23 C
Bhubaneswar
Saturday, October 31, 2020

ବନ କର୍ମଚାରୀ ରାତି ଅନିଦ୍ରା ଯନ୍ତାରେ ପଡୁନି ଭାଲୁ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ମାଲକାନଗିରି,୨୭/୯: ମାଲକାନଗିରି ସଦର ମହକୁମାର ପ୍ରବେଶପଥରେ ଦୀର୍ଘ ଏକ ସପ୍ତାହ ହେବ ଭାଲୁ ଆସୁଥିଲେ ମଧ୍ୟ କେହି ଭାଲୁକୁ ଧରିବାରେ ସକ୍ଷମ ହେଇପାରୁ ନାହାନ୍ତି । ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଭାଲୁକୁ ଧରିବା ପାଇଁ ସାରା ରାତିଅନିଦ୍ରା,କିନ୍ତୁ ଭାଲୁ ଧରା ପାଡୁନି । ଯେତେପ୍ରକାର ଚେଷ୍ଟା କଲେ ମଧ୍ୟ ଭାଲୁଟିଯନ୍ତାରେ ଫସୁନି ପରିଶ୍ରମ ବ୍ୟର୍ଥ ଯାଉଛି । ମାଲକାନଗିରି ସଦର ମହକୁମାର ପ୍ରବେଶ ପଥରେ ପଡେ ଦୀର୍ଘ ୧୫ କିମିର ଗୋଈପାହାଡ । ଏହି ପାହାଡକୁ କେହି କେହି ମାଲ୍ୟବନ୍ତଗିରି ବୋଲି ମଧ୍ୟ କହନ୍ତି ।ଏହି ପାହାଡରେ ଏକଦା ଭାଲୁମାନେ କେଉଁ ଆବାହମାନ କାଳରୁ ନିଜର ଆଶ୍ରୟ ସ୍ଥଳୀ ଭାବରେ ଆପଣାଇ ନେଇଥିଲେ ।

କ୍ରମେ ଜନବସତି ବୃଦ୍ଧିପାଇବା ଫଳରେ ଭାଲୁମାନେ ଏହି ସୁଦୀର୍ଘପାହାଡରୁ ବିସ୍ଥାପିତ ହୋଇ ଗଲେ । କେବେ କେବେ ଭାଲୁମାନେ ରାତ୍ରର ନିର୍ଜନତାକୁ ପାଥେୟ କରି ପାହାଡର ପାଦଦେଶକୁ ସଂଲଗ୍ନ ଜନ ବସତିକୁ ଖାଦ୍ୟ ଅନ୍ୱେଷଣରେ ଆସିଥାଏ । ଗତ ଦୁଇ ବର୍ଷତଳେ ପାହାଡ ପାର୍ଶ୍ନରେ ଅବସ୍ଥିତ ଭୈରବମନ୍ଦିରକୁ ମାଆ ସହ ଦୁଇଟି ଛୁଆ ଭାଲ୍ଲୁସଂଧ୍ୟା ସମୟରେ ଖାଦ୍ୟ ସନ୍ଧାନରେ ଆସୁଥିଲେ ମନ୍ଦିରର ପୂଜାରୀ ନଡିଆକଦଳୀ ଖୁଆଇ ଭାଲୁ ତିନିଟିକୁ ଅଭ୍ୟାସ କରାଇଲା ପରେ ଲୋକମାନଙ୍କ ସଂସ୍ପର୍ଶରେଆସି ହିଂସ୍ର ଆଚରଣ ବର୍ଜନ କରିଥିଲେ । ପଥଚାରୀମାନେ ତିନି ଭାଲ୍ଲକୁ ଦର୍ଶନକରିବା ଏବଂ ମୋବାଇଲରେ ଫଟୋଉତ୍ତୋଳନ କରିବାକୁ ଭୈରବ ମନ୍ଦିରଠାରେ ଖଚ୍ ଭିଡ ଜମାଉଥିଲେ ।କେହି କେହି ନଡିଆ କଦଳୀ ଖୁସିରେପ୍ରଦାନ କରୁଥିଲେ ।

ପ୍ରତି ସଂଧ୍ୟା ସମୟରେଭାଲୁ ପ୍ରେମୀଙ୍କ ସଂଖ୍ୟା ବଢିଲା । ଭାଲୁଯେ ହିଂସ୍ର ନହେବ ଏ ଗ୍ୟରେଣ୍ଟି ଦେବକିଏ ? ଲୋକମାନଙ୍କୁ ସତର୍କତା ବାସାବଧାନ କରେଇବା ପାଇଁ ବନ ବିଭାଗତରଫର ମନ୍ଦିର ସାମ୍ମନାରେ ଲିଖିତ ଫଳକଲଗା ଗଲା । ତଥାପି ଲୋକମାନଙ୍କଅମାନିଅ । ସତ୍ତ୍ୱେ ଭାଲୁମାନଙ୍କ ନିକଟକୁଯାଇ ନଡିଆ କଦଳୀ ଦେବାରେ ପୂର୍ବ ପରିଭିଡ ଜମିଲା । ମା ଭାଲ୍ଲୁଟି କ୍ରମେ ଫୁଡ୍ପଏଜନରେ ମୃତ୍ୟୁ ବରଣ କଲା ପରେଦୁଇଟି ଛୁଆ ଭାଲୁକୁ ବନ କର୍ମଚାରୀମାନେଯନ୍ତା ପକାଇ ଧରି ସୁକୁମା ସୀମାନ୍ତବର୍ତ୍ତିଜଙ୍ଗଲରେ ଛାଡି ଦେଇଥିଲେ ।

ଭାଲୁପ୍ରେମୀମାନଙ୍କ ଭିଡ ଆଉ ଦେଖିବାକୁଭୈରବ ମନ୍ଦିର ଠାରେ ଦେଖିବାକୁ ମିଳିନଥିଲା । ଦୀର୍ଘ ଦୁଇ ବର୍ଷର ବ୍ୟବଧାନପରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ସହରୀମୁହାଁ ହୋଇଛି । ଏହି ଦୃଶ୍ୟଟି ସିସିଟିଭିରେଗତ ସପ୍ତାହ ତଳେ ନଜରକୁ ଆସିଲା ପରେମାଲକାନଗିରି ବନାଞ୍ଚଳର କିଛିକର୍ମଚାରୀମାନେ ଯନ୍ତା ପକାଇ ସାରା ରାତିଜଗି ବସିଛନ୍ତି । ହେଲେ ଭାଲୁଟି ଅତି·ଲାକି ସତ୍ତ୍ୱେ ଯନ୍ତାରେ ଥିବା ମହୁଲ ଫୁଲକି ପାଚିଲା କଦଳୀ ଖାଇବା ଲାଗି ଆସୁନାହିଁ । ବନ କର୍ମଚାରୀମାନେ ସାରା ରାତିଅନିଦ୍ରା ହେଇ ଫେରିବା ଦେଖିବାକୁ ମିଳୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...