22 C
Bhubaneswar
Saturday, October 31, 2020

କୃଷକ ଶକ୍ତିଶାଳୀ ହେଲେ ଦେଶ ଆତ୍ମନିର୍ଭର ହେବ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ନୂଆଆଦିଲ୍ଲୀ,୨୭ା୯: ଆଜି ଦିନ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ “ମନକି ବାତ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି । ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀପିଲାଙ୍କୁ କାହାଣୀ ଶୁଣାଇବା ଏବଂ ଶୁଣିବାର କେତେ ଗୁରୁତ୍ୱ ରହିଛି ଏବଂ କୃଷକଙ୍କ ଦ୍ୱାରାଦେଶ କିଭଳି ଆତ୍ମନିର୍ଭର ହେବ ସେବିଷୟରେ ଜଣାଇଥିଲେ । ଶେଷରେ ସହିଦ ହୋଇଥିବା ଦେଶର ବୀର ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରୋନା କଟକଣା ମାନିଚଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେପ୍ରଧାନମନ୍ତ୍ରୀ ।

କାହାଣୀ ଶୁଣାଇବାର ଗୁରୁôବ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେଯେ, ପ୍ରତ୍ୟେକ ପରିବାରରେ, କିଛି ବୃଦ୍ଧବ୍ୟକ୍ତି ବା ପରିବାରର ବରିଷ୍ଠ ଲୋକମାନେକାହାଣୀ ଶୁଣାଇବା ଜରିଆରେ ଘରେ ନୂତନପ୍ରେରଣା ଏବଂ ନୂତନ ଶକ୍ତି ଭରିଦେଇଥାନ୍ତି କାହାଣୀଗୁଡିକ ଲୋକଙ୍କୁ ସୃଜନଶୀଳ କରିବାସହ ଏବଂ ସମ୍ବେଦନ ଶୀଳତା ଆଣିଥାଏଜଣେ ମା’ ନିଜ ଶିଶୁକୁ ଖାଇବାକୁ ଦେବାସମୟରେ ବା ଶୁଆଇବା ସମୟରେ କାହାଣୀ ଶୁଣାଇଥାଏ । ଏହି କାହାଣୀର ପ୍ରଭାବଶିଶୁ ଉପରେ ଅଧିକ ପଡ଼ିଥାଏ ।

ଶୁଣୁଥିବା କାହାଣୀରୁ ହିଁ ଜଣେ ଶିଶୁର ବେଦ୍ଧିକବିକାଶ ହୁଏ ଏବଂ ସେ ସୃଜନଶୀଳ ହୁଏ । ପ୍ରତ୍ୟେକ ମାତା-ପିତା ଏବଂ ଘରର ସଦସ୍ୟଙ୍କୁ କାହାଣୀ ବର୍ଣ୍ଣନ ଉପରେ ଗୁରୁତୁଦେବାର ଆବଶ୍ୟକତା ରହିଛି । ଦେଶରେ କୃଷକମାନଙ୍କ ଗୁରୁତ୍ୱଉପରେ ଆଲୋଚନା କରି ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକାକେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ କହିବା ମୁତାବକ, କରୋନା ସଙ୍କଟ ସମୟରେ କୃଷି କ୍ଷେତ୍ର ମଧ୍ୟ ନିଜର ଶକ୍ତି ପ୍ରଦର୍ଶନକରିଛି । ଦେଶର କୃଷକମାନେ ଯେତେଶକ୍ତିଶାଳୀ ହେବେ, ଗାଁ ସେତେ ଅଧିକ ଶକ୍ତିଶାଳୀ ହେବ, ଦେଶ ସେତେ ଆତ୍ମନିର୍ଭର ହେବ । ଆତ୍ମନିର୍ଭର ଶୀଳଭାରତର ମୂଳଦୁଆକେବଳ କୃଷକଙ୍କଶକ୍ତିରେ ନିମାଣ ହେବ ।

ଯଦି କୃଷକ ଶକ୍ତିଶାଳୀ ହୁଏ, ତେବେ ଭାରତ ଆତ୍ମର୍ନିଭରଶୀଳ ହେବୟ କଥାରେ ଅଛି ଯିଏଭୂମି ସହ ଯେତେ ଜଡ଼ିତ, ତାକୁ ସବୁଠୁବଡ଼ ଝଡ଼ ମଧ୍ୟ ଦୋହଲାଇ ପାରିବ ନାହିଁ । ଆମର କୃଷି କ୍ଷେତ୍ର କରୋନାର ଏହି କଠିନସମୟରେ ଏହାର ଏକ ଜୀବନ୍ତ ଉଦାହରଣ ଆଜି କୃଷକମାନେ ନିଜ ଇଚ୍ଛାରେ ଉତ୍ପାଦବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି ।ସାମ୍ପ୍ରତିକ ଅତୀତରେ, ଏହି କ୍ଷେତ୍ରଗୁଡିକ ନିଜକୁ ଅନେକ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି ।ଦେଶକୁ ସମ୍ବୋଧନ କରି ଆଗକୁ ଆସୁଥିବା ଦେଶର ବୀରପୁତ୍ରମାନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ସହିଦ ଭଗତ ସିଂଙ୍କୁମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ସେମାନଙ୍କ ବୀରତ୍ୱ ବିଷୟରେ ଦେଶବାସୀଙ୍କୁ ପୁଣି ଥରେମନେ ପକାଇ ଦେଇଥିଲେ । ଶେଷର ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବାପାଇଁ କୋଭିଡ ପ୍ରୋଟକଲ ମାନି ଚଳିବା ପାଇଁଉପଦେଶ ଦେଇଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...