26 C
Bhubaneswar
Wednesday, October 21, 2020

ପଦକ୍ଷେପ ଗ୍ରହଣ କରିବାକୁ ଦାବି କଲେ ବିଜେପି ବିଧାୟକ ।

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର, ୨୯ ।୯: ଶିଳ୍ପାଞ୍ଚଳଭାବେ ପରିଚିତ ସମ୍ବଲପୁର ଏବଂଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପକାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇଧନଜୀବନ ପ୍ରତି ବିପଦ ହୋଇପଡିଛି । ବିନା କୈାଣସି ଅନୁମତିରେ ଜିଲ୍ଲାରବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦାହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି ।ଏହା ଦ୍ୱାରା ପାନୀୟ ଜଳ, ପରିବେଶଆଦି ପ୍ରଭାବିତ ହୋଇ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହବିପଦରେ ପଡିଛି ।

ଏପରିକି ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି । ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା,ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ଅଛନ୍ତି ।ଏହି ସଂକ୍ରାନ୍ତରେ ଆଜି ରାଜ୍ୟ ବିଜେପିରଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦେ୍ଦଶ୍ୟରେ ପତ୍ର ଲେଖିବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ନେତୃତ୍ୱରେଚଳିତ ମାସ ୯ ଏବଂ ୧୩ ତାରିଖ ଦିନଉଭୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାଉଁଶ ଗଦାହୋଇଥିବା ଅଂଚଳ ବୁଲି ସ୍ଥିତି ନିରୀକ୍ଷଣକରିବା ସହ ସ୍ଥାନୀୟବାସିନ୍ଦାଙ୍କ ସହଆଲୋଚନା କରିଥିଲେ । ଏକ ସବିସ୍ତୃତରିପୋର୍ଟ ପ୍ରସ୍ତୁତ କରି ଏହି ପ୍ରତିନିଧି ଦଳରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନକରିଛନ୍ତି ।

ଉଭୟ ଝାରସୁଗୁଡା ଓ ସମ୍ବଲପୁରଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୂଷଣପାୱାର ଓ ଷ୍ଟିଲ୍, ସମଲେଶ୍ୱରୀ ସ୍ପ, ବିରାଜଷ୍ଟିଲ୍ ଆଦି କଂପାନୀରୁ ନିର୍ଗତ ହେଉଥିବାଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନରଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀଆଇନ ଓ ନୀତିନିୟମକୁ ଉଲ୍ଲଂଘନ କରିଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲଜମିରେ କୃତ୍ରିମ ପାହାଡ ସଦୃଶ ଗଦାକରାଯାଇଛି । ଏହା ଦ୍ୱାରା ପରିବେଶପ୍ରଦୁଷଣ ହେବା ସହ ପାଉଁଶ ପାଣି ମାଡିଯାଇ ଚାଷଜମି, ପୋଖରୀ, ନଦୀ ଆଦିମଧ୍ୟ ପ୍ରଦୁଷିତ ହେଉଛି । ପ୍ରଦୁଷିତ ଓ ବିଷାକ୍ତପାନୀୟ ଜଳ କାରଣରୁ ନିରୀହ ଓଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ଅତ୍ୟନ୍ତବିପଦପୂର୍ଣ୍ଣ ହୋଇପଡିଛି । ଏପରିକି ନିର୍ଗତବିଷାକ୍ତ ପାଉଁଶ ପାଣି ହିରାକୁଦଜଳଭଣ୍ଡାରରେ ମିଶିବା କାରଣରୁମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛିବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପିପ୍ରତିନିଧର ଦଳ ଜଣାଇଛି ।

ସେହିପରିକଂପାନୀରୁ ଡମ୍ପିଙ୍ଗ୍ ୟାର୍ଡକୁ ଟ୍ୟାଙ୍କର ଦ୍ୱାରାପାଉଁଶ ନିଆଯିବାର ଆଇନ ଥିବା ସତ୍ୱେପରିବହନକାରୀ ଠିକା ସଂସ୍ଥାଗୁଡିକ ସମସ୍ତଆଇନକାନୁନକୁ ଖୋଲାଖୋଲି ଉଲ୍ଲଂଘନକରି ଖୋଲା ଟ୍ରକ ଏବଂ ହାଇୱା ଦ୍ୱାରାଅଧିକ ପରିମାଣର ପାଉଁଶ ନିଆଯାଉଥିବାକାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତହେଉଛି । ଗତ ୧୨ ତାରିଖ ଦିନ ବେଦାନ୍ତକାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟରଏବଂ କୋର୍ଟ ପଛ ପାଶ୍ୱର୍ସ୍ଥିତ ପଂଚପଡାଡଂପିଙ୍ଗ ୟାର୍ଡ ନିକଟସ୍ଥ କପୁମାଲ ନାଳରେମିଶି ପ୍ରଭାହିତ ପାଣିକୁ ଦୁଷିତ ହୋଇଥିଲାା ପିଏଚଡି ଦ୍ୱାରା ଏହି ଦୁଷିତ ଓ ବିଷାକ୍ତପାଣିକୁ ଝାରସୁଗୁଡା ସହର ଭିତରଅନେକାଂଚଳକୁ ପାନୀୟ ଜଳ ଯୋଗାଣକରାଯାଇଥିବା କାରଣରୁ ବହୁ ଲୋକଙ୍କସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି ବୋଲି ମୁଖ୍ୟଶାସନସଚିବଙ୍କୁ ଅଇଜ୍ଞଚ୍ଛ କରାଯାଇଛି ।

ଘରୋଇ କଂପାନୀ ଏବଂ ଶାସକ ଦଳରମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡାଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓଜୀବିକା ସଂକଟ ଭିତରେ ଗତି କରୁଛି ।ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତନିୟମ ଖିଲାପକାରିଙ୍କ ବିରୁଦ୍ଧରେ କୈାଣସିକାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରିତୀରପରିଚୟ ଅଟେ । ରାଜ୍ୟ ସରକାର ତୁରନ୍ତଏଭଳି ଗୁରୁତର ସଂକଟର ସମସ୍ୟା ପାଇଁହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣକରିବା ସହ ଦୋଷୀ ଏବଂ ନିୟମଖିଲାପକାରୀଙ୍କ ବିରୁଦ୍ଧରେ କଠୋରକାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ମୁଖ୍ୟଶାସନ ସଚିବଙ୍କ ପାଖରେ ଦାବୀକରାଯାଇଛି । ଏହି ଅବସରରେ ବିଧାୟକମୋହନ ମାଝୀ, ନାଉରୀ ନାଏକ, କୁସୁମଟେଟେ, ଡ.ମୁକେଶ ମହାଲିଙ୍ଗ, ଭବାନୀଭୋଇ, ସୁବାଷ ପାଣିଗ୍ରାହୀ, ଲଲିତେନ୍ଦୁବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦଗଣ୍ଡ,ପ୍ରକାଶ ସୋରେନ, ସୁକାନ୍ତ ନାୟକପ୍ରମୁଖଙ୍କ ସମେତ ସମସ୍ତ ବିଧାୟକଉପସ୍ଥିତ ଥିଲେ ।

ସେହିପରି ବର୍ତମାନକୋଭିଡ-୧୯ କଟକଣା ଥିବା ସତ୍ୱେଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ଦିନବେଦାନ୍ତ କଂପାନୀର ପାଉଁଶ ଗଦାସ୍ଥଳୀ ବୃଦ୍ଧିସକାଶେ ଆବଶ୍ୟକୀୟ ଜମିଗ୍ରହଣ ପାଇଁଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।ବର୍ତମାନ ସମୟରେ ଏହା ବାସ୍ତବ ପକ୍ଷେଅସମ୍ଭବ ଥିବା କାରଣରୁ ଧାର୍ଯ୍ୟ ଦିନଘୁଂଚାଇବାକୁ ବିଜପେି ଆଜି ପ୍ରଦୁଷଣନିୟନ୍ତ୍ରଣ ରାଜ୍ୟ ମୁଖ୍ୟଙ୍କୁ ଅନୁରୋଧ କରିଛିା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବିନାଏକ, ବିଧାୟିକା କୁସୁମ ଟେଟେ, ରାଜ୍ୟସଂପାଦକ ଟଙ୍କଧର ତ୍ରିପାଠୀ ଏହି ପ୍ରସଙ୍ଗରେଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...