22 C
Bhubaneswar
Saturday, October 31, 2020

ଖାଇବା ତେଲ ଦର ଆକାଶଛୁଆଁ ହୋଇଛି ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଭୁବନେଶ୍ୱର,୨୭ ।୯ କରୋନା ସମୟରେ ବଜାରରେ ଆଳୁ,ପିଆଜ ଓ ପନିପରିବା ପରେ ଏବେ ଆକାଶଛୁଅ।ଁ ଦରବୃଦ୍ଧି ତାଲିକାରେ ଖାଇବା ତେଲ ସ୍ଥାନ ପାଇଛି । ସପ୍ତାହକମଧ୍ୟରେ ସମସ୍ତ ପ୍ରକାର ଖାଇବା ତେଲରଦର ଲିଟର ପ୍ରତି ପ୍ରାୟ ୧୦ଟଙ୍କା ବଢିଛି । ତେଲର ଏଭଳି ଦରବୃଦ୍ଧି ଏବେଖାଉଟିଙ୍କ ନିଦ ହଜାଇଲାଣି । ବଜାରରେଏବେ ସୂର୍ଯ୍ୟମୁଖୀ ତେଳର ଲିଟର ପ୍ରତିଦର ୧୨୦ ଟଙ୍କାରେ ପହଞ୍ଚିଛି ।ସପ୍ତାହକ ତଳେ ଏହା ୧୧୦ ଟଙ୍କାରେବିକ୍ରି ହେଉଥିଲା ।

କେବଳ ସୂର୍ଯ୍ୟମୁଖୀତେଲ ନୁହେଁ, ପାମୋଲିନ୍, ସୋରିଷତେଲ ଆଦିର ଦର ବି ହୁ ହୁ ହୋଇ ବଢିବାରେଲାଗିଛି । ସମସ୍ତ ପ୍ରକାର ଖାଇବା ତେଲ ଆଗାମୀ ଦିନରେ ଅ ।ହୁରି ବୃଦ୍ଧି ପାଇବବୋଲି ଖୁଚୁରା ବ୍ୟବସାୟୀମାନେ ମତଦେଉଛନ୍ତି । ପ୍ରାୟ ସପ୍ତାହେ ହେଲାଖାଇବା ତେଲର ଏଭଳି ଦରବୃଦ୍ଧିରକାରଣ ନେଇ ଖୁଚୁରା ବ୍ୟବସାୟୀମାନେବି କୁଳ କିନ୍ନାରା ପାଉ ନାହାନ୍ତି ।ସେମାନଙ୍କ କହିବାକଥା ଯେ ବଜାରରେପର୍ଯ୍ୟାପ୍ତ ପରିମାଣର ତେଲ ମହଜୁଦ ଥିଲେବି ପାଇକାରୀ ବଜାରରେ ଦର ବଢିବାରେଲାଗିଛି । ସପ୍ତାହକ ତଳେ ଯେଉଁ ତେଲଲିଟର ୧୦୭ ଟଙ୍କା ଦରରେ ସେମାନେଖରିଦ କରୁଥିଲେ ତାହା ଏବେ ୧୧୮ଟଙ୍କାରେ ପହଞ୍ଚିଲାଣି । ଆଗାମୀ ଦିନରେ ଆହୁରି ବଢିବ ବୋଲି ପାଇକାରୀବ୍ୟବସାୟୀମାନେ ସୂଚନା ଦେଉଛନ୍ତି ।

କେବଳ ଖାଇବା ତେଲ ନୁହେଁ ସପ୍ତାହକମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଆଳୁଓପିଅ ।ଜର ଦର ବି ଲଗାମଛଡା ଭାବେବଢିବାରେ ଲାଗିଛି । ଆଳୁ କିଲୋ ସ୍ଥଳବିଶେଷରେ ୪୦ଟଙ୍କା ଛୁଇଁଥିବାବେଳେ ପିଆଜର ଦର ୬୦ଟଙ୍କା ଟପିଲାଣି ।ଦୁଇ ସାମଗ୍ରୀ ଅତ୍ୟାବଶ୍ୟକୀୟ ତାଲିକାରୁବାଦ୍ ପଡିଥିବାରୁ ଏହାକୁ ଦର ନିୟନ୍ତ୍ରଣପାଇଁ ଆଉ କାହାର ଆଗ୍ରହ ଥିବା ଲକ୍ଷ୍ୟକରାଯାଉନାହିଁ । ସେହିଭଳି କଞ୍ଚାପରିବାର ଦର ବି ଆକାଶଛୁଅ।ଁ ହୋଇଛି । ପୋଟଳ ୮୦ରୁ ୧୦୦ ଟଙ୍କା,ବାଇଗଣ ୫୦ରୁ ୬୦ଟଙ୍କା, କଖାରୁ୪୦ଟଙ୍କା, ଅମୃତଭଣ୍ଡା ୩୫ଟଙ୍କା, ବଡକାଙ୍କଡ, ଜହ୍ନି କିଲୋ ୫୦ଟଙ୍କାଥିବାବେଳେ ଟମାଟୋ କିଲୋ୬୦ଟଙ୍କାରେ ବିକ୍ରି ହେଉଛି । ଅଧିକାଂଶପରିବା ରାଜ୍ୟ ବାହାରୁ ଆସୁଛି ।

ପରିବାଦରବୃଦ୍ଧି ପାଇଁ ବନ୍ୟାକୁ ଦାୟୀ କରାଯାଉଥିବା ବେଳେ ଆଳୁ, ପିଆଜ,ଡାଲି, ଖାଇବା ତେଲ ଆଦିର ଦରବୃଦ୍ଧିନେଇ ସ୍ପଷ୍ଟ ଉତ୍ତର କାହାରି ପାଖରେ ନାହିଁ । କରୋନା ମାଡରେ ଲୋକଙ୍କ ଆର୍ଥିକସ୍ଥିତି ବିଗିଡି ଯାଇଥିବା ବେଳେ ଏଭଳି ଦରବୃଦ୍ଧି ଏବେ ବେଡି ଉପରେ କୋରଡାଭଳି ହୋଇଛି । ତେଣୁ ସରକାର ତୁରନ୍ତଏଭଳି ଦରବୃଦ୍ଧି ଉପରେ ଲଗାମ ପାଇଁପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...