25 C
Bhubaneswar
Thursday, October 22, 2020

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଚିବଙ୍କ ସମୀକ୍ଷା ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭୁବନେଶ୍ୱର, ୨୯ ।୯: କେନ୍ଦ୍ରଶିକ୍ଷା ସଚିବ ଅନିତା କରୁଆଲ୍ ଭିଡ଼ିଓ କନଫରେନସିଂ ଜରିଆରେ ସମସ୍ତରାଜ୍ୟର ଶିକ୍ଷା ସଚିବ ଓ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶକମାନଙ୍କ ସହିତ ଓ ରାଜ୍ୟ ଶିକ୍ଷାକ୍ଷେତ୍ରରେ ବିଭିନ୍ନ ଅଗ୍ରଗତିର ସମୀକ୍ଷାକରିଥିଲେ । ଏହି ଅବସରରେ ଜାତୀୟବିଦ୍ୟାଦାନ କାର୍ଯ୍ୟକ୍ରମରେ ଉକ୍ରୃଷ୍ଟ ପ୍ରଦର୍ଶନପାଇଁ କେନ୍ଦ୍ର ଶିକ୍ଷା ସଚିବ ଓଡ଼ିଶାକୁ ଉଚ୍ଚପ୍ରଶଂସା କରିଥିଲେ । ବିଦ୍ୟାଦାନକାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କଠାରୁ ଇ ଶିକ୍ଷଣ ଭିଡ଼ିଓ ଆହ୍ୱାନକରାଯାଇଥିଲା । ଏଥବରେ ରାଜ୍ୟର୧୫୫୩ ଶିକ୍ଷକ ଅଂଶ ଗ୍ରହଣ କରିନିଜସ୍ୱ ପ୍ରସ୍ତୁତ ଶିକ୍ଷଣ ଭିଡ଼ିଓ ବିଦ୍ୟାଦାନ ପୋର୍ଟାଲରେ ପ୍ରଦାନ କରିଥିଲେ । ରାଜ୍ୟସ୍ତରରେ ସମୀକ୍ଷା ପରେ ୧୦୦୦୭ଟିଭିଡ଼ିଓ ଅନୁମୋଦିତ ହୋଇ ଦୀକ୍ଷାରେ ସଂଯୋଗ କରାଯାଇଛି ।

ସଂପ୍ରତି ଦୀକ୍ଷାରେଶତ ପ୍ରତିଶତ ପାଠ୍ୟପୁସ୍ତକ କୁ୍ୟଆର୍ କୋଡ଼୍ସହିତ ଉପଲବ୍ଧ ଥିବା ବେଳେ ୮୦ପ୍ରତିଶତରୁ ଉଦ୍ଧ୍ୱର୍ ଶିକ୍ଷଣ ଭିଡ଼ିଓ ଉପଲବ୍ଧଅଛି । ଦୂରଦର୍ଶନ ଓ ରେଡ଼ିଓରେ ପ୍ରସାରିତଭିଡ଼ିଓ ଓ ଅଡ଼ିଓ ଶିକ୍ଷଣ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷାରେ ଉପଲବ୍ଧ କରାଯାିଛି । ମହାମାରୀ କରୋନା ସମୟରେ ବିଦ୍ୟାଳୟ ଓଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କଆହ୍ୱାନ କ୍ରମେ ଦୀକ୍ଷାର ବ୍ୟବହାରବହୁଗୁଣିତ ହୋଇଛି । ବୈଠକରେ ରାଜ୍ୟସରକାରଙ୍କ ଦ୍ୱାରା ସମଗ୍ର ଶିକ୍ଷା ଅଂଶ ପ୍ରଦାନଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ଅର୍ଥବିନିଯୋଗ ପାଇଁ ଓଡ଼ିଶା ପ୍ରଶଂସିତହୋଇଥିଲା ।

ସେହିପରି ଜାତୀୟ ଶିକ୍ଷାନୀତି୨୦୨୦ର କାର୍ଯ୍ୟକାରିତା ପାଇଁ ରାଜ୍ୟରେଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାସଂଗେ ସଂଗେ ରାରଜ୍ୟ ଟାସ୍କଫୋର୍ସଗଠିତ ହୋଇଥିବାରୁ କେନ୍ଦ୍ର ସଚିବସନ୍ତୋଷ ପ୍ରକାଶ କରିଥିଲେ ଓ ଆସନ୍ତାଅକ୍ଟୋବର ୫ ତାରିଖ ସୁଦ୍ଧା ଜାତୀୟଶିକ୍ଷାନୀତି ପ୍ରଣୟନ ଉପରେ ମତାମତଦେବା ପାଇଁ ଅନୁରୋଧ କରିଥିଲେ ।କରୋନା ସମୟରେ ରାଜ୍ୟରେ ସମସ୍ତଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟପୁସ୍ତକପହଂଚାଯାଇ ପାରିଥିବାରୁ ଓଡ଼ିଶାକୁପ୍ରଶଂସା କରାଯାଇଥିଲା । ସେହିପରିବିଦ୍ୟାଳୟ ନିରାପତା ନିୟମ ୨୦୧୬ଆଧାରରେ ରାଜ୍ୟ ସରକାର ନିର୍ଦ୍ଧାରିତସମୟରେ ସର୍ତାବଳୀ ଅନୁପାଳନ କରିରିପୋର୍ଟ ପ୍ରଦାନ କରିଥିବାରୁପ୍ରଶଂସଚିତ ହୋଇଥିଲେ ।

ରାଜ୍ୟରସମସ୍ତ ଶିକ୍ଷକ ଦୀକ୍ଷା ଆପ୍ ମାଧ୍ୟମରେଅକ୍ଟୋବର ୧ ତାରିଖଠାରୁ ନିଷ୍ଠା ତାଲିମନେବା ପାଇଁ ଓସେପା ତରଫରୁ ସମସ୍ତପ୍ରସ୍ତୁତି ଶେଷ ହୋଇଥିବାରୁ ସୂଚନାଦିଆଯାଇଥିଲା । ଉକ୍ତ ସମୀକ୍ଷାବୈଠକରେ ପ୍ରମୁଖ ଶାସନ ସଚିବସତ୍ୟବ୍ରତ ସାହୁ ଅଂଶଗ୍ରହଣ କରି ରାଜ୍ୟଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସଚିବଙ୍କୁଅବଗତ କରାଇବା ସଂଗେ ସଂଗେଓଡ଼ିଶା ଠିକ୍ ସମୟରେ ଅର୍ଥ ବିନିଯୋଗକରିସାରିଥିବାରୁ ୨୦୨୦-୨୧ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ପ୍ରଦାନପାଇଁ ଅନୁରୋଧ କରିଥିଲେ । ଏହିବୈଠକରେ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦାକଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଅନ୍ୟାନ୍ୟପଦାଧିକାରୀ ଉପସ୍ଥିତ ଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...