25 C
Bhubaneswar
Thursday, October 22, 2020

ମାଲକାନଗିରିରେ ପରିବା ଦର ଆକାଶଛୁଆଁ ହୋଇଛି ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ମାଲକାନଗିରି ,୨୭/୯; ମାଲକାନଗିରି ଜିଲ୍ଲା ତଥା ସଦର ମହକୁମାଠାରେ ପରିବା ଦର ହୁହୁ ହୋଇ ବଢ଼ିଚାଲିଥିବା ବେଳେ ପରିବା ବଜାରକୁଯିବାକୁ ଲୋକ ଡରୁଛନ୍ତି ଯାହା ଫଳରେନିମ୍ନ ଓ ମାଧ୍ୟମ ଶ୍ରେଣୀର ଲୋକମାନେ ଖାଇବାକୁ ପାଇପାରୁନାହାନ୍ତି । ଗୋଟିଏପଟେ କରୋନା ଭୁତାଣୁ ପରି ମହାମାରିରେଲୋକଙ୍କୁ କାମଧନ୍ଦା ନଥିବାରୁ ଆର୍ଥିକସ୍ଥିତି ନଥିବାବେଳେ ଅନ୍ୟପଟେ ପରିବାଦରଦାମ ବୃଦ୍ଧି ଜନସାଧାରଣଙ୍କୁ ଚିନ୍ତାରେପକାଇଦେଇଛି । ସେହିପରି ଅତ୍ୟାବଶ୍ୟକଆଳୁ ପିଆଜ ମଧ୍ୟ ଉଚ୍ଚା ଦରରେଦୋକାନୀ ମାନେ ବିକ୍ରି କରୁଥିବାଦେଖିବାକୁ ମିଳୁଛି ।

ମାଲକାନଗିରି ଠାରେ ଚାଷୀମାନେ ପରିବା ଚାଷ କରି ବାହାରରାଜ୍ୟ ତଥା ଛତିଶଗଡ଼କୁ ପଠାଉଥିବାବେଳେ ମାଲକ୍ନଗିରି ଥରେ ଏହାର ଚାହିଦାବେସି ରହିଛି । ବଜାରରେବିନ୮୦,ଟମାଟୋ୬୦,ଫୁଲକୋବି୧୦୦, ପତ୍ରକୋବି୫୦, କାଙ୍କଡ଼ ୮୦,ଆଳୁର ଦାମବୋର୍ଡ଼ରେ ୩୮ଟଙ୍କା ଲେଖାଯାଇଥିବାବେଳେ ୪୦ ରୁ ୪୫ ଟଙ୍କାରେ ବିକ୍ରିକରୁଛନ୍ତି ପିଆଜ ୪୫ଟଙ୍କା ଲେଖାଥିବାବେଳେ ୫୦ ରୁ ୬୦ ଟଙ୍କାରେ ବିକ୍ରିକରୁଛନ୍ତି । ମାଛ,ମାଂସ ବଜାରରେ ମଧ୍ୟଚଢା ଦରରେ ବିକ୍ରି କରୁଥିବାଦେଖାଯାଉଛି ।

ମୁନିସିପାଲଟି ମାଛ କିଲୋପ୍ରତି ୧୫୦ ଓ ୨୦୦ ଟଙ୍କା ଧାର୍ଯ୍ୟକରିଥିବା ବେଳେ ମାଛ ବେପାରୀ ମାନେ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରିକରୁଛନ୍ତି ମାଂସ କିଲୋ ପ୍ରତି ୬୦୦ ଟଙ୍କାଧାର୍ଯ୍ୟ ଥିବା ବେଳେ ମାଂସ କିଲୋ ପ୍ରତି୭୦୦ଟଙ୍କାରେ ବିକ୍ରି କରୁଛନ୍ତି । ତେଣୁ ଜନସାଧାରଣ ବୁଦ୍ଧିଜୀବୀଙ୍କ ମତ ଜିଲ୍ଲାପ୍ରଶାସନ ଏହାର ତଦନ୍ତ କରି ଉଚିତ ମୂଲ୍ୟରେ ଯେପରି ଲୋକମାନେ ପାଇପାରିବେ ସେଥିପାଇଁ ଦୃଷ୍ଟି ଦେବାକୁମତ ରଖିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...