31 C
Bhubaneswar
Friday, October 30, 2020

‘ଆର୍ଟିଷ୍ଟି୍ର ସିଗ୍ନେଚର ସିଲେକ୍ଟ ପର୍ସନାଲାଇଜଡ ସେରମ’ ଉନ୍ମୋଚିତ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ଭୁବନେଶ୍ୱର ୨୯/୯ : ପ୍ରିମିୟମ ସ୍କିନ୍କେୟାର ବର୍ଗରେ ନେତୃôତ୍ୱ ଗଠନ କରିଦେଶର ଅନ୍ୟତମ ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରିଏଫ ଏମସିଜି କଂପାନି ଆମୱେ ଇଣ୍ଡିଆ ପକ୍ଷରୁଆର୍ଟିଷ୍ଟ୍ରି ସିଗ୍ନେଚର ସିଲେକ୍ଟ ପର୍ସନାଲାଇଜଡ୍ସେରମ ସହିତ ପର୍ସନାଲାଇଜଡ୍ ସ୍କିନ କେୟାର ସମାଧାନକୁ ଉନ୍ମୋଚନ କରାଯାଇଛି । ଭାରତର ଅପ୍ରତିଦ୍ୱନ୍ଦ୍ୱୀ ପ୍ରିମିୟମ ସ୍କିନକେୟାର ବ୍ରାଣ୍ଡଆର୍ଟିଷ୍ଟ୍ରିର ନୂତନ ଉନ୍ମୋଚନ ସହିତ ଏହାଦେଶର ପର୍ସନାଲାଇଜଡ୍ ସ୍କିନ କେୟାରବର୍ଗରେ ପ୍ରବେଶ କରିଛି ।ଏହି ଉନ୍ମୋଚନ ସମ୍ପର୍କରେ ଆମୱେ ଇଣ୍ଡିଆରସିଇଓ ଅଂଶୁ ବୁଦ୍ଧରାଜା କହିଛନ୍ତି ଯେ, ନ୍ତଆଜିରଦିନରେ ସ୍କିନ କେୟାର ବର୍ଗରେ ପର୍ସନାଇଜେସନ ହେଉଛି ଏକ ଉଦୀୟମାନଧାରା ଓ ଆମୱେ ଏହାର ଅଭିନବ ସମାଧାନ ଜରିଆରେ ଏହି ବର୍ଗର ନେତୃôତ୍ୱ ନେଇଛି ଯାହାଗ୍ରାହକମାନଙ୍କ ବିବିଧ ଓ ସ୍ୱତନ୍ତ୍ର ସ୍କିନ କେୟାର ଆବଶ୍ୟକତାକୁ ପୂରଣ କରିବ । ଆମର ବିଉଟିଓ ପର୍ସନାଲ କେୟାର ବର୍ଗର ଉତ୍ପାଦ ଚାହିଦାପୁଣି ଥରେ ବୃଦ୍ଧି ପାଇଛି ଏବଂ ଆମେ ଆଶାକରୁଛୁ ଯେ ଆଗାମୀ ତ୍ରୟମାସରେ ଏହା ଆହୁରିବୃଦ୍ଧି ପାଇବ ।

ସେହି ଧାରାରେ ଆଗକୁ ବି ଆମରଆର୍ଟିଷ୍ଟ୍ରି ବ୍ରାଣ୍ଡ ପର୍ସନାଲାଇଜଡ୍ ବିଉଟି ଓସ୍କିନକେୟାର ସମାଧାନ ପ୍ରଦାନ କରିବାକୁନିରନ୍ତର ଉଦ୍ୟମ କରୁଛି ।”ଆମୱେ ଇଣ୍ଡିଆର ମୁଖ୍ୟ ବିପଣନ ଅଧିକାରୀଅଜୟ ଖାନ୍ନା କହିଛନ୍ତି ଯେ, ନ୍ତବ୍ୟାପକଗବେଷଣା କରି ଏବଂ ସାରା ବିଶ୍ୱର ୩୨ହଜାରରୁ ଅଧିକ ଚେହେରାରେ ପରୀକ୍ଷଣକରିବାର ଫଳରୁ ଜାତ ହୋଇଛି ଆର୍ଟିଷ୍ଟ୍ରିସିଗ୍ନେଚର ସିଲେକ୍ଟ ପର୍ସନାଲାଇଜଡ୍ ସେରମଯାହା ଉଚ୍ଚ ଗୁଣାତ୍ମକ ମାନର ସ୍କିନ କେୟାରସମାଧାନ ପ୍ରଦାନ କରିବ । ଆମୱେରନିଉଟ୍ରାଲାଇଟ ବଟାନିକାଲ ଫାର୍ମରୁ ସଂଗ୍ରହକରାଯାଉଥିବା ଉକ୍ରୃଷ୍ଟ ମାନର ଉପାଦାନରୁଆମର ଗ୍ରାହକମାନଙ୍କ ପାଇଁ ଏହି ବେପ୍ଳବିକସ୍କିନ କେୟାର ସମାଧାନ ବିକଶିତ କରାଯାଇଛି ।ଆମେ ନୂତନ ଭାବେ ଉନ୍ମୋଚନ କରିଥିବାଆର୍ଟିଷ୍ଟ୍ରି ସିଗ୍ନେଚର ସିଲେକ୍ଟ ପର୍ସନାଲାଇଜଡସେରମ ପ୍ରିମିୟମ ସ୍କିନ କେୟାର ବର୍ଗର ଆମସ୍ଥିତିକୁ ସୁଦୃଢ଼ କରିବ ଯାହା ଭାରତରେ୨୦୨୫ ସୁଦ୍ଧା ୪୨ ପ୍ରତିଶତ ଅଭିବୃଦ୍ଧି ହାସଲକରିବ ବୋଲି ଆଶା କରାଯାଉଛି ।’

‘ଅନିଶା ଶର୍ମା, ଉପ ସଭାପତି-ବିଉଟି, ପର୍ସନାଲକେୟାର ଆଣ୍ଡ କମ୍ୟୁନିଟିଜ କହିଛନ୍ତି ଯେ,ନ୍ତଆଜିର ଦିନରେ ଭାରତୀୟ ମହିଳାଙ୍କ ଠାରେଦେଖାଦେଉଥିବା ଅତି ସାଧାରଣ ସ୍କିନ ସମସ୍ୟାହେଉଛି ବୟସ୍କ ଦେଖାଯିବା, ନିରସ ଲାଗିବାକିମ୍ବା ଚର୍ମରେ ଜଳାଭାବ । ଆର୍ଟିଷ୍ଟ୍ରି ସିଗ୍ନେଚରସିଲେକ୍ଟ ପର୍ସନାଲାଇଜଡ୍ ସେରମ ଜରିଆରେଆମେ ଏଭଳି ଏକ ବ୍ୟକ୍ତିଗତ ସୁହାଇବା ଭଳିସମାଧାନ ବିକଶିତ କରୁଛି ଯାହା ପ୍ରତିଟିବ୍ୟବହାରକାରୀଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣକରିବ ।”ନିଲସନର ସଦ୍ୟତମ ରିପୋର୍ଟ ଅନୁସାରେଭାରତୀୟ ବିଉଟି ବର୍ଗର ପରିମାଣ ୨୦୪ବିଲିଅନ ଟଙ୍କା ଆକଳନ କରାଯାଇଥିବାବେଳେ ବିଉଟି ବର୍ଗ ନେତୃôତ୍ୱ ରେ ଏଫଏମସିଜିବଜାରରେ ସୁଧାର ହେଉଛି । ଏହି ନିର୍ଯ୍ୟାସ ଓଆବଶ୍ୟକତା ଅନୁସାରେ ଆର୍ଟିଷ୍ଟ୍ରି ସିଗ୍ନେଚରସିଲେକ୍ଟ ପର୍ସନାଲାଇଜଡ୍ ସେରମ ହେଉଛିନିର୍ଦିିଷ୍ଟ ପ୍ରକାର ଚର୍ମ ସମସ୍ୟାର ସମାଧାନଖୋଜୁଥିବା ଗ୍ରାହକଙ୍କ ପାଇଁ ଉପଯୁକ୍ତ ବିକଳ୍ପ ।ଆର୍ଟିଷ୍ଟ୍ରି ସିଗ୍ନେଚର ସିଲେକ୍ଟ ପର୍ସନାଲାଇଜଡ୍ସେରମ ହେଉଛି ଭାରତୀୟ ବିଉଟି ଶିଳ୍ପରେପ୍ରଥମ ଧରଣର ସ୍କିନ କେୟାର ସମାଧାନହେଉଥିରେ ବିଜ୍ଞାନ ସହିତ ପ୍ରକୃତିକୁ ଉପଯୁକ୍ତଭାବେ ସମିଶ୍ରଣ କରାଯାଇଛି ।

ଏହି ଉତ୍ପାଦଗୋଟିଏ ବେସ୍ ସେରମ ଏବଂ ପାଂଚଟିଆଂପ୍ଲିଫାୟର ସହିତ ଆସୁଛି ଯାହା ପାଂଚପ୍ରକାର ଶ୍ରେଷ୍ଠ ଚର୍ମ ସମସ୍ୟାର ସମାଧାନକରିବ । ବେସ ସେରମରେ ୧୦୦%ଫାଇଟୋ-ଇନଫ୍ୟୁଜଡ ଜଳ ରହିଛି ଯାହା ଆର୍ଟିଷ୍ଟ୍ରିପାଇଁ ସ୍ୱତନ୍ତ୍ର ଏବଂ ବିଉଟି ଶିଳ୍ପ ପାଇଁ ପ୍ରଥମଏବଂ ଏକମାତ୍ର । ବିଶ୍ୱର ଏକ ନମ୍ବର ବିକ୍ରିହେଉଥିବା ଭିଟାମିନ ଓ ଡାଏଟାରି ସପ୍ଲିମେଂଟବ୍ରାଣ୍ଡ ନ୍ୟୁଟ୍ରାଲାଇଟର ପାଂଚ । ସ୍ୱାସ୍ଥ୍ୟ ସଚେତନଭାରତୀୟଙ୍କ ମଧ୍ୟରେ ଆମୱେ ନ୍ୟୁଟ୍ରିଲାଇଟହେଉଛି ପସନ୍ଦର ବ୍ରାଣ୍ଡ ଏବଂ ପୁଷ୍ଟି ଓ ହର୍ବାଲନ୍ୟୁଟ୍ରିସନ ବର୍ଗରେ ଏହା ଉତ୍ପାଦରେ ନତନତ୍ୱଆଣି ଗ୍ରାହକଙ୍କ ବିଭିନ୍ନ ପ୍ରକାରରଆବଶ୍ୟକତାକୁ ପୂରଣ କରୁଛି । ବିଉଟି ଓସ୍କିନ କେୟାର ବର୍ଗରେ ରହିଥିବା ପୁଷ୍ଟି ଅଭାବକୁପୂରଣ କରିବାକୁ ଆମୱେ ଯୋଜନା ରଖିଛି ।ଏହାର ପ୍ୟାକେଜିଂ ଏଭଳି ଭାବେ ପ୍ରସ୍ତୁତକରାଯାଇଛି ଯଦ୍ୱାରା ମିଶ୍ରଣ ପାଇଁ ପ୍ରସ୍ତୁତହେବା ପର୍ଯ୍ୟନ୍ତ ଏହା ଭିତରେ ଥିବା ଉପାଦାନସତେଜ ରହିବ । ପ୍ରିମିୟମ ସ୍କିନ କେୟାରବଜାରରେ ଏହି ଉତ୍ପାଦର ମୂଲ୍ୟପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରଖାଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...