍ ଡାଉନ୍ ଜାରି ହେଉ ନଥିବା ବେଳେସଂଗଠନ ମାନେ ମିଳିତ ଭାବେ କିଛିନିଷ୍ପତି ନେବାର ସମୟ ଉପନୀତ ହୋଇଛି ବୋଲି ବୈଠକରେ ଉପସ୍ଥିତପ୍ରତିନିଧିମାନେ ମତ ବ୍ୟକ୍ତ କରିଥିଲେ ।

ଦୀର୍ଘ ସମୟର ଆଲୋଚନା ଓ ବିଭିନ୍ନ ପ୍ରତିନିଧିଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖିଦୋକାନ ବଜାର ଖୋଲିବା ସମୟ ହ୍ରାସପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁସଂଧ୍ୟା ୭ଟାରୁ ସକାଳ ପର୍ଯ୍ୟନ୍ତ ଦୋକାନବଜାର ବନ୍ଦ ରଖିବା ପାଇଁ ଏହିବୈଠକରେ ସିଦ୍ଧାନ୍ତ ହୋଇଛିି । ଏହି ବନ୍ଦପୂର୍ବରୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କପକ୍ଷରୁ ଜାରି ରାତ୍ରୀକାଳୀନ କର୍ଫୁ୍ୟ ହୋଇନଥିଲେ ବି ଦୋକାନ ବଜାର ବନ୍ଦରହିଲେ ଜନ ସାଧାରଣଙ୍କ ବାହାରେ ବୁଲିବା ହ୍ରାସ ପାଇବ ବୋଲି ସମସ୍ତେଆଶା ପ୍ରକାଶ କରିଥିଲେ । ତେବେ ଏହିବନ୍ଦ ଧାରାରୁ ଔଷଧ ଦୋକାନ, ପେଟ୍ରୋଲପମ୍ପ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ଯୋଗାଣ କାରୀଙ୍କୁ ସଂସ୍ଥାକୁ ବାଦ୍ଦିଆଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତଏହି ନିୟମ ଜାରି ରଖିବା ସହିତ ୧୨ତାରିଖରୁ ଦୁର୍ଗାପୂଜା ମାହଲ ସରିବା ପର୍ଯ୍ୟନ୍ତଏହି କଟକଣା ଉଠାଇଦେବା ସହସ୍ୱାଭାବିକ ବଜାର ଚାଲିବା ପାଇଁ ସର୍ବସମ୍ମତି କ୍ରମେ ବୈଠକରେ ନିଷ୍ପତିନିଆଯାଇଛି । ଦେକାନ ବଜାର ବନ୍ଦରହିଲେ ଲୋକଙ୍କ ଭିଡ଼ କମିବା ସହିତଅମାନିଆଙ୍କ ଆଡ୍ଡା ହେବନାହିଁ ବୋଲିସମସ୍ତେ ହୃଦବୋଧ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...