22 C
Bhubaneswar
Saturday, October 31, 2020

ସମସ୍ତ ୩୨ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଅଯୋଧ୍ୟା,୩୦ା୯: ବାବ୍ରି ମସଜିଦ୍ଭଙ୍ଗା ମାମଲାର ଶୁଣାଣିରେ ସିବିଆଇର ସ୍ପେଶାଲ ବିଚାରପତି ସୁରେନ୍ଦ୍ର କୁମାରଯାଦବ ସମସ୍ତ ୪୯ ଅଭିଯୁକ୍ତଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାର ଶୁଣାଣି ସମୟରେ ୧୭ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ବାକି ୩୨ ଅଭିଯୁକ୍ତଙ୍କୁ ବିଚାରପତି ଦୋଷମୁକ୍ତ କରିଛନ୍ତି । ବିଚାରପତି ଶୁଣାଣିରେ କହିଛନ୍ତି ଯେ୧୯୯୨ ଡିସେମ୍ବର ୬ ତାରିଖରେ ଯାହା ଘଟିଥିଲା ତାହା ପୂର୍ବ ନିୟୋଜିତ ଘଟଣା ନଥିଲା । ଘଟଣା ଆକସ୍ମିକ ଥିଲା । ଏହାସହ ଅଭିଯୁକ୍ତଙ୍କ ବିରୋଧରେ କୌଣସି ସାକ୍ଷୀ ମଧ୍ୟମିଳିନାହିଁ ବୋଲି ସେ କହିଛନ୍ତି । ବିଚାରପତି ଶୁଣାଣିରେ କହିଛନ୍ତି ଯେ,ଘଟଣା ଦିନ ତକ୍ରାଳୀନ ଅଧ୍ୟକ୍ଷ ସ୍ୱର୍ଗୀୟ ଅଶୋକ ସିଂହଲ ଉଗ୍ର ଭିଡକୁ ରୋକିବାକୁ ଚେଷ୍ଟା କରିଥିଲେ । ବିଚାରପତି ଅଶୋକ ସିଂହଲଙ୍କ ଏକ ଭିଡିଓ ସମ୍ପର୍କରେ ମଧ୍ୟକହିଥିଲେ ।

ସେ କହିଛନ୍ତି ଯେ, ଯେଉଁସବୁ ଅଭିଯୁକ୍ତ ମାନେ ସେଠାରେ ଉପସ୍ଥିତ ଥିଲେ ସମସ୍ତେ କାରସେବକଙ୍କୁ ରୋକିବାକୁ ପ୍ରୟାସକରିଥିଲେ । ଏମିତି କୌଣସି ସାକ୍ଷୀ ମିଳିନାହିଁ ଯେଉଁଥିରୁ ପ୍ରମାଣ ହେବ ଯେ ଏଥିପାଇଁ ଷଡଯନ୍ତ୍ରର ଚାଯାଇଥିଲା । ନିଦେ୍ର୍ଦାଷରେ ଖଲାସ ହୋଇଥିବା ୩୨ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ଅଛନ୍ତି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ,ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ,ଉମା ଭାରତୀ, ବିନୟ କାଟିଆର, ସାଧଭିତୁମଭରା, ମହନ୍ତ ନୃତ୍ୟ ଗୋପାଳ ଦାସ,ଡକ୍ଟର ରାମ ଭିଲାସ ବେଦାନ୍ତୀ, ଚମ୍ପତରାୟ, ମହନ୍ତ ଧର୍ମେନ୍ଦ୍ର, ସତୀଶ, ପୱନକୁମାର ପାଣ୍ଡେ, ଲାଲୁ ସିଂ, ପ୍ରକାଶ ଶର୍ମା,ବିଜୟ ବାହାଦୂର ସିଂ, ସାନ୍ତୋଷ ଦୁବେ,ଗାନ୍ଧୀ ଯାଦବ, ରାମଜୀ ଗୁପ୍ତା, ବ୍ରଜ ଭୂଷଣଶରଣ ସିଂ, କମଲେଶ ତ୍ରିପାଠୀ, ରାମଚନ୍ଦ୍ରଖଟ୍ରି, ଜୟ ଭଗବାନ୍ ଗୋୟଲ, ଓମ ପ୍ରକାଶପାଣ୍ଡେ, ଅମର ନାଥ ଗୋୟଲ , ମହାରାଜସ୍ୱାମୀ ସାକ୍ଷୀ, ବିନୟ କୁମାର ରାୟ, ନବୀନଭାଇ ଶୁକ୍ଲା, ଆର.ଏନ୍ ଶ୍ରୀବାସ୍ତବ,ଆଚାର୍ଯ୍ୟ ଧମେନ୍ଦ୍ର ଦେବ, ସୁଧୀର କୁମାରକକ୍କର ଏବଂ ଧର୍ମେନ୍ଦ୍ର ସିଂ ଗୁରୁଜାର ।

କୋର୍ଟଙ୍କ ନିଷ୍ପତିରେ ଖୁସି ବ୍ୟକ୍ତ କରିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ସେ ତାଙ୍କର ଏକ ଭିଡିଓବାର୍ତାରେ କୋର୍ଟଙ୍କ ନିଷ୍ପତିକୁ ମହତ୍ତ୍ୱପୂର୍ଣ୍ଣ ଓଐତିହାସିକ କହିଛନ୍ତି । ତେବେ ଆଡଭାନୀଘରୁ ବାହାରି ନିଜର ଖୁସି ଜାହିର କରିଛନ୍ତ । ସେ କହିଛନ୍ତି ବହୁତ ଦିନ ପରେ ଭଲଖବର ମିଳିଲା । ଏହା ସହ ଜୟ ଶ୍ରୀରାମନାରା ଦେଇଛନ୍ତି । ଆଜି କୋର୍ଟ ଯେଉଁ ନିର୍ଣ୍ଣୟନେଇଛନ୍ତି ତାହା ନିହାତି ଐତିହାସିକ । ଏହାନିହାତି ଅତ୍ୟନ୍ତ ଖୁସିର ଦିନୟ କୋର୍ଟଙ୍କ ଫଇସଲା ତାଙ୍କ ବ୍ୟକ୍ତିଗତ ଓ ବିଜେପିର ରାମ ଜନ୍ମଭୂମି ମୁଭମେଣ୍ଟଭାବନାକୁ ମଧ୍ୟ ଠିକ୍ ପ୍ରାମଣିତ କରିଛି । ସେ ଏ ନିଷ୍ପତିକୁ ହୃଦୟର ସହ ସ୍ୱାଗତ କରିଥିବାକହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...