26 C
Bhubaneswar
Wednesday, October 21, 2020

୬ କୋଟି ଟଙ୍କାର ପଥରବନ୍ଧ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵ।

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱର,୨୯ା୯: ଦୀର୍ଘଦିନଧରି କୂଳ ଖାଇ ଚାଲିଥିବା ବୁଢ଼ାବଳଙ୍ଗନଦୀର ପାଶ୍ୱର୍ ପୁରୁଣା ବାଲେଶ୍ୱର ଅଞ୍ଚଳକୁରକ୍ଷା କରିବା ପାଇଁ ବାରମ୍ବାର ଦାବି ହୋଇଆସୁଥିବା ବେଳେ ଏହି ପ୍ରକଳ୍ପରକାର୍ଯ୍ୟକାରିତା ନିମନ୍ତେ ସରକାରୀ ସ୍ତରରେଏବେ ତତ୍ପରତା ପ୍ରକାଶ ପାଇଛି । ସ୍ଥାନୀୟଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ପୂର୍ବତନସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଆଜିରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁନେଇ ପୁରୁଣା ବାଲେଶ୍ୱରର ନଦୀପାଶ୍ୱର୍ଅସୁରକ୍ଷିତ ଅଞ୍ଚଳ ପରିଦର୍ଶନ କରିବା ସହସେଠାକାର ଦୀର୍ଘଦିନର ସମସ୍ୟା ସମ୍ପର୍କରେଅବଗତ ହୋଇଛନ୍ତି । ବୁଢ଼ାବଳଙ୍ଗ ନଦୀରଗତିପଥ ବଦଳିବା ଫଳରେ ପ୍ରତିବର୍ଷପୁରୁଣାବାଲେଶ୍ୱର ପାଶ୍ୱର୍ ଜମି ଖାଇଚାଲିଥିବା ସ୍ଥାନୀୟ ଲୋକେ ମନ୍ତ୍ରୀ ଓପୂର୍ବତନ ସାଂସଦଙ୍କୁ ଅବଗତ କରିଥିଲେ ।ଦୀର୍ଘ ୧୦ ବର୍ଷ ଧରି ଏହି ପ୍ରକ୍ରିୟା ଜାରିରହିଥିବା ବେଳେ ଇତିମଧ୍ୟରେ ବହୁ ଘରଓ ଘରଡିହ ବୁଢ଼ାବଳଙ୍ଗ ନଦୀ ଗର୍ଭରେଲୀନ ହୋଇ ଯାଇଥିବା ସ୍ଥାନୀୟ ଲୋକେମନ୍ତ୍ରୀ ଶ୍ରୀ ଜେନାଙ୍କୁ ଜଣାଇଥିଲେ ।ବୁଢ଼ାବଳଙ୍ଗ ନଦୀ କବଳରୁ ପୁରୁଣାବାଲେଶ୍ୱରକୁ ରକ୍ଷା କରିବା ପାଇଁପ୍ରୋଟେକ୍ସନ ପଥରବନ୍ଧ ସାଙ୍ଗକୁ ଏହାରଗତିପଥ ବଦଳାଇବା ନିମନ୍ତେ ସ୍ଥାନେସ୍ଥାନେ ନଦୀ ଭିତରକୁ ସ୍ତର ନିର୍ମାଣରଆବଶ୍ୟକତା ସମ୍ପର୍କରେ ସେମାନେକହିଥିଲେ । ଏନେଇ ଦୀର୍ଘଦିନ ଧରି ଦାବିହୋଇ ଆସୁଥିଲେ ବି ଡ୍ରେନେଜ୍ ଓଜଳସେଚନ ବିଭାଗ ପକ୍ଷରୁ କୌଣସିପଦକ୍ଷେପ ନିଆଯାଇ ନଥିବାଗ୍ରାମବାସୀମାନେ ମନ୍ତ୍ରୀଙ୍କ ସମ୍ମୁଖରେଆରୋପ ଉଠାଇଥିଲେ । ମନ୍ତ୍ରୀ ଶ୍ରୀ ଜେନାଓ ପୂର୍ବତନ ସାଂସଦ ଇଂ ଜେନାବୁଢ଼ାବଳଙ୍ଗ ନଦୀ ପାଶ୍ୱର୍ ବୁଲି ଦେଖିବାସହିତ ଅସୁରକ୍ଷିତ ପୁରୁଣାବାଲେଶ୍ୱର ସ୍ଥିତିସମ୍ପର୍କରେ ହୃଦବୋଧ ହୋଇଥିଲେ ।ଏନେଇ ପୂର୍ବରୁ ୫ କୋଟି ୮୪ ଲକ୍ଷଟଙ୍କାର ଏକ ପ୍ରକଳ୍ପ ପସ୍ତୁତ ହୋଇସରକାରୀ ଅନୁମୋଦନ ପାଇଁପଠାଯାଇଥିବା ପୂର୍ବତନ ସାଂସଦ ଇଂଜେନା କହିଥିଲେ । ତୁରନ୍ତ ଏହାକୁକାର୍ଯ୍ୟକାରୀ କରିବା ପାଇଁ ସେ ମନ୍ତ୍ରୀଙ୍କୁପ୍ରସ୍ତାବ ଦେଇଥିଲେ । ତେବେଜରୁରୀକାଳୀନ ଭିତ୍ତିରେ ନଦୀପାଶ୍ୱର୍ ସୁରକ୍ଷାପାଇଁ ଟେଣ୍ଡର ପାସ୍ ସହ ପ୍ରକଳ୍ପ କାର୍ଯ୍ୟତୁରନ୍ତ ଆରମ୍ଭ କରିବା ପାଇଁ ମନ୍ତ୍ରୀ ଶ୍ରୀଜେନା ସେଠାରେ ଉପସ୍ଥିତ ଡ୍ରେନେଜବିଭାଗ ଓ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସମ୍ପ୍ରତିଏହି ପ୍ରକଳ୍ପ ପାଇଁ ୫ କୋଟି ୮୪ଲକ୍ଷଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଆଗାମୀଦିନରେ ଅଟକଳ ମୂଲ୍ୟ ବୃଦ୍ଧି କରାଯିବବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଓ ପୂର୍ବତନ ସାଂସଦଙ୍କ ଏହି କ୍ଷେତ୍ରପରିଦର୍ଶନ ଓ ପ୍ରତିଶ୍ରୁତିକୁ ନେଇପୁରୁଣାବାଲେଶ୍ୱର ବାସିନ୍ଦାମାନେ ବେଶ୍ସନ୍ତୋଷ ପ୍ରକାଶ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...