26 C
Bhubaneswar
Sunday, October 25, 2020

ଆଗକୁ ବଢୁନି କେନ୍ଦ୍ରୀୟ ପ୍ରକଳ୍ପ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୩୦ା୯ ପାରମ୍ପରିକ ଶିଳ୍ପର ବିକାଶସହିତ ଲୋକଙ୍କୁ ହାତକୁ କାମ ଯୋଗାଇ ଦେବାପାଇଁ କେନ୍ଦ୍ର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଓଡିଶା ଲାଗି ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ଆଗେଇ ପାରୁନାହିଁ । ବର୍ତ୍ତମାନ ସୁଦ୍ଧାରାଜ୍ୟ ପାଇଁ ବିଭିନ୍ନ ବର୍ଗରେ ୪୨ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ଅଧିକାଂଶ ପ୍ରାରମ୍ଭିକ ଅବସ୍ଥାରେ ରହିଛି । ସ୍କିମ୍‍ ଅଫ୍‍ ଫଣ୍ଡ୍‍ସ ଫର ରିଜେନେରେସନ ଅଫ୍‍ ଟ୍ରାଡିସିନାଲଇଣ୍ଡଷ୍ଟ୍ରିଜ୍‍ (ଏସ୍‍ଏଫ୍‍ୟୁଆରଟିଆଇ) ଯୋଜନାରେ ଦୁଇ ପର୍ଯ୍ୟାୟରେ୪୨ଟି ପ୍ରକଳ୍ପ ରାଜ୍ୟକୁ ମଞ୍ଜୁର ହୋଇଛି । ବାଲେଶ୍ୱର ସାଂସଦପ୍ରତାପ ଷଡଙ୍ଗୀ ମନ୍ତ୍ରାଳୟ ଦାୟିତ୍ୱରେ ଥିବାରୁ ଓଡିଶା ଦେଶଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ ପ୍ରକଳ୍ପ ହାତେଇବାରେ ସକ୍ଷମହୋଇଛି ।

ଏହିସବୁ ପ୍ରକଳ୍ପ ମଧ୍ୟରେ ମହୁଚାଷ, ବାଉଁଶ ଶିଳ୍ପ,କତା ଶିଳ୍ପ, ମହୁଲ ଉତ୍ପାଦନ ଓ ବ୍ୟବହାର, ଝୋଟ ଶିଳ୍ପ, ସୁନା ଓରୂପା ଶିଳ୍ପ, କପଡା ଶିଳ୍ପ ଆଦି ପ୍ରତିଷ୍ଠା କରାଯିବ । ଏଥିପାଇଁ କେନ୍ଦ୍ରସରକାର ଘର ଠାରୁ ଆରମ୍ଭକରି ଯନ୍ତ୍ରପାତି ଓ କଞ୍ଚାମାଲ ଆଦି ଯୋଗାଇଦେବାର ବ୍ୟବସ୍ଥା ରହିଛି । ଗାଁ ଗହଳରେ ବିଲୁପ୍ତ ପ୍ରାୟ ପାରମ୍ପରିକ ଶିଳ୍ପକୁ ପୁଣିଥରେ ଛିଡା କରାଇବା ସହିତ ଲୋକଙ୍କ ହାତକୁକାମ ଯୋଗାଇଦେବା ହେଉଛି ଏହିଯୋଜନାର ମୂଳ ଲକ୍ଷ୍ୟ । ଏହିପ୍ରକଳ୍ପ ଗୁଡିକ ଏନ୍‍ଜିଓମାନଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଛି । କେନ୍ଦ୍ର ସରକାର ପ୍ରକଳ୍ପଲାଗି ୯୦ ପ୍ରତିଶତ ଓ ଏନ୍‍ଜିଓମାନେ ୧୦ପ୍ରତିଶତ ଅର୍ଥଖଟାଇବେ । ତେବେ ପ୍ରକଳ୍ପ ଓ ସ୍ଥାନ ଚୂଡାନ୍ତ ହେବା ସହିତ କେନ୍ଦ୍ର ସରକରାର ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ଅଧିକାଂଶ କ୍ଲଷ୍ଟରକାର୍ଯ୍ୟ ଆଗେଇ ପାରୁନାହିଁ ।

କର୍ମନିଯୁକ୍ତି ଭିତ୍ତିକ କେନ୍ଦ୍ରୀୟପ୍ରକଳ୍ପ ଆଗେଇ ପାରୁନଥିବା ନେଇଜଣାଯାଇଛି ଯେ ବିଭିନ୍ନ ପ୍ରକଳ୍ପ ଲାଗିକେନ୍ଦ୍ର ସରକାର ବୈଷୟିକ ସଂସ୍ଥାଗୁଡିକୁ ନିଯୁକ୍ତି କରିଥିବାବେଳେ ପ୍ରଳଳ୍ପ ପାଇଥିବା ଏନ୍‍ଜିଓଗୁଡିକସହିତ ସେମାନଙ୍କର ତାଳମେଳ ରହୁନାହିଁ । ସେହିଭଳି ଯେଉଁଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେଠାରେ ଜିଲ୍ଲା ଶିଳ୍ପ ଅଧିକାରୀ, ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁନେଇ ବୈଠକ ବସିବାର ଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ସମନ୍ୱୟ ରହୁନାହିଁ । ସେହିଭଳି ଏହି ଯୋଜନା ପାଇଁ ନିଯୁକ୍ତ ନିଦେ୍ର୍ଦଶକବାରମ୍ବାର ବଦଳି ଯାଉଥିବାରୁ ପ୍ରକଳ୍ପ ଅଗ୍ରଗତିରେ ବଡ ପ୍ରତିବନ୍ଧକସୃଷ୍ଟି ହୋଇଛି ।

ଏହି କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ପ୍ରଥମେ ନାଲିଫିତା ବ୍ୟବସ୍ଥା ଯୋଗୁଁ ଧିମେଇଯାଇଥିବା ବେଳେ ଏବେ କରୋନା ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଛିା ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ କରୋନା ସଂକ୍ରମିତ ଦର୍ଶାଇଆଉ ଏହି ପ୍ରକଳ୍ପ ସଂକ୍ରାନ୍ତୀୟ ଫାଇଲ୍‍ରେ ହାତ ମାରୁନାହାନ୍ତି । ଫଳରେ ଅନେକପ୍ରକଳ୍ପ ପ୍ରାରମ୍ଭିକ ସ୍ତରରେ ହିଁ ରହିଯାଇଛି । ତେଣୁ କରୋନା କାଳରେ ଲୋକଙ୍କହାତକୁ କାମ ଦେବା ଉପରେ ସରକାର ଗୁରୁତ୍ୱଆରୋପ କରୁଥିବାରୁ ଏହିସବୁପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ୱିତ ଲାଗି ମତପ୍ରକାଶ ପାଉଛି । ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଲେଏହାର ବ୍ୟୟଭାର ବଢିବ ଓ ଅନେକ ପ୍ରକଳ୍ପରୁ ଏନ୍‍ଜିଓମାନେ ଓହରି ଯିବାର ସମ୍ଭାବନା ଥିବା ନେଇ ମତ ପ୍ରକାଶ ପାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...