31 C
Bhubaneswar
Friday, October 30, 2020

ବିଭିନ୍ନ ଦାବି ନେଇ ବିଜେପି କର୍ମୀଙ୍କ ସଦର ବ୍ଲକ ଘେରାଓ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବାଲେଶ୍ୱର,୨୯ା୯: ବିଭିନ୍ନ ଦାବିନେଇ ଭାରତୀୟ ଜନତା ପାର୍ଟି, ସଦରନିର୍ବାଚନମଣ୍ଡଳୀ ପକ୍ଷରୁ ଆଜି ସଦର ବ୍ଲକଘେରାଓ କରାଯାଇଥିଲା । ବିଜେପି ସଦରନିର୍ବାଚନମଣ୍ଡଳୀ ସଂଯୋଜକ ମାନସକୁମାର ଦତ୍ତଙ୍କ ନେତୃତ୍ୱରେ ସ୍ଥାନୀୟସଦର ବ୍ଲକ କାର୍ଯ୍ୟାଳୟ ଓ କାଳୀ ମନ୍ଦିରନିକଟସ୍ଥ ବିଦୁ୍ୟତ କାର୍ଯ୍ୟାଳୟରେ ଘେରାଓସହ ଦାବିପତ୍ର ପ୍ରଦାନ କରାଯାଇଛି । ସଦରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ରାସନ କାର୍ଡବଣ୍ଟନରେ ପାତର ଅନ୍ତର ନୀତି, ଭତ୍ତାହିତାଧିକାରୀ ଚୟନରେ ଅନିୟମିତତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାଆବଣ୍ଟନରେ ବ୍ୟାପକ ଦୁର୍ନୀତି ଓଚଞ୍ଚକତା, ଏସ.ପି.ଏଫ ରେ ମଞ୍ଜୁରଅନୁଦାନ ଅର୍ଥକୁ ନିର୍ବାଚିତ ପ୍ରତିନିଧିମାନଙ୍କଜରିଆରେ ଖର୍ଚ୍ଚ କରାଇବା, ମନରେଗା ଯୋଜନାରେ ଶ୍ରମିକମାନଙ୍କର ମଜୁରୀକୁତୁରନ୍ତ ପ୍ରଦାନ କରିବା ଓ ବ୍ଲକର ଅଧିକାରୀଏବଂ କର୍ମଚାରୀମାନେ ଶାସକ ଦଳରପ୍ରୀତି ଛାଡି ଗରିବ ଜନତାର ମୌଳିକସୁବିଧା ପୂରଣ ପାଇଁ ନିଜ କାର୍ଯ୍ୟକୁ ସଠିକଭାବେ ତୁଲାଇବା ଇତ୍ୟାଦି ଦାବିରେ ଏହିଘେରାଓ ତଥା ପ୍ରତିବାଦ କାର୍ଯ୍ୟକ୍ରମଆୟୋଜିତ ହୋଇଥିଲା ।

ସେହିଭଳିବାଲେଶ୍ୱର ସହରର ବହୁବିଧ ବିଦୁ୍ୟତସମସ୍ୟାକୁ ନେଇ ବାଲେଶ୍ୱର ବିଦୁ୍ୟତବିଭାଗର କାଳୀ ମନ୍ଦିରସ୍ଥିତ କାର୍ଯ୍ୟାଳୟସମ୍ମୁଖରେ ବିଜେପି ନଗର ଶାଖା ତରଫରୁକର୍ମୀମାନେ ଧାରଣାରେ ବସିଥିଲେ ।ବାରମ୍ବାର ଅଘୋଷିତ ବିଜୁଳି କାଟ,ଅହେତୁକ ବିଦୁ୍ୟତ ବିଲ୍ରେ ବୃଦ୍ଧି,ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିନାପାତର ଅନ୍ତରରେ ସଠିକ ହିତାଧିକାରୀଚୟନ ଓ ବିଦୁ୍ୟତ ସଂଯୋଗ, ସହରମଧ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବାବିଦୁ୍ୟତ ଖୁଣ୍ଟ ଗୁଡିକୁ ମରାମତି କିମ୍ବାସ୍ଥାନାନ୍ତର କରାଯାଉ, ସହର ମଧ୍ୟରେଥିବା ସମସ୍ତ ଫୁ୍ୟଜ କଲ ଅଫସକୁକାର୍ଯ୍ୟକ୍ଷମ କରାଇବା ଇତ୍ୟାଦି ଦାବିନେଇଏକ ସ୍ମାରକ ପତ୍ର ଏସଡିଓଙ୍କୁ ପ୍ରଦାନକରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେବରିଷ୍ଠ ନେତା ରବିନାରାୟଣ ମହାପାତ୍ର,ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ,ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ମିହିରପାଣି, ପ୍ରଦୀପ ପତି, ଗଙ୍ଗାଧର ରାଉତ,ସତ୍ୟଜିତ ମିଶ୍ର, ପ୍ରବୀର ଶଙ୍କର ଦାସ,ଲୋକନାଥ ଭୂୟାଁ, ମନ୍ମୟ ଦାସ,ଅନ୍ତର୍ଯ୍ୟାମୀ ବେହେରା, ସର୍ବେଶ୍ୱରମହାନ୍ତି, ଶ୍ରୀକାନ୍ତ ମହାପାତ୍ର, ଅନ୍ନପୂର୍ଣ୍ଣାମଣ୍ଡଳ, ସତ୍ୟଭାମା ରାଉତ, ସାନିଆମୁର୍ମୁ, ଜୟନ୍ତୀ ମୁର୍ମୁ, କାଳିଚରଣ ମାଝୀ,ରଶ୍ମିତା ମଣ୍ଡଳ, ଅମ୍ବିକା ବେହେରା,ଅନୀଲ ପାତ୍ର, କାର୍ତ୍ତିକ ରାଉତ, ତପନଗିରି, ବିଜୟ ଦାସ, ଜୀବନ ପାତ୍ର, ମଣ୍ଟୁପେରିୱାଲ, ଲକ୍ଷ୍ମୀକାନ୍ତ ବେହେରା,ଧୀରଜ ମହାନ୍ତି, ମାଧବାନନ୍ଦ ସାହୁ,ବିବେକାନନ୍ଦ ରାଉତ, ସୁସ୍ମିତା ପଣ୍ଡା,ସସ୍ମିତା ଚାନ୍ଦ, ଶ୍ରୀୟା ଦାସ, ଅରୁପଜେନା, ପବନ କମିଳା, ସରୋଜହାଜରା, ସେଖ ହଲିମ, ଉତ୍ତମ ପ୍ରଧାନ,ତରୁଣ ବର୍ଦ୍ଧନ, ବସନ୍ତ ନାୟକ,ଅଶୋକଦାସ, ରାକେଶ ପାଢୀ, ପ୍ରତାପ ପ୍ରଧାନ,ସ୍ୱାଧୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...