26 C
Bhubaneswar
Sunday, October 25, 2020

ଏସ୍ବିଆଇ ଲାଇଫ୍ ପକ୍ଷରୁ ବ୍ୟାପକ ଆର୍ଥିକ ପ୍ରତିରୋଧକ ସର୍ଭେ ଉନ୍ମୋଚିତ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୨୯/୯ : ଦେଶରଅଗ୍ରଣୀ ଘରୋଇ କ୍ଷେତ୍ରର ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ପକ୍ଷରୁ ବ୍ୟାପକ ଆର୍ଥିକ ପ୍ରତିରୋଧକ ସର୍ଭେ ଜାରି କରାଯାଇଛି ଯେଉଁଥିରେ କୋଭିଡ୍-୧୯ ପରବର୍ତୀ ଦୁନିଆ ବିଷୟରେ ଗ୍ରାହକମାନେ ପ୍ରଦାନ କରିଥିବା ଗୁରୁତ୍ୱପୂର୍ଣ୍ଣ ମତାମତ ସାମିଲ ରହିଛି । ନିଲ୍ସନ୍ କଂପାନି ସହଯୋଗରେ ଏସବିଆଇ ଲାଇଫ୍ ଏହି ସର୍ଭେ କରିଥିଲା । ଏହି ସର୍ଭେସାରା ଦେଶର ୧୩ଟି ପ୍ରମୁଖ ସହରର୨୪୦୦ରୁ ଅଧିକ ଗ୍ରାହକଙ୍କ ନିକଟରେ ପହଂଚିଥିଲା । କୋଭିଡ୍-୧୯ ସମୟରେ ଶାରିରୀକ ରୋଗ ପ୍ରତିରୋଧକ ଶକ୍ତିବଢ଼ାଇବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଜରୁରୀ ହୋଇପଡ଼ିଥିବା ବେଳେ ସର୍ଭେରେ ଭାଗ ନେଇଥିବା ଅଧିକାଂଶ ଲୋକ ଜଣାଇଥିଲେ ଯେ ସେମାନେ କୌଣସି ନାକୌଣସି ଉପାୟରେ ଶାରିରୀକ ପ୍ରତିରୋଧକଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ।

ପ୍ରତି୧୦ ଜଣରୁ ୮ ଜଣ ଭାରତୀୟ ଏହାଅବଗତ ଅଛନ୍ତି ଯେ, ଚାପ ଉଭୟ ଶାରିରୀକଏବଂ ମାନସିକ ପ୍ରତିରୋଧକ ଶକ୍ତିକୁପ୍ରଭାବିତ କରିଥାଏ । ଏହି ସର୍ଭେରୁ ଲୋକମାନଙ୍କ ତିନି ପ୍ରମୁଖ ଆର୍ଥିକ ଚିନ୍ତାବିଷୟରେ ଜଣାପଡ଼ିଥିଲା । ପ୍ରଥମଟି ହେଉଛିଜଟିଳ ଅସୁସ୍ଥତା ବିରୋଧରେ ଆର୍ଥିକସୁରକ୍ଷା, ଦ୍ୱିତୀୟଟି ପରିବାରର ସଦସ୍ୟକୌଣସି ଜୀବନଶୈଳୀ ରୋଗ କିମ୍ବାକୋଭିଡ୍-୧୯ ଦ୍ୱାରା ପୀଡ଼ିତ ହେବା ଏବଂତୃତୀୟ ଚିନ୍ତାଟି ହେଉଛି ଚାକିରି କିମ୍ବା ଆୟହରାଇବା । ୫୦%ରୁ ଅଧିକ ଭାରତୀୟ ଜୀବନଶୈଳୀ ରୋଗ ସମ୍ପର୍କିତ ଜରୁରୀକାଳୀନ ଆର୍ଥିକ ସ୍ଥିତି ପାଇଁ ପ୍ରସ୍ତୁତନଥିବା ଜଣାପଡ଼ିଛି । ଏହି ମହାମାରୀର ଭଲଦିଗଟି ହେଉଛି ପ୍ରତି ୧୦ ଜଣରୁ ୭ ଜଣଜଟିଳ ଅସୁସ୍ଥତା ପାଇଁ ବୀମାରଆବଶ୍ୟକତା ରହିଛି ବୋଲିଜାଣିପାରିଛନ୍ତି ।

ଆସନ୍ତା ତିନି ମାସରେ ସେମାନେ ଯେକୌଣସି ଗୋଟିଏ ପ୍ରକାରବୀମା କିଣିବାକୁ ମନସ୍ଥ କରିଛନ୍ତି ।ପରିବାରର ଭବିଷ୍ୟତକୁ ଉଜ୍ୱଳ କରିବାଲାଗି ପ୍ରତି ୧୦ରୁ ୮ ଜଣ ଜୀବନ ଓସ୍ୱାସ୍ଥ୍ୟ ବୀମା ପଲିସି କିଣୁଛନ୍ତି । ଏହି ସର୍ଭେସମ୍ପର୍କରେ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର,ସଭାପତି-ଜୋନ୍-୩, ଏସ୍ବିଆଇ ଲାଇଫ୍କହିଛନ୍ତି ଯେ, ନ୍ତଶାରିରୀକ, ମାନସିକଏବଂ ଆର୍ଥିକ ପ୍ରତିରୋଧକ ଶକ୍ତି ଜରୁରୀବୋଲି ଏହି ମହାମାରୀ ଦ୍ୱାରା ସାରାଦେଶର ଲୋକମାନେ ସଚେତନହୋଇପଡ଼ିଛନ୍ତି । ଆର୍ଥିକ ବିପତିରୁପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁସ୍ୱାସ୍ଥ୍ୟ ଓ ଜୀବନ ସମ୍ପର୍କିତ ଆର୍ଥିକ ପ୍ରଯୁକ୍ତିରଆବଶ୍ୟକତା ବିଷୟରେ ଲୋକମାନଙ୍କଭିତରେ ସଚେତନତା ବୃଦ୍ଧି ପାଇଥିବା ଆମେଦେଖୁଛୁ । ଏସବିଆଇ ଲାଇଫ୍ରେ ଆମେବିଶ୍ୱାସ କରୁ ଯେ ଆର୍ଥିକ ପ୍ରତିରୋଧ ହାସଲକରିବା ଜଣଙ୍କ ପୂର୍ଣ୍ଣ କ୍ଷମତାକୁ ହାସଲକରିବାର ମୂଳଦୁଆ ଉପରେ ପର୍ଯ୍ୟବେସିତଏବଂ ସାରା ଦେଶରେ ଲୋକମାନଙ୍କୁ ସଠିକ୍ସୁରକ୍ଷା ପ୍ରଦାନ କରିବା ଲାଗି ଆମେନିରନ୍ତର ଉଦ୍ୟମ ଜାରି ରଖିବୁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...