25 C
Bhubaneswar
Thursday, October 22, 2020

ଚୀନ୍ କ୍ଷେପଣାସ୍ତ୍ରକୁ ମୁକାବିଲା କରିବ ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ନୂଆଆଦିଲ୍ଲୀ: ଜିନଜିଆଙ୍ଗ୍ ଏବଂ ତିବ୍ୱତଅଞ୍ଚଳରେ ମୁତୟନ ହୋଇଥିବା ଚୀନର”ପିପୁଲସ୍ ଲିବରେସନ୍ ଆର୍ମି’ରକ୍ଷେପଣାସ୍ତ୍ରକୁ ମୁକାବିଲା କରିବ ଭାରତର ୫୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍କ୍ରୁଜ୍ ମିସାଇଲ୍, ୮୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ନିର୍ଭୟ କ୍ରୁଜ୍ ମିସାଇଲ୍ ଓ ୪୦କିଲୋମିଟର୍ ଦୂର ଆକାଶରେ ଲକ୍ଷ୍ୟଭେଦ କରୁଥିବା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଆକାଶ ମିସାଇଲ୍ । ଲଦାଖ ସଂଘର୍ଷ ପରେ “ପିପୁଲ ସ୍ଲିବରେସନ୍ ଆର୍ମି’ର ୱେଷ୍ଟର୍ଣ୍ଣ ଥିଏଟର୍କମାଣ୍ଡ୍ ତିବ୍ୱତ ଏବଂ ଜିନଜିଆଙ୍ଗ୍ ଅଞ୍ଚଳରେ ୨୦୦୦ କିଲୋମିଟ ର୍ଲକ୍ଷ୍ୟଭେଦୀ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ଦୂର ଲକ୍ଷ୍ୟଭେଦୀ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଯଦି ପରିସ୍ଥିତି ଅତ୍ୟନ୍ତ ଜଟିଳ ହୁଏ, ତେବେ ଭାରତ ମୁତୟନ କରିଥିବା ସୁପର୍ସୋନିକ୍ ବ୍ରହ୍ମୋସ,ସବସୋନିକ୍ ନିର୍ଭୟ ଏବଂ ଆକାଶ ଦ୍ୱାରାସେ ସବୁକୁ ମୁକାବିଲା କରିବ । ଚୀନର ଅସ୍ତ୍ରଶସ୍ତ୍ର ମୁତୟନ କେବଳ ଅଧିକୃତଅକ୍ସାଇ ଚୀନ୍ ମଧ୍ୟରେ ସୀମିତ ନୁହେଁ । ୩,୪୮୮ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାର କାଶଗର୍, ହୋତାନ, ଲାସା ଏବଂନିଇଙ୍ଗ୍ଚି ଅଞ୍ଚଳରେ ମଧ୍ୟ ଚୀନ୍ ଅସ୍ତ୍ରଶସ୍ତ୍ର ମୁତୟନ କରିଛି ।ତିବ୍ୱତ ଏବଂ ଜିନଜିଆଙ୍ଗ ବିମାନ ଘାଟିଏବଂ ଭାରତ ମହାସାଗର ମଧ୍ୟସ୍ଥ ଯୁଦ୍ଧପୋତର ମୁକାବିଲା କରିବ ୩୦୦କିଲୋଗ୍ରାମ ଓଜନର ୱାର୍ହେଡ୍ ବା ବିସ୍ଫୋରକଥିବା ଆକାଶରୁ ଆକାଶକୁ ଓ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା “ବ୍ରହ୍ମୋସ୍’କ୍ଷେପଣାସ୍ତ୍ର । ତେଣୁ ଲଦାଖ ସେକ୍ଟର୍ରେ ଯଥେଷ୍ଟ ସଂଖ୍ୟକ ବ୍ରହ୍ମୋସ କ୍ଷେପଣାସ୍ତ୍ର ମୁତୟନ କରାଯାଇଛି ।

ଆବଶ୍ୟକ ପଡ଼ିଲେସୁ-୩୦ ଏମକେଆଇ ଲଢୁଆ ବିମାନରେ ଆହୁରି “ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ଯୋଗାଇହେବ । କିନ୍ତୁ, ସେଠାରେ ସୀମତ ସଂଖ୍ୟକ ନିର୍ଭୟ କ୍ଷେପଣାସ୍ତ୍ର ମୁତୟନହୋଇଛି । ଏହା ଭୂପୃଷ୍ଠ ଓସମୁଦ୍ରପୃଷ୍ଠ ଦେଇ ୧୦୦୦କିଲୋମିଟର୍ ପର୍ଯ୍ୟନ୍ତ ଗତି କରିପାରିବ । ଲକ୍ଷଭେଦ କରିବାକୁଏହା ଭୂପୃଷ୍ଠରୁ ୧୦୦ ରୁ ୪ କିଲୋମିଟର୍ ଉପରକୁ ଉଠି ସମାନ୍ତରଳ ଭାବେ ଗତି କରିପାରିବ । ଭାରତୀୟ ସେନାର ତୃତୀୟ କ୍ଷେପଣାସ୍ତ୍ରଟି ହେଉଛି ଆକାଶ । ପିପୁଲ୍ ସଲିବରେସନ୍ ଆର୍ମିର ବିମାନ ଆକ୍ରମଣ ପ୍ରତିହତ କରିବା ଲାଗି ଲଦାଖ ସେକ୍ଟର୍ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଏହାକୁ ଯଥେଷ୍ଟ ସଂଖ୍ୟାରେ ମୁତୟନ କରାଯାଇଛି । ଆକାଶ କ୍ଷେପଣାସ୍ତ୍ରର ବହୁମୁଖୀ ଥ୍ରିଡି ରାଡାର୍ଏକସଙ୍ଗେ ୬୪ଟି ଲକ୍ଷ୍ୟସ୍ଥଳ ଉପରେ ଦୃଷ୍ଟିଦେଇ ପାରିବ ଏବଂ ଥରକେ ୧୨ଟିଲକ୍ଷ୍ୟସ୍ଥଳ ସହ ମୁକାବିଲା କରିପାରିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...