26 C
Bhubaneswar
Wednesday, October 21, 2020

ଅନିଶ୍ଚିତତାରେ ପ୍ରକାଶନ ଶାରଦୀୟ ପତ୍ରପତ୍ରିକା ।

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଭୁବେନଶ୍ୱର,୨୭ ।୯; କରୋନା ମାଡରେ ଏଥର ବହୁ ପତ୍ରପତ୍ରିକାର ଶାରଦୀୟ ବିଶେଷାଙ୍କ ପ୍ରକାଶ ଘେନି ଅନିଶ୍ଚିତତା ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ଭୟରେ ପୁସ୍ତକଓ ପତ୍ରପତ୍ରିକା କିଣିବା ପାଇଁ ପାଠକଙ୍କର ଆଗ୍ରହ କମିଥିବାବେଳେ ଅନ୍ୟ ପଟେ ବିଜ୍ଞାପନ ମରୁଡି ବଡ ସମସ୍ୟା ଭାବେଉଭା ହୋଇଛି । ଏହା ସତ୍ତ୍ୱେ ବି ଖୁବ୍କମ୍ ସଂଖ୍ୟକ ଓଡିଆ ପତ୍ର ପତ୍ରିକାର ଶାରଦୀୟ ବିଶେଷାଙ୍କ ପ୍ରକାଶ ଲାଗି ଉଦ୍ୟମ·ଲିଛି ଖବରକାଗଜ ସଂସ୍ଥା ସହ ଜଡିତଥିବା ପ୍ରାୟ ସବୁ ପତ୍ରପତ୍ରିକା ଶାରଦୀୟ ବିଶେଷାଙ୍କ କମ୍ ପୃଷ୍ଠାରେ ଛପାଇବାକୁ ପ୍ରୟାସ ଜାରି ରଖିଛନ୍ତି । ବିଜ୍ଞାପନ ସଂଗ୍ରହପାଇଁ ଏମାନଙ୍କର ସ୍ୱତନ୍ତ୍ର ନେଟ୍ୱାର୍କଥିବାରୁ କାମ ଆଗେଇ ·ଲିଛି ।

ତେବେଅନ୍ୟ ଯେଉଁ ପତ୍ର ପତ୍ରିକାଗୁଡିକର ସମ୍ପାଦକ, ପ୍ରକାଶକ ଓ ସତ୍ୱାଧିକାରୀମାନେ ବ୍ୟକ୍ତିଗତ ଉଦ୍ୟମରେ ବିଜ୍ଞାପନ ସଂଗ୍ରହକରନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁନିରାଶ ହେଉଛନ୍ତି । ଦୀର୍ଘ ବର୍ଷ ଧରିବିଭିନ୍ନ ଓଡିଅ । ପତ୍ର ପତ୍ରିକାର ଶାରଦୀୟବିଶେଷାଙ୍କ ପାଇଁ ଗଳ୍ପ, କବିତା ଆଦିଲେଖି ଆସୁଥିବା କବି ଓ ଲେଖକମାନେ କହୁଛନ୍ତି ଯେ ପୂର୍ବବର୍ଷମାନଙ୍କ ତୁଳନାରେଏବର୍ଷ ଲେଖା ଦେବାପାଇଁ ସୋମନଙ୍କୁଢେର କମ୍ ଅନୁରୋଧ ଆସୁଛି । ଭୁବନେଶ୍ୱର ଓ କଟକର ପ୍ରତିଷ୍ଠିତ ପତ୍ରିକା ବ୍ୟବସାୟୀ ମାନେ ସ୍ୱୀକାର କରୁଛନ୍ତି ଯେକରୋନା ଯୋଗୁଁ ଗତ ୬ମାସ ଭିତରେ ସେମାନଙ୍କର ବହି ଓ ପତ୍ରିକା ବିକ୍ରି ଢେରକମିଛି । ଦୋକାନରେ ପତ୍ରିକା କିଣିବାପାଇଁ ବିଶେଷ ସଂଖ୍ୟାରେ ଗ୍ରାହକଆସୁନଥିବାରୁ ପ୍ରକାଶନ ସଂସ୍ଥାମାନେଲାଭ କ୍ଷତିକୁ ଆଖିଆଗରେ ରଖି ମାପିଚୁପି କାମ କରୁଛନ୍ତି ।

ସାହିତ୍ୟ, ସଂସ୍କୃତି ଆଦିର ବିକାଶ କ୍ଷେତ୍ରରେ ଓଡିଆ ପତ୍ରପତ୍ରିକାର ଶାରଦୀୟ ସଂଖ୍ୟାଗୁଡିକ ବେଶ୍ଭୂମିକା ଗ୍ରହଣ କରିଥାନ୍ତି । ପ୍ରାୟତଃ ସମସ୍ତ ଛପେଇ କାଗଜର ସଙ୍କଟ କରୋନାଯୋଗୁଁ ଅଗଷ୍ଟମାସ ପର୍ଯ୍ୟନ୍ତ ଅତି ଉକ୍ରଟ ଅବସ୍ଥାରେ ଥିବାବେଳେ ସେପ୍ଟେମ୍ବର ମାସରେ ସ୍ଥିତି କିଛିଟା ସୁଧୁରୁଛି ୟହକରମାନଙ୍କ ମାଧ୍ୟମରେ ମାସ ବ୍ୟାପିଖବର କାଗଜ ନେଉଥିବା ଅନେକ ବ୍ୟକ୍ତିକରୋନା ଭୟରେ ଖବରକାଗଜ ପକାଇବାକୁ ହକରମାନଙ୍କୁ ମନାକରିଦେଇଛନ୍ତି । ତେଣେ ରେଳଷ୍ଟେସନ,ବସଷ୍ଟାଣ୍ଡ ଓ ଅନ୍ୟ ଛୋଟ ଛୋଟଦୋକାନମାନଙ୍କରେ ପୂର୍ବରୁ ଯେତେସଂଖ୍ୟକ ଖବରକାଗଜ ବିକ୍ରି ହେଉଥିଲାଏବେ ତାହା ହେଉନାହିଁ । ତିନି ଚାରିମାସତଳର ପତ୍ର ପତ୍ରିକା ଅନେକ ଦୋକାନରେ ଗଦାହୋଇ ରହିଛି ।

ଗ୍ରାହକ ନଆସିଲେଦୋକାନି ଏସବୁକୁ ବିକିବା ମୁସ୍କିଲ । ବସ୍ତୁତଃ ଏ କ୍ଷେତ୍ରରେ ପ୍ରାୟ ସମସ୍ତ ଛପେଇ ଗଣମାଧ୍ୟମ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଯେଉଁମାନଙ୍କର ସମ୍ବଳ ଓସାମର୍ଥ୍ୟ ରହିଛି ସେମାନେ ଉପସ୍ଥିତି ଜାହିରକରିବାଲାଗି ଅବଶ୍ୟ ଶାରଦୀୟ ସ୍ୱତନ୍ତ୍ରସଂଖ୍ୟା ଛାପୁଛନ୍ତି । କିନ୍ତୁ ଏହି ପତ୍ରିକାସବୁ କେତେ ସଂଖ୍ୟାରେ ବିକ୍ରି ହେବ ସେଥିଘେନି ଅନିଶ୍ଚିତତା ଲାଗି ରହିଛି । ତେଣୁ ଏବର୍ଷ ଦୁର୍ଗାପୂଜା ମାନ୍ଦା ପଡିବାଭଳି ପତ୍ର ପତ୍ରିକାଗୁଡିକର ଶାରଦୀୟ ବିଶେଷାଙ୍କ ବଜାର ମଧ୍ୟ ବ୍ୟାପକ ଭାବେପ୍ରଭାବିତ ହେବାକୁ ଯାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...