28 C
Bhubaneswar
Monday, October 26, 2020

ବୈଠକ ଘୁଞ୍ଚାଇବାକୁ ବିଧାୟିକାଙ୍କ ଦାବି ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୨୮ ।୯ ଚଳିତମାସ ୩୦ ତାରିଖରେ ବେଦାନ୍ତ କାରଖାନା ସମ୍ପ୍ରସାରଣ ସଂକ୍ରାନ୍ତୀୟ ସାଧାରଣ ବୈଠକପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହିତାରିଖ ଘୁଞ୍ଚାଇବା ପାଇଁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ମୁଖ୍ୟ ଶାସନ ସଚିବ ତଥାଓଡିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡରଅଧ୍ୟକ୍ଷ, ବୋର୍ଡର ସଦସ୍ୟ ସମ୍ପାଦକ, ଗୃହଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖସଚିବଙ୍କୁ ଏହି ମର୍ମରେ ଶ୍ରୀମତୀ ଟେଟେ ପତ୍ରଲେଖିଛନ୍ତି । ଦେଇଥିବା ପତ୍ରରେ ବିଧାୟିକା ଶ୍ରୀମତୀ ଟେଟେ ଉଲ୍ଲେଖ କରିଛନ୍ତି ଯେବେଦାନ୍ତ କାରଖାନାର କ୍ଷମତା ବାର୍ଷିକ୧୬ଲକ୍ଷ ମେଟ୍ରିକ ଟନ୍ରୁ ୧୮ଲକ୍ଷ ମେଟ୍ରିକଟନୁ ସମ୍ପ୍ରସାରଣ ପାଇଁ ୩୦ତାରିଖ ଦିନସାଧାରଣ ବୈଠକ ଡାକିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଗଷ୍ଟ ୨୭ତାରିଖରେ ବିଜ୍ଞାପନ ଦିଆଯାଇଥିଲା ।

ତେବେ ହୁ ହୁ ହୋଇ ବଢୁଥିବା କରୋନାମହାମାରୀ ନିୟନ୍ତ୍ରଣ ପାଇଁ ଚାମ୍ବର ଅଫ୍ କମର୍ସଓ ଝାରସୁଗୁଡା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଳିତମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତଝାରସୁଗୁଡା ଓ ଏହାର ଆଖପାଖ ଅଞ୍ଚଳ ପାଇଁସଟ୍ଡାଉନ୍ ଘୋଷଣା କରିଛନ୍ତି । ହେଲେ ସଂଯୋଗ ବଶତଃ ୩୦ତାରିଖରେ ହିଁ ବୈଠକପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିନ ଧାର୍ଯ୍ୟକରିଥିଲେ । ତେଣୁ ସଟ୍ଡାଉନ୍ ସମୟରେ ବୈଠକରେ ଯୋଗଦେଇ କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ସମ୍ଭବପର ହେବ ନାହିଁବୋଲି ବିଧାୟିକା ଦର୍ଶାଇଛନ୍ତି । ଅନ୍ୟପକ୍ଷରେ କାରଖାନା ସମ୍ପ୍ରସାରଣ ହେଲେଏହାର ପରିବେଶ ଉପରେ କି ପ୍ରକାର ପ୍ରଭାବପଡିବ ସେ ସଂକ୍ରାନ୍ତରେ ସଂଗୃହୀତ ପରିବେଶ ପ୍ରଭାବ ଆକଳନ (ଇଆଇଏ)ଡାଟାକୁ ନିଟ୍ ଓ ଆଇଆଇଟି ଭଳିଭର ସାଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ସଂଶୋଧନ କରିବେ ।

ବେଦାନ୍ତ କମ୍ପାନୀପକ୍ଷରୁ ଅତ୍ୟନ୍ତ ଖାମଖିଆଲ ଭାବେ ପାଉଁଶ ପରିଚାଳନା ହୋଇଥିବାରୁ ଏହାର କୁପ୍ରଭାବଉଭୟ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରପରିବେଶ, ସ୍ଥାନୀୟ ଚାଷ ଜମି ଏବଂ ନଦୀଗୁଡିକ ଉପରେ ପଡୁଛି । ବିଜେପିର ତଥ୍ୟଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ ସମୟରେ ଦେଖିବାକୁ ପାଇଛନ୍ତି ଯେ ପାଉଁଶଯୋଗୁଁ ଲୋକେ କିଭଳି ସମସ୍ୟାର ସମ୍ମୁଖୀନହେଉଛନ୍ତି । ଏଠାରେ ଉଲ୍ଲେଖକରାଯାଇପାରେ କି ୨୦୧୭ ଅଗଷ୍ଟ ୨୮ତାରିଖରେ ୮୩ଏକର ପରିମିତ ପାଉଁଶ ପୋଖରୀର ଗୋଟିଏ କାନ୍ଥ ଭୁଷୁଡି ପଡିଥିଲା । ଏଥିଯୋଗୁଁ ପ୍ରାୟ ୫ନିୟୁତ ଟନ୍ ବିଷାକ୍ତପାଉଁଶ ପାଣି ୧୦୦ ଏକର ପରିମିତ ଚାଷଜମିରେ ମାଡିଯିବା ସହିତ ନଦୀରେମିଶିଥିଲା । କମ୍ପାନୀର ପାଉଁଶ ପୋଖରୀ ପରିଚାଳନାରେ ଅପାରଗତା ଯୋଗୁଁ ଏଭଳିଘଟିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖିବୈଠକ ତାରିଖ ଘୁଞ୍ଚାଇବା ପାଇଁ ଶ୍ରୀମତୀଟେଟେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...