25 C
Bhubaneswar
Monday, October 26, 2020

ଶିଶୁଙ୍କ ପାଇଁ ବିପଦ ଡାଇପର ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୨୮ ।୯:ଛୋଟ ପିଲାମାନଙ୍କୁ ପିନ୍ଧା ଯାଉଥିବାଡାଇପରରେ ରହିଛି ମାରାତ୍ମକ ରସାୟନିକସାମଗ୍ରୀ । ତେଣୁ ମା’ ମାନେ ଏଥିପ୍ରତିସତର୍କ ରହିବାପାଇଁ କହିଛି ଜାତୀୟ ସ୍ତରର ଗବେଷଣା ଓ ମାର୍ଗଦର୍ଶନକାରୀ ସଂସ୍ଥାଟକ୍ସିକ୍ ଲିଙ୍କ୍ । ପିଲାଙ୍କ ଡାଇପରରେ ଥିବାବିଭିନ୍ନ ସାମଗ୍ରୀ ଉପରେ ଗବେଷଣା କରିଟକ୍ସିକ୍ ଲିଙ୍କ୍ ପକ୍ଷରୁ କୁହାଯାଇଛି ଯେଏଥିରେ ପିଥେଲେଟ୍ ନାମକ ଏକମାରାତ୍ମକ ରସାୟନିକ ସାମଗ୍ରୀ ରହିଛି ।ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରକ ।

ଶିଶୁଙ୍କ ପାଇଁ ମିଳୁଥିବାଡାଇପରରେ ୨.୩୬ ପିପିଏମ୍ ରୁଆରମ୍ଭକରି ପ୍ରାୟ ୩୦୨.୨୫ ପିପିଏମ୍ମାତ୍ରାର ପିଥେଲେଟନ୍ସ ରସାୟନିକ ସାମଗ୍ରୀଥିବାରୁ ଏହା ସେମାନଙ୍କ ପାଇଁ କ୍ଷତିକାରଣବୋଲି ଅନୁସନ୍ଧାନରୁ ଜଣାପଡିଛି । ଟକ୍ସିକଲିଙ୍କ୍ର ଅନୁସନ୍ଧାନକାରୀ ଅଳକା ଦୁବେଙ୍କମତ ଅନୁଯାୟୀ ଭାରତୀୟ ବଜାରରେଉପଲବ୍ଧ ହେଉଥିବା ଅନେକ ବଡ ବଡବ୍ରାଣ୍ଡ୍ର ବେବି ଡାଇପର ପ୍ରସ୍ତୁତିରେ ଏହିରସାୟନିକ ସାମଗ୍ରୀ ବ୍ୟବହାର ହେଉଛି ।ଏହା ଶିଶୁମାନଙ୍କୁ ରୋଗଗ୍ରସ୍ତ କରିବାରେସହାୟକ ହେଉଛି । ବିଶ୍ୱର ବିଭିନ୍ନ ଦେଶଏହି କ୍ଷତିକାରକ ରସାୟନିକ ସାମଗ୍ରୀକୁ ବାଜ୍ୟାପ୍ତ କରିଥିବାବେଳେ ଭାରତରେକିନ୍ତୁ ଏହା ପ୍ରଚଳିତ ହେଉଛି । ବର୍ତ୍ତମାନସୁଦ୍ଧା କେହି ଏହା ଉପରେ ସେଭଳି ଦୃଷ୍ଟିଦେଉ ନାହାନ୍ତି ।

ଏହି ଅନୁସନ୍ଧାନ ପାଇଁବଜାରେ ଉପଲବ୍ଧ ହେଉଥିବା ପ୍ରମୁଖ ଶିଶୁଡାଇପର ମଧ୍ୟରୁ ୨୦ଟିର ନମୂନା ନେଇ ତାହାକୁ ଗବେଷଣା ଗାରରେ ପରୀକ୍ଷାକରାଯାଇଥିଲା । ଏହି ସମସ୍ତ ୨୦ଟିନମୂନାରେ ଉପରୋକ୍ତ ବିଷାକ୍ତ ରସାୟନିକ ବସ୍ତୁର ବ୍ୟବହାର ହେଉଥିବାର ପ୍ରମାଣ ମଧ୍ୟ ମିଳିଛି ।ଟକ୍ସିକ ଲିଙ୍କ୍ର ଉପ ନିଦେ୍ର୍ଦଶକ ସତୀଶସିହ୍ନା କହିଛନ୍ତି ଯେ ବ୍ୟବହାର ପରେବାହାରେ ଫିଙ୍ଗା ଯାଉଥିବା ଶିଶୁ ଡାଇପରଆମ ପରିବେଶ ଉପରେ ପ୍ରତିକୂଳପ୍ରଭାବ ପକାଇବା ସହିତ ସଂକ୍ରମିତକରୁଛି । ଟକ୍ସିକ ଲିଙ୍କ୍ର ଓଡିଆ ଗବେଷକ ପିୟୁଷ ମହାପାତ୍ର କହିଛନ୍ତି ଯେଭାରତରେ ଏଭଳି ରସାୟନିକ ସାମଗ୍ରୀକୁନିଷିଦ୍ଧ ପାଇଁ କୌଣସି ଆଇନ୍ଆସିନାହିଁ । ଏବେ ସମୟ ଆସିଛି ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁପରିବେଶବିତ୍ ଓ ସରକାର ଉଭୟଆଗକୁ ଆସନ୍ତୁ । ଶିଶୁମାନଙ୍କୁ ପିଥାଲେଟ୍ ଭଳି ରସାୟନିକ ପ୍ରଭାବରୁଦୂରେଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱବୋଲି ଶ୍ରୀ ମହାପାତ୍ର କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...