28 C
Bhubaneswar
Monday, October 26, 2020

ଛାତ୍ରଛାତ୍ରୀଙ୍କୁ ରେଡ଼ିଓ ଓ ସ୍ମାର୍ଟଫୋନ୍ ଯୋଗାଇବା ପାଇଁ ଦାବି ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୨୭ ।୯: ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନରେ ପାଠ ପଢାଇବା ପୂର୍ବରୁ ସେମାନଙ୍କୁ ରେଡିଓ ଓସ୍ମାର୍ଟଫୋନ୍ ଯୋଗାଇ ଦେବା ଲାଗି ସମାଜବାଦୀପାର୍ଟି ପକ୍ଷରୁଦାବି କରାଯାଇଛି । ପାର୍ଟିର ରାଜ୍ୟଶାଖା ସଭାପତି ରବି ବେହେରାଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖିଛନ୍ତି । ଶ୍ରୀ ବେହେରା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେକରୋନା ମହାମାରୀ ଯୋଗୁଁ ସ୍କୁଲ୍, କଲେଜ ସବୁ ଦୀର୍ଘ ୬ମାସ ହେଲା ବନ୍ଦ ଅଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ପାଠପଢା ହୋଇପାରୁନାହିଁ । ଟି.ଭି. ମାଧ୍ୟମରେ, ଅନ୍ଲାଇନ୍ରେକେତେକ ସ୍କୁଲ୍ କଲେଜ ପାଠ ପଢାଉଛନ୍ତି ।

କିନ୍ତୁ ସମସ୍ତଙ୍କପାଖରେ ସ୍ମାର୍ଟ ଫୋନ୍ ନାହିଁ କିମ୍ବା ରାଜ୍ୟର ଅଧିକାଂଶ ଗାଁକୁଟେଲି ଯୋଗାଯୋଗର ମଧ୍ୟ ବ୍ୟବସ୍ଥା ନାହିଁ । ବିଶେଷତଃ ରାଜ୍ୟର୫୩,୩୫୩ ଗ୍ରାମ ମଧ୍ୟରୁ ୧୧ ହଜାର ଗାଁରେ ଟେଲିଯୋଗାଯୋଗ ପହଞ୍ଚି ପାରିନାହିଁ । ଏଭଳିକି ୯,୯୪୦ଟି ଆଦିବାସୀ ଅଧ୍ୟୁଷିତ ଗାଁ ଏଥିରେ ଅନ୍ତର୍ଭୁକ୍ତ । ଯେତିକି ସ୍ଥାନରେଟେଲି ଯୋଗାଯୋଗ ବ୍ୟବସ୍ଥା ଅଛି, ସେଠାରେ ଗୁଣାତ୍ମକ ଟେଲିଯୋଗାଯୋଗର ଅଭାବ ରହୁଛି । ତେଣୁ ଛାତ୍ରଛାତ୍ରୀମାନେ କେତେବେଳେ ପାହାଡ଼ ଉପରେ, କେତେବେଳେ ଗଛଉପରେ, କେତେବେଳେ ପାଣି ଟାଙ୍କିରେ ଚଢି ଅନ୍ଲାଇନ୍ ଶିକ୍ଷାଗ୍ରହଣ କରୁଥିବାର ଚିତ୍ର ଆମ୍ଭେ ଗଣମାଧ୍ୟମରେ ଦେଖିବାକୁ ପାଉଛୁ ।

ସେହିଭଳି ବହୁ ଗରିବ ଲୋକ, ଦିନ ମଜୁରିଆ ନିଜ ପୁଅଝିଅଙ୍କୁ ସ୍ମାର୍ଟ ଫୋନ୍ଟିଏ କିଣିଦେବାର ସାମର୍ଥ୍ୟ ନଥିବାରୁ କିଏଗାଈ, ବଳଦ ବିକୁଛି ତ, କିଏ ନିଜକୁ ପର ଘରେ ବନ୍ଧାପକାଇ ସ୍ମାର୍ଟଫୋନଟିଏ ନିଜ ପୁଅ ଝିଅକୁ ଦେଉଛି । ଏହିକରୁଣ ଚିତ୍ରରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁରକ୍ଷା କରିବା ପାଇଁ ରାଜ୍ୟ ସରକାର ଯେମିତି ·ଷୀମାନଙ୍କୁମୋବାଇଲ୍ ଫୋନ୍ ପ୍ରଦାନ କରିଥିଲେ ସେହିଭଳି ରାଜ୍ୟରଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅନଲାଇନ୍ ଶିକ୍ଷାର ସୁବିଧା ପାଇଁସ୍ମାର୍ଟ ଫୋନ୍ ଗୋଟିଏ ଲେଖାଏଁ ଯୋଗାଇ ଦିଆଯାଉ ।

ରାଜ୍ୟ ସରକାର ଆସନ୍ତା ୨୮ ତାରିଖ ସୋମବାରଠାରୁପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ “ରେଡିଓପାଠଶାଳା’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କିନ୍ତୁ ଅଧିକାଂଶଲୋକଙ୍କ ଘରେ ରେଡ଼ିଓ ନାହିଁ । ଯାହାଫଳରେ ରାଜ୍ୟର୩୮ଲକ୍ଷ ଛାତ୍ରଛାତ୍ରୀ “ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମରୁ ବାଦ୍ପଡ଼ିବାକୁ ଯାଉଛନ୍ତି । ତେଣୁ ରାଜ୍ୟର ଛାତ୍ରଛାତ୍ରୀଙ୍କରଭବିଷ୍ୟତକୁ ଆଖି ଆଗରେ ରଖି ରାଜ୍ୟ ସରକାର ତୁରନ୍ତରେଡ଼ିଓ ଏବଂ ସ୍ମାର୍ଟଫୋନ୍ ଯୋଗାଇ ଦେବାପାଇଁ ସମାଜବାଦୀପାର୍ଟି ପକ୍ଷରୁ ସଭାପତି ଶ୍ରୀ ବେହେରା ଏକ ଚିଠି ଲେଖିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...