30 C
Bhubaneswar
Sunday, October 25, 2020

ଦିନିକିଆ ଜାତୀୟ ସ୍ତରୀୟ ୱେବିନାର ଅନୁଷ୍ଠିତ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ନୂଆପଡା, ୨୯ ।୯; ନୂଆପଡାଜିଲ୍ଲା ଖଡିଆଳ ସ୍ଥିତ ସ୍ୱୟଂଶାସିତମହାବିଦ୍ୟାଳୟର ଆଇକୁ୍ୟଏସି ଦ୍ୱାରା ଉଚ୍ଚଶିକ୍ଷା ସମ୍ପର୍କୀତ ଜାତୀୟ ଶିକ୍ଷାନୀତି୨୦୨୦ ର ଉଦେ୍ଦଶ୍ୟ ଓ ଆହ୍ୱାନକୁନେଇ ସୋମବାର ଜାତୀୟସ୍ତରୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ୱେବିନାରରେ ଗୁଜୁରାଟ ବରୋଦା ସ୍ଥିତଶିକ୍ଷା ଓ ମନସ୍ତତ୍ୱ ବିଭାଗ ଏମଏସୟୁନିଭରସିଟିର ପ୍ରଫେସର ସୁଦର୍ଶନ ଚକ୍ରପାଣିଗ୍ରାହୀ କାର୍ଯ୍ୟରତ ଭିତି ପ୍ରବନ୍ଧଉପସ୍ଥାପନା କରିଥିଲେ ।

ଉଚ୍ଚ ଶିକ୍ଷାରେହେଉଥିବା ଅମୂଳଚୁଳ ପରିବର୍ତନ କିପରିନୂଆ ଜାତୀୟ ଶିକ୍ଷା ନୀତିର ସ୍ଥାନ ପାଇଛିଏବଂ ଆସନ୍ତା ଦିନରେ କେମିତି ତାହାପ୍ରତିଫଳିତ ହେବାକୁ ଯାଉଛି ତାହାଉପରେ ଉପସ୍ଥାପନ କରିଥିଲେ ।ପ୍ରାରମ୍ଭରେ କଲେଜର କାର୍ଯ୍ୟକାରୀଅଧ୍ୟକ୍ଷା ଅନୁପମା ପାଢୀ ସ୍ୱାଗତ ସମ୍ଭାଷଣଦେଇ ଉଦେ୍ଦଶ୍ୟ ଜ୍ଞାପନ କରି ୱେବିନାରଘୋଷଣା କରିଥିଲେ । ଆଇକୁ୍ୟଏସିସଂଯୋଜକ ଡଃ ପଦ୍ମଲୋଚନ ବର୍ମାସ୍ୱାଗତ ସମ୍ଭାଷଣ ଦେଇ ୱେବିନାରରପରିଚାଳନା କରିଥିଲେ । ୱେବିନାରରେନୂଆପଡା, ବଲାଙ୍ଗିର, କଲାହାଣ୍ଡି,ବରଗଡ, ସମ୍ବଲପୁର ଆଦି ଜିଲ୍ଲାରଗବେଷକ, ଅଧ୍ୟାପକ ଯୋଗ ଦେବାସଙ୍ଗେ ସଙ୍ଗେ ପଶ୍ଚିମବଙ୍ଗରୁ ସୁସ୍ମିତାଦାଶ, ଛତିଶଗଡରୁ ଆଦିତ୍ୟ ସିଂ,ଝାରଖଣ୍ଡରୁ ପ୍ରଫେସର ପର୍ଶୁରାମ ସିଆଲଅଂଶଗ୍ରହଣ କରିଥିଲେ ।

ମହାବିଦ୍ୟାଳୟର ଯୁକ୍ତ ୨, ଯୁକ୍ତ ୩ ତଥାସ୍ନାତକୋ ର ବିଭାଗର ଛାତ୍ରଛାତ୍ରୀୱେବିନାରର ପ୍ରଶ୍ନୋ ର କାର୍ଯ୍ୟକ୍ରମରେପ୍ରଫେସର ପାଣିଗ୍ରାହୀଙ୍କ ସହିତ ଭାଗନେଇଥିଲେ । ମହାବିଦ୍ୟାଳୟର ତଥାଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଅନେକଅଧ୍ୟାପକ ଅଂଶ ଗ୍ରହଣ କରିଥିଲେ ।ପୂର୍ବତନ ଅଧ୍ୟକ୍ଷ ଡଃ ଫଣିନ୍ଦମ ଦେଓ,ଅଧ୍ୟାପିକ ରାଜଲକ୍ଷ୍ମୀପ୍ରିୟା ରଥ, ଚି ରଞ୍ଜନଜେନା, ରାଜକୁମାର ରତେ, ଚନ୍ଦ୍ରଶେଖରଚନ୍ଦ୍ରକାର, ବିଉଟି ଅଗ୍ରୱାଲ, ତନୁଶ୍ରୀ ରାୟ,କ୍ଷିତିମୟ ତ୍ରିପାଠୀ, ରଣବିର ସିଂ ଆଦିଉପସ୍ଥିତ ଥିଲେ । ଶେଷରେ ବିଷ୍ଣୁଦେବଧନ୍ୟବାଦ ଅର୍ପଣ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...