26 C
Bhubaneswar
Sunday, October 25, 2020

ମୁଖ୍ୟ କୋଚ୍ ଓ ସିଇଓଙ୍କ ସହ ସ୍ୱତନ୍ତ୍ର ବାର୍ତାଳାପ ଆୟୋଜିତ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର ,୨୯/୯: ଟାଟା ଷ୍ଟିଲ୍ ପକ୍ଷରୁ ଜାମସେଦପୁର ଏଫ୍ସିର ମୁଖ୍ୟକୋଚ୍ ଓୱେନ୍ କୋୟଲି ଓ ଜାମସେଦପୁର ଏଫ୍ସିର ସିଇଓ ମୁକୁଲ ଚୌଧରୀଙ୍କ ସହିତଏକ ସ୍ୱତନ୍ତ୍ର ଆଲୋଚନା ଆୟୋଜନ କରାଯାଇଥିଲା ଏନ୍ଟିଏଚ୍ଏର ପ୍ରୋଜେକ୍ଟଡାଇରେକ୍ଟର ରାଜୀବ ସେଠ୍ ଓ ମାଇଁ ସିଟି ଲିଙ୍କସ୍ ପତ୍ରିକାର କନସଲଟିଂ ସିନିଅର ଆସୋସିଏଟ୍ ଏଡିଟର ଦୀକ୍ଷା ତିୱାରୀଙ୍କ ସହ-ସଂଯୋଜନାରେ ଫୁଟ୍ବଲ୍ର ଭବିଷ୍ୟତଏବଂ ଏକ ପ୍ରତିଭାସମ୍ମନ୍ନ ଟିମ୍ ଭାବେ ଜାମସେଦପୁର ଏଫ୍ସିର ଅଭୁ୍ୟଦୟ ଯାତ୍ରା ବିଷୟରେ ଏକ ଉଷ୍ମ ଆଲୋଚନା ଅନୁଷ୍ଠିତ ହୋଇଛି । ଓୱେନ କୋୟଲ ନିକଟରେ ଜାମସେଦପୁର ଏଫ୍ସିର ମୁଖ୍ୟ କୋଚ୍ ଭାବେ ଯୋଗ ଦେଇଛନ୍ତି ଏବଂ ତାଙ୍କ ପାଖରେ ବିପୁଳ ଅଭିଜ୍ଞତା ରହିଛି । ଟିମ୍ ପାଇଁ ନୂଆ ଖେଳାଳୀ ନିଯୁକ୍ତ କରିବାରେ ସେ ପ୍ରତ୍ୟକ୍ଷଭାବେ ଜଡ଼ିତ ଅଛନ୍ତି ଏବଂ ଆଗାମୀ କ୍ରୀଡ଼ାରେ ଟିମ୍ର ପ୍ରଦର୍ଶନକୁ ନେଇ ସେ ଉତ୍ସାହିତଅଛନ୍ତି । ଟିମ୍ ବହୁତ ଭଲ ଆକାର ଧାରଣ କରିଛି ଏବଂ ନିକଟ ଲିଗ୍ ଖେଳରେଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

ଏହି ଆଲୋଚନାରେ ଝାଡ଼ଖଣ୍ଡ୍ ବିଶେଷ କରିଜାମସେଦ ପୁରରେ ଜାମସେଦପୁର ଏଫ୍ସି ତୃଣମୂଳ ସ୍ତରରେ କରିଥିବା କାର୍ଯ୍ୟ ଏବଂଟାଟା ଷ୍ଟିଲ୍ କିଭଳି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହୁ ଆବଶ୍ୟକ ପେସାଦାର ସହାୟତା ଖେଳାଳୀଙ୍କୁ ଯୋଗାଇ ଥିଲା ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସ୍ଥାନୀୟ ଫୁଟ୍ବଲ୍ ଲିଗ୍କିଭଳି ଖେଳ ପାଇଁ ସହାୟକ ହୋଇଥିଲା ଯେଉଁଠାରେ ଯୁବକମାନେ ସେମାନଙ୍କ ପସନ୍ଦରଖେଳ ଖେଳିବା ପାଇଁ ବିବିଧ ସୁଯୋଗ ପାଉଛନ୍ତି ତାହା ମଧ୍ୟ ଆଲୋଚନାର ଅଂଶଥିଲା । ଏହି ଆଲୋଚନା ସମୟରେ ସେମାନେ ଏହା ମଧ୍ୟ ଜଣାଇଥିଲେ ଯେ କିଭଳିଭାରତରେ ଦର୍ଶକ ଭିତିକ କ୍ରୀଡ଼ା ବିପୁଳ ଲୋକପ୍ରିୟତା ହାସଲ କରୁଛି ଏବଂ ସରକାରଙ୍କ ତରଫରୁ ସହାୟତା ଏବଂ ବିପୁଳ ଗ୍ରାହକ ବଜାରକୁ ପ୍ରସାରଣକାରୀ କଂପାନିଗୁଡ଼ିକ ଅନୁସନ୍ଧାନ କରିଛନ୍ତି ତାହ କେବଳ ଆଗାମୀ ଦିନରେ ଫୁଟବଲ୍କୁ ସୁଦୃଢ଼ କରାଇବାରେସହାୟକ ହେବ । ଓୱେନ୍ କୋୟଲ, ମୁଖ୍ୟ କୋଚ୍, ଜାମସେନପୁର ଏଫ୍ସି କହିଛନ୍ତିଯେ, ନ୍ତ ଭାରତରେ ଫୁଟବଲ୍ ଲମ୍ବା ଦୂର ଯାତ୍ରା କରିଛି ଏବଂ ଯୁବମାନଙ୍କ ମଧ୍ୟରେ ଏହିଖେଳ ପ୍ରତି ରହିଥିବା ଅଭିଳାଷ ଏବଂ ବିରଳ ପ୍ରତିଭା ଦେଖିବା ବେଶ ଉତ୍ସାହଜନକ ।ଆମର ସାମଗ୍ରିକ ଲକ୍ଷ୍ୟ ହେଉଛି ଜାମସେଦପୁର ଏଫ୍ସିକୁ ଆଇଏସ୍ଏଲ୍ର ଫାଇନାଲ୍ରେଓ ବିଜେତା ଟିମ୍ ଭାବେ ଦେଖିବା ଏବଂ ପରବର୍ତୀ ସିଜନ ଆରମ୍ଭକୁ ନେଇ ଆମେଉତ୍ସାହିତ ।”

ମୁକୁଲ ଚୌଧରୀ, ସିଇଓ, ଜାମସେଦପୁର ଏଫ୍ସି କହିଛନ୍ତି ଯେ,ନ୍ତଯେକୌଣସି କ୍ରୀଡ଼ାର ବିକାଶରେ ଭିତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏବଂଝାଡ଼ଖଣ୍ଡ ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି ଆବଶ୍ୟକ ଥିବା ପରିବେଶ ଟାଟା ଫୁଟବଲଏକାଡେମି ଯୋଗାଇ ଦେଥିବାରୁ ଆମେ କୃତଜ୍ଞ । ତୃଣମୂଳ ସ୍ତରରେ ବିକାଶ ପ୍ରତି ଆମେଦେଇଥିବା ଗୁରୁତ୍ୱ ଉଦୀୟମାନ ଖେଳାଳୀମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାରଶ୍ରେଷ୍ଠ ମଂଚ ପ୍ରଦାନ କରିଛି । ଆରମ୍ଭରୁ ଆମେ ଯୁବ ଖେଳାଳୀଙ୍କ କୋଚିଂ ପାଇଁ ଢ଼ାଂଚାଗତପଦକ୍ଷେପ ଗ୍ରହଣ କରିଛୁ ଯଦ୍ୱାରା ଭବିଷ୍ୟତରେ ସେମାନେ ପେସାଦାର ଟିମ୍ ସହିତଠିକ୍ ଭାବେ ସମନ୍ୱୟ ରକ୍ଷା କରିପାରିବେ । ପ୍ରତିଟି ଖେଳାଳୀ ଏବଂ କୋଚ୍ ଯେଭଳିଆଗକୁ ବଢ଼ିବାର ସୁଯୋଗ ପାଇବେ ତାହାକୁ ନଜରରେ ରଖି ଆମେ ସମଗ୍ର ବ୍ୟବସ୍ଥାଗଠନ କରିଛୁ ।” ସ୍ଥାନୀୟ ଭାବେ ଏକ କ୍ରୀଡ଼ା ସଂସ୍କୃତି ଗଠନ କରିବା ଏବଂ ସ୍ଥାନୀୟପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ଲାଗି ସଠିକ୍ ସୁଯୋଗ ପ୍ରଦାନ କରିବା ଲାଗି ଟାଟା ଷ୍ଟିଲ୍ନିରନ୍ତର ଉଦ୍ୟମ ଜାରି ରଖିଛି ।

ତୃଣମୂଳ ସ୍ତରରେ ପହଂଚିବା ଲାଗି ଟାଟା ଫୁଟବଲଏକାଡେମି ଏବେ ଝାଡ଼ଖଣ୍ଡରେ ୯ଟି ଫୁଟବଲ ସ୍କୁଲ ଓ ୨୦ଟି କେନ୍ଦ୍ର ଚଲାଉଛି ।ଏକାଡେମି ବର୍ତମାନ ସୁଦ୍ଧା ରାଜ୍ୟ ଭିତରେ ବିଭିନ୍ନ ବୟସ ବର୍ଗର ୩୦୦୦ ପିଲାଙ୍କପାଖରେ ପହଂଚିଛି ଓ ସେମାନଙ୍କୁ ୧୦, ୧୨ ଏବଂ ୧୪ ବର୍ଷ ବୟସରୁ କମ୍ ଫୁଟବଲ୍ଟିମ୍ରେ ସାମିଲ କରିଛି । ସେମାନେ ୬-୧୪ ବର୍ଷ ବୟସ ବର୍ଗର ପିଲାମାନଙ୍କୁ ସମନ୍ୱିତକରିଛନ୍ତି ଏବଂ ସେମାନଙ୍କୁ ଖେଳରେ ଉନ୍ନତି ଆଣିବା ଏବଂ ଭବିଷ୍ୟତରେ ପେସାଦାରଟିମ୍ରେ ଯୋଗ ଦେବା ଭଳି ପ୍ରସ୍ତୁତ କରିଛନ୍ତି । ଟାଟା ଷ୍ଟିଲ୍ର ରାଷ୍ଟ୍ର ଗଠନ ଦର୍ଶନରେକ୍ରୀଡ଼ା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ପେସାଦାର କ୍ରୀଡ଼ାବିତ, ସୌକିନ ଏବଂ ନିଜରକର୍ମଚାରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରିବା ଏବଂ ଉକ୍ରର୍ଷ ହାସଲ କରିବା ଲାଗିନିରନ୍ତର ଉତ୍ସାହିିତ କରିବା ଓ ତୃଣମୂଳ ସ୍ତରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବା ପାଇଁକର୍ପୋରେଟ୍ ପ୍ରଚାରର ନେତୃତ୍ୱ ନେଇଛି ଟାଟା ଷ୍ଟିଲ୍ । ଟାଟା ଷ୍ଟିଲ୍ ଏହାର ଏକାଡେମି ଓତୃଣମୂଳ ସ୍ତରର ଫିଡର୍ କେନ୍ଦ୍ରଗୁଡ଼ିକ ଜରିଆରେ ପେସାଦାର କ୍ରୀଡ଼ାବିତ ସୃଷ୍ଟି କରିବାଏବଂ ସମୃଦ୍ଧ କରିବାରେ ନିରନ୍ତର ଭାବେ ଜଡ଼ିତ ରହିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...