27.8 C
Bhubaneswar
Friday, October 30, 2020

ବଲିଉଡ଼ରେ ନିଶାକାରବାର ମାମଲାର ଏନସିବି ଖୋଳତାଡ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ମୁମ୍ବାଇ,ତା,୨୬ା୯: ଅଭିନେତା ସୁଶାନ୍ତ ସିଂହରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡ଼ି ହୋଇଥିବା ବଲିଉଡ୍ ଡ୍ରଗ୍ସକାରବାର ନେଇ ତଦନ୍ତ ଏବେ ଦିନକୁ ଦିନ ନୂଆ ନୂଆ ମୋଡ଼ନେବାରେ ଲାଗିଛି । ଆଜି ୩ ଅଭିନେତ୍ରୀ ଦୀପିକା ପାଦୁକୋନ,ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଜେରା କରିଥିବାବେଳେ ଡ୍ରଗ୍ସ ମାମଲାରେ ଜଣଙ୍କୁଗିରଫ କରିଛି । ଡ୍ରଗ୍ସ ଚାଟ୍ ନେଇ ଦୀପିକା ସ୍ୱୀକାର କରିଥିବା ବେଳେ ସାରା ଓ ଶ୍ରଦ୍ଧା ଡ୍ରଗ୍ସ ସେବନକୁ ଅସ୍ୱୀକାର କରିଛନ୍ତି । ତେବେ ଏହି ଉତ୍ତରରେ ଏନ୍ସିବି ଖୁସି ନ ଥିବା କହିଛି ।ଏହି ମାମଲାର ତଦନ୍ତ କରୁଥିବା (ଏନସିବି) କରନ୍ଜୋହରଙ୍କର ଧର୍ମା ପ୍ରଡକ୍ସନର ପୂର୍ବତନ କର୍ମଚାରୀ କ୍ଷିତିଜ୍ପ୍ରସାଦଙ୍କୁ ଗିରଫ କରିଛି । ଏନ୍ସିବି ତାଙ୍କୁ ସମନ ଜାରି କରିଗୁରୁବାର ଜେରା ପାଇଁ ଡାକିଥିବା ବେଳେ ଶୁକ୍ରବାର ଗିରଫକରିିଥିବା ସୂଚନା ରହିଛି ।

ଏନ୍ସିବି ଡ୍ରଗ୍ସ ମାମଲାର ତଦନ୍ତ କାଳରେକ୍ଷିତିଜ୍ଙ୍କ ଘରୁ ଖୁବ୍ କମ୍ ପରିମାଣ ଗଞ୍ଜେଇ ଜବତ କରିଥିଲା ଏନସିବି ଅଧିକାରୀଙ୍କ ଅନୁଯାୟୀ, କ୍ଷିତିଜ୍ ଏକାଧିକ ବାର ଡ୍ରଗ୍ସ ଯୋଗାଡ଼ କରି ବ୍ୟବହାର ଲାଗି ଅନ୍ୟମାନଙ୍କୁ ପହଞ୍ଚାଇଛନ୍ତି । ଏନ୍ସିବି ଡ୍ରଗ୍ସ ମାମଲାର ଯାଞ୍ଚ୍ କରି ଅଭିନେତ୍ରୀ ଦୀପିକାପାଦୁକୋନଙ୍କୁ ଜେରା କରି ସାରିଛି । ଏନ୍ସିବି ଜେରା କାଳରେ ଦୀପିକା ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହଡ୍ରଗ୍ସ ବିଷୟରେ ହ୍ୱାଟ୍ସଆପ୍ରେ ଚାଟ କରିଥିଲେ । ଦୀପିକାଙ୍କୁ ଆଜିଜେରା କରାଯାଇଥିବା ବେଳେ ଏନ୍ସିବି ପୂର୍ବରୁ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ଜେରା କରିଥିଲା । ସେହିପରି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଜେରା ପାଇଁଦିନ ୧ଟା ସମୟରେ ଏନ୍ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ତାଙ୍କୁ ୧୨.୩୦ରେ ଜେରା ପାଇଁ ଡକା ଯାଇଥିଲା ।

ତାହାପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଏନ୍ସିବି ଜେରା ପାଇଁ୧୧.୪୫ର ଡାକିଥିଲା । ସେ ମଧ୍ୟ ଜେରାଲାଗି ସମୟରେପହଞ୍ଚି ଥିଲେ । ଶ୍ରଦ୍ଧା ଡ୍ରଗ୍ସ ସେବନ କରୁଥିବା କଥା ମନା କରିଦେଇଛନ୍ତି ଓ ଏନ୍ସିବି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହେଁ ବୋଲିଜାଣିବାକୁ ମିଳିଛି ।‘ଛିଛୋରେ’ ଚଳଚ୍ଚିତ୍ରର ସଫଳତା ପାର୍ଟିପାଇଁ ଶ୍ରଦ୍ଧା, ସୁଶାନ୍ତଙ୍କ ସହ ତାଙ୍କ ଲୋନାଭଲା ଫାର୍ମହାଉସ୍ୟା ଯାଇଥିଲେ । ସେଠାରେ ଡ୍ରଗ୍ସ୍ ପାର୍ଟି ହେଉଥିବାର ପ୍ରମାଣଏନ୍ସିବିର ହସ୍ତଗତ ହୋଇଛି । ଆଜି ଏନସିବିରେ ହାଜରହୋଇ ଶ୍ରଦ୍ଧା କପୁର କହିଛନ୍ତି ଯେ ‘ଛିଛୋରେ’ ସକସେସ୍ପାର୍ଟିକୁ ସେ ଯାଇଥିଲେ, କିନ୍ତୁ ଡ୍ରଗସ ସେବନ କରିନାହାନ୍ତି ।

ସେହିପରି ଏନସିବିକୁ ରିୟା ତାଙ୍କ ବୟାନରେ ଆହୁରି ମଧ୍ୟକହିଥିଲେ ଯେ, ଯେତେବେଳେ ‘କେଦାରନାଥ’ ଚଳଚ୍ଚିତ୍ରରସୁଟିଂ ସମୟରେ ସୁଶାନ୍ତ ସିଂ ରାଜପୁତ ହିମାଳୟରେ ରହିଥିଲେ, ମାଗଣା ଉପଲବ୍ଧତା ହେତୁ ସେ ସେଠାରେ ଡ୍ରଗ୍ସନେବା ଆରମ୍ଭ କରିଥିଲେ । ‘କେଦାରନାଥ’ର ପୂରା ସେଟ୍ଡ୍ରଗ୍ସ ନେଉଥିଲା ଫିଲ୍ଲର ନାୟିକା ସାରା ଅଲ୍ଲୀ ଖାନ୍ ମଧ୍ୟସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ । ସାରାଙ୍କ ସହ ମିଶି ସୁଶାନ୍ତଅଧିକରୁ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । । ସେଠାରୁଫେରିବା ପରେ ସେ ଡ୍ରଗ୍ସକୁ ଛାଢ଼ି ପାରି ନଥିଲେ ମାତ୍ର ଡ୍ରଗସସେବନ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସାରା । ଏନସିବିଗେଷ୍ଟହାଉସରେ ଆଜି ହାଜର ହୋଇ ସାରା ଅଲ୍ଲୀ ଖାନ୍ ଡ୍ରଗସସେବନ କରନ୍ତି ନାହିଁ ବୋଲି ପଚରାଉଚରା ସମୟରେ ବୟାନରଖିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...