25 C
Bhubaneswar
Monday, October 26, 2020

ବୈଠକ ଘୁଞ୍ଚାଇବାକୁ ବିଧାୟିକା କୁସୁମ ଟେଟେଙ୍କ ଦାବି ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ବର, ୨୯ ।୯: ଚଳିତ ମାସ ୩୦ତାରିଖରେ ବେଦାନ୍ତ କାରଖାନା ସମ୍ପ୍ରସାରଣ ସଂକ୍ରାନ୍ତୀୟସାଧାରଣ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେଏହି ତାରିଖ ଘୁଂଚାଇବା ପାଇଁ ସୁନ୍ଦରଗଡ ବିଧାୟିକାକୁସୁମ ଟେଟେ ରାଜ୍ୟ ସରକାରଙ୍କ ନିକଟରେ ଦାବିକରିଛନ୍ତି । ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟପରିବେଶ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ବୋର୍ଡର ସଦସ୍ୟସମ୍ପାଦକ, ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗରପ୍ରମୁଖ ସଚିବଙ୍କୁ ଏହି ମର୍ମରେ ଶ୍ରୀମତୀ ଟେଟେ ପତ୍ରଲେଖିଛନ୍ତି ।

ଦେଇଥିବା ପତ୍ରରେ ବିଧାୟିକା ଶ୍ରୀମତୀଟେଟେ ଉଲ୍ଲେଖ କରିଛନ୍ତି ଯେ ବେଦାନ୍ତ କାରଖାନାରକ୍ଷମତା ବାର୍ଷିକ ୧୬ଲକ୍ଷ ମେଟି୍ରକ ଟନରୁ ୧୮ଲକ୍ଷମେଟି୍ରକ ଟନକୁ ସମ୍ପ୍ରସାରଣ ପାଇଁ ୩୦ତାରିଖ ଦିନସାଧାରଣ ବୈଠକ ଡାକିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡପକ୍ଷରୁ ଅଗଷ୍ଟ ୨୭ ତାରିଖରେ ବିଜ୍ଞାପନ ଦିଆଯାଇଥିଲାା ତେବେ ହୁ ହୁ ହୋଇ ବଢୁଥିବା କରୋନା ମହାମାରୀନିୟନ୍ତ୍ରଣ ପାଇଁ ଚାମ୍ବର ଅଫ କମର୍ସ ଓ ଝାରସୁଗୁଡାଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଳିତମାସ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଓ ଏହାର ଆଖପାଖ ଅଂଚଳପାଇଁ ସଟଡାଉନ ଘୋଷଣା କରିଛନ୍ତି ।

ହେଲେସଂଯୋଗବଶତଃ ୩୦ତାରିଖରେ ହିଁ ବୈଠକ ପାଇଁପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିନ ଧାର୍ଯ୍ୟ କରିଥିଲେ ।ତେଣୁ ସଟଡାଉନ ସମୟରେ ବୈଠକରେ ଯୋଗଦେଇକ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ସମ୍ଭବପରହେବନାହିଁ ବୋଲି ବିଧାୟିକା ଦର୍ଶାଇଛନ୍ତି । ଅନ୍ୟପକ୍ଷରେ କାରଖାନା ସମ୍ପ୍ରସାରଣ ହେଲେ ଏହାରପରିବେଶ ଉପରେ କି ପ୍ରକାର ପ୍ରଭାବ ପଡିବ ସେସଂକ୍ରାନ୍ତରେ ସଂଗୃହୀତ ପରିବେଶ ପ୍ରଭାବ ଆକଳନ(ଇଆଇଏ) ଡାଟାକୁ ନିଟ ଓ ଆଇଆଇଟି ଭଳିଭରସାଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ସଂଶୋଧନକରିବେ ।

ବେଦାନ୍ତ କମ୍ପାନୀ ପକ୍ଷରୁ ଅତ୍ୟନ୍ତ ଖାମଖିଆଲଭାବେ ପାଉଁଶ ପରିଚାଳନା ହୋଇଥିବାରୁ ଏହାରକୁପ୍ରଭାବ ଉଭୟ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରପରିବେଶ, ସ୍ଥାନୀୟ ଚାଷ ଜମି ଏବଂ ନଦୀ ଗୁଡିକଉପରେ ପଡୁଛି । ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳସେହି ଅଂଚଳ ଗସ୍ତ ସମୟରେ ଦେଖିବାକୁ ପାଇଛନ୍ତି ଯେପାଉଁଶ ଯୋଗୁଁ ଲୋକେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତିା ଏଠାରେ ଉଲ୍ଲେଖ କରାଯାଇପାରେ କି ୨୦୧୭ ଅଗଷ୍ଟ୨୮ ତାରିଖରେ ୮୩ଏକର ପରିମିତ ପାଉଁଶ ପୋଖରୀରଗୋଟିଏ କାନ୍ଥ ଭୁଷୁଡି ପଡିଥିଲା । ଏଥିଯୋଗୁଁ ପ୍ରାୟ ୫ନିୟୁତଟନ ବିଷାକ୍ତ ପାଉଁଶ ପାଣି ୧୦୦ ଏକର ପରିମିତ ଚାଷଜମିରେମାଡିଯିବା ସହିତ ନଦୀରେ ମିଶିଥିଲା

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...