25 C
Bhubaneswar
Thursday, October 22, 2020

ବିଧାନସଭା ବେଳେ ବିକ୍ଷୋଭ ମନା ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭୁବନେଶ୍ୱର୨୭ା୯: କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଧାନସଭା ଚାଲିଥିବା ବେଳେ ଗାନ୍ଧିମାର୍ଗରେ ବିକ୍ଷୋଭ କରିବା ମନା । କୋଭିଡ୍ପାଇଁ ଲାଗୁ ହୋଇଥିବା ନିୟମ ଯୋଗୁଁ ଏହି ଅନୁମତି ଦିଆଯାଇ ନାହିଁ । ଏନେଇ ପୋଲିସ କମିଶନର ଫୋନ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି,କୌଣସି ସଂଗଠନକୁ ଏନେଇ ଅନୁମତି ଦିଆଯାଇନାହ । ବିଧାନସଭା ବେଳେ କୌଣସି ବିକ୍ଷୋଭ ଓରାଲି ନକରିବାକୁ ଅନୁରୋଧ ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ତା’ପୂର୍ବରୁ ୨୮ ତାରିଖ ଦିନବିଜେଡି ବିଧାୟକ ଦଳ ବୈଠକ ବସିବ ।

ଆସନ୍ତା୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେଶନ ଅକ୍ଟୋବର । ଯାଏଁ ଚାଲିବ । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ଚାଲିଛି କରୋନା ଟେଷ୍ଟ । ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସୁରକ୍ଷାକର୍ମଚାରୀଙ୍କ କରୋନା ଟେଷ୍ଟ ତିନି ଦିନ ଧରି ହେବ ।ଏଥିପାଇଁ ୭ଟି ଟିମ୍ ଗଠନ କରାଯାଇଛି । କୋଭିଡଟେଷ୍ଟ ପାଇଁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କରୋନା ଟେଷ୍ଟ ପାଇଁ ଗଠିତ ୭ଟି ସ୍ୱତନ୍ତ୍ର ଟିମ୍ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ,ସୁରକ୍ଷା କର୍ମଚାରୀ ଓ ସାମ୍ବାଦିକ ମାନଙ୍କ କରୋନାଟେଷ୍ଟ କରିବେ । ସୋମବାର ଅପରାହ୍ନରେ ବିଧାନ ସଭାପରିସରକୁ ବିଶୋଧନ କରାଯିବ । ପରେ୨୯ତାରିଖରୁ ବିଧାନସଭା ଅଧିବେଶନ ବସିବ ।

ଅକ୍ଟୋବର ୭ ପର୍ଯ୍ୟନ୍ତ ଗୃହ ଚାଲିବ । ଦୈନିକସାଢେ ୪ ଘଣ୍ଟା ଚାଲିବ ଅଧିବେଶନ । ଅଧିବେଶନବେଳେ ସାମାଜିକ ଦୁରତ ନିୟମ କଡାକଡି ପାଳନ କରାଯିବ । ତେବେ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବାଏହି ଅଧିବେଶନରେ ରାଜ୍ୟରେ କୋଭିଡ ପରିଚାଳନା ଅନିୟମିତତା, ବନ୍ୟା ମୁକାବିଲା ବିଫଳତା, ବିଦ୍ୟୁତ ବିଲ୍ବୃଦ୍ଧି, ଆଇନଶୃଙ୍ଖଳା, ଦାଦନ ଶ୍ରମିକଙ୍କୁ କାମ ନମିଳିବା ପ୍ରସଙ୍ଗଉଠାଇ ସରକାରକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ।ଏହାସହ କଂଗ୍ରେସ କୃଷିବିଲ୍ ପ୍ରସଙ୍ଗ ଉଠାଇବ ବୋଲି କହିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...