25 C
Bhubaneswar
Thursday, October 22, 2020

ମଙ୍ଗଳ ଗ୍ରହରେ ଜଳର ସନ୍ଧାନ ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ନୂଆଦିଲ୍ଲୀ,୨୯ା୯: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ (ନାସା) ରବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜଳର ଉତ୍ସ ଖୋଜି ବାହାରକରିଛନ୍ତି । ବୈଜ୍ଞାନିକଙ୍କୁ ମଙ୍ଗଳ ଭୂପୃଷ୍ଠ ତଳେ ତିନୋଟି ହ୍ରଦର ସନ୍ଧାନ ମିଳିଛି । ଦୁଇ ବର୍ଷ ପୂର୍ବେ ମଧ୍ୟ ମଙ୍ଗଳ ଗ୍ରହର ଦକ୍ଷିଣ ଦିଗରେ ଏକ ବୃହତ ଲୁଣିଜଳ ବିଶିଷ୍ଟ ହ୍ରଦ ସଂପର୍କରେ ସନ୍ଧାନ ମିଳିଥିଲା । ଏହି ହ୍ରଦ ବରଫ ତଳେଦବି ରହିଛି । ଅର୍ଥାତ ଯଦି ସେହି ଜଳର ଉପଯୋଗ କରିହୁଏ ତେବେ ଭବିଷ୍ୟତରେ ମଙ୍ଗଳ ଗ୍ରହରେ ଯାଇ ବସବାସ କରିହେବ ।

ୟୁରୋପୀୟ ସ୍ପେସ୍ ଏଜେନ୍ସୀର ଅନ୍ତରୀକ୍ଷ ଯାନ ମାର୍ସ ଏକ୍ସପ୍ରେସ୨୦୧୮ରେ ବରଫ ତଳେ ଥିବା ଲୁଣି ଜଳ ବିଶିଷ୍ଟ ହ୍ରଦକୁ ଖୋଜିଥିଲା । ଏହି ହ୍ରଦକୁ ସ୍ପଷ୍ଟ କରିବା ପାଇଁ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ମାର୍ସ ଏକ୍ସପ୍ରେସ ସାଟେଲାଇଟ୍ ୨୯ ଥର ସେହି ସ୍ଥାନକୁ ଯାଇଥିଲା । ସେଠାରେ ଫଟୋ ମଧ୍ୟ ଉତ୍ତୋଳନ କରିଥିଲା । ସେହି ସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ଏଥରକ ଆଉ ତିନୋଟି ହ୍ରଦ ଦେଖାଦେଇଛି । ଏହି ତିନୋଟି ହ୍ରଦ ପାଇଁସ୍ପେସକ୍ରାଫ୍ଟ ୨୦୧୨ରୁ ୨୦୧୯ ମଧ୍ୟରେ ୧୩୪ ଥର ତଦାରଖକରିବାକୁ ପଡିଥିଲା ।

ମଙ୍ଗଳ ଗ୍ରହର ପୃଷ୍ଠରେ ଜଳ ତରଳ ଅବସ୍ଥାରେ ଦେଖିବାକୁ ମିଳିଛି । ବିଜ୍ଞାନ ମ୍ୟାଗାଜିନ୍ ନେଚର ଆଷ୍ଟ୍ରୋନୋମିରେ ଏହି ରିପୋର୍ଟ ପ୍ରକାଶପାଇଛି । ୨୦୧୮ରେ ଆବିଷ୍କୃତ ହୋଇଥିବା ଏହି ହ୍ରଦ ମଙ୍ଗଳ ଗ୍ରହର ଦକ୍ଷିଣ ଦିଗରେଅବସ୍ଥିତ । ଏହା ବରଫରେ ଆଚ୍ଛାଦିତ ହୋଇ ରହିଛି । ଏହା ପ୍ରାୟ ୨୦ କିଲୋମିଟରଚଉଡା ବିଶିଷ୍ଟ । ଏହା ମଙ୍ଗଳ ଗ୍ରହରେ ମିଳିଥିବା ସର୍ବ ବୃହତ ଜଳାଶୟ ଅଟେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...