22 C
Bhubaneswar
Saturday, October 31, 2020

ସନାତନ ନାୟକଙ୍କ ବିୟୋଗରେ ଶୋକ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ବାଲେଶ୍ୱର,୨୭ା୯(ନି.ପ୍ର): ‘ମିଳିତଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)ର ଆଜୀବନ ସଦସ୍ୟ ସନାତନନାୟକଙ୍କର ବିୟୋଗରେ ଶୋକସଭା ଓଆସନ୍ତା ଗାନ୍ଧୀ ଜୟନ୍ତୀ ପାଳନ ସମ୍ପର୍କିତପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତହୋଇଯାଇଛି । ମୋନାର ସଭାପତିଆଇନଜୀବୀ ପ୍ରଭାକର ସାହୁଙ୍କସଭାପତିତ୍ୱରେ ନେଳିଆବାଗସ୍ଥିତକାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେସାଧାରଣ ସଂପାଦିକା ମମତା ମହାପାତ୍ରସ୍ୱର୍ଗତ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନକରିଥିଲେ ।

ଏଥିରେ ଉପସ୍ଥିତସଦସ୍ୟମାନେ ସ୍ୱର୍ଗତ ନାୟକଙ୍କଫଟୋରେ ପୁଷ୍ପ ଅର୍ପଣ ସହ ଦୁଇ ମିନିଟନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ନାୟକଜଣେ ଦକ୍ଷ ଶିକ୍ଷାବିତ୍ ଓ ସଚ୍ଚୋଟଅଧିକାରୀ ଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କକାର୍ଯ୍ୟାଳୟରେ କାର୍ଯ୍ୟକରି ସମସ୍ତଭ୍କରପ୍ରିୟପାତ୍ର ହୋଇ ପାରିଥିଲେ ବୋଲିଉପସ୍ଥିତ ବକ୍ତାମାନେ ମତ ପ୍ରକାଶକରିଥିଲେ । ବିଜ୍ଞାନ ଶିକ୍ଷକରୁ କାର୍ଯ୍ୟଆରମ୍ଭ କରି ପରେ ସ୍କୁଲର ଆଦର୍ଶ ପ୍ରଧାନଶିକ୍ଷକ ଭାବେ କର୍ତ୍ତବ୍ୟ ପାଳନ କରିଥିଲୋ ନୀଳଗିରିର ଛତ୍ରପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଅଶେଷ ଉନ୍ନତିକରିଯାଇଛନ୍ତି ।

ସେ ଜଣେ ଜଣେ ସରଳ,ଅମାୟିକ ଓ ପରାପକାରୀ ବ୍ୟକ୍ତି ଭାବେ‘ମୋନା’ର ଆଜୀବନ ସଦସ୍ୟ ଭାବେସେ ସକ୍ରିୟ ସହଯୋଗ କରୁଥିଲେ । ତାଙ୍କୁହରାଇ ‘ମୋନା’ ପରିବାର ଅନ୍ୟନ୍ତଦୁଃଖିତ ଓ ମର୍ମାହତ ବୋଲି ବକ୍ତାମାନେକହିଥିଲେ । ସନାତନ ନାୟକଙ୍କ ଦ୍ୱାରାଲିଖିତ ଓ ପ୍ରକାଶିତ ପୁସ୍ତକର ଲୋକାର୍ପଣପାଇଁ ଉପଦେଷ୍ଟା ସୁବ୍ରତ କର ଏହିବୈଠକରେ ପ୍ରସ୍ତାବ ଆଗତ କରିଥିଲେ ।ଏହା ବ୍ୟତୀତ ପ୍ରତିବର୍ଷ ପରି ଚଳିତବର୍ଷ‘ମୋନା’ ତରଫରୁ ଆସନ୍ତା ଅକ୍ଟୋବର୧ ତାରିଖ ଦିନ ଆନ୍ତର୍ଜାତିକ ବରିଷ୍ଠନାଗରିକ ଦିବସ ଓ ଅକ୍ଟୋବର୨ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ୧୫୦ତମ ଜୟନ୍ତୀ ପାଳନ ସମ୍ପର୍କରେଏହି ବୈଠକରେ ଆଲୋଚନା କରାଯାଇପାଳନ କରାଯାଇଥିଲା ।

ଅନ୍ୟମାନଙ୍କମଧ୍ୟରେ ଡ଼. କ୍ଷିତୀଶ୍ୱର ଦାଶ(କୋଷାଧ୍ୟକ୍ଷ), ଡ଼. କେଶବ ଚରଣ ପଣ୍ଡା(ଉପସଭାପତି), ପ୍ରସନ୍ନ କୁମାର ପାଢ଼ୀ,କମଳାକାନ୍ତ ଦାଶ, ଶୁଭଙ୍କର ମହାପାତ୍ର,ଗୀତାଞ୍ଜଳି ସିଂହ, ଯୋଗେଶଚନ୍ଦ୍ର ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ବେହେରା ଓ ବସନ୍ତ ପ୍ରଧାନପ୍ରମୁଖ ବକ୍ତବ୍ୟ ରଖିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...