22 C
Bhubaneswar
Saturday, October 31, 2020

ଖୋର୍ଦ୍ଧା ସ୍ଥିତି ସଂଗୀନ ହୋଇପଡିଛି ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଭୁବନେଶ୍ୱର,୨୬ା୯; ଆଜି କରୋନା କ୍ଷେତ୍ରରେ ଶୀର୍ଷରେ ରହିଲା ଖୋର୍ଦ୍ଧା । ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ, ସୁସ୍ଥ ଓ ମୃତ୍ୟୁସଂଖ୍ୟା ହୋଇଛି । ଆଜିରାଜ୍ୟରେ ୪୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ୨୫୨୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୭ ଆକ୍ରାନ୍ତ ଅଛନ୍ତି ।ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୫ହଜାର ୪୫୨କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁଘଟିଛି ।ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୮୩କୁ ବୃଦ୍ଧିପାଇଛି । ଖୁସିର ବିଷୟ ଯେ, ରାଜ୍ୟରେ କରୋନାଭାଇରସ ମହାମାରୀରୁ ଆଜି ଗୋଟିଏ ଦିନରେ ସର୍ବାଧିକ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇଛନ୍ତି ।

ରାଜ୍ୟରେ ୧ ଲକ୍ଷ ୭୦ ହଜାର ୧୯୩ ଜଣକରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁସର୍ବାଧିକ ୯୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୪୦୯ଜଣ ପଜିଟିଭ୍ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ୫୧, ଗଞ୍ଜାମ ଜିଲ୍ଲାରୁ ୬୨, ବଲାଙ୍ଗୀର ଜିଲ୍ଲାରୁ ୭୬,ବାଲେଶ୍ୱର ଜିଲ୍ଲାରୁ ୧୯୪, କୋରାପୁଟ ଜିଲ୍ଲାରୁ ୮୨,ଭଦ୍ରକ ୧୨୪, ରାୟଗଡ଼ା ଜିଲ୍ଲାରୁ ୧୨୧, ପୁରୀ ଜିଲ୍ଲାରୁ୧୬୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧, ଜଗତସିଂହପୁର ଜିଲ୍ଲାରୁ ୧୭୧, ସମ୍ବଲପୁର ଜିଲ୍ଲାରୁ ୮୧, କଳାହାଣ୍ଡିଜିଲ୍ଲାରୁ ୭୧, ଯାଜପୁର ଜିଲ୍ଲାରୁ ୧୩୬, କନ୍ଧମାଳ ଜିଲ୍ଲାରୁ୯୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯, ମାଲକାନଗିରି ଜିଲ୍ଲାରୁ୨୮, ଗଜପତି ଜିଲ୍ଲାରୁ ୨୦, ମୟୂରଭଞ୍ଜ ଜିଲ୍ଲାରୁ ୧୫୩, ଝାରସୁଗୁଡ଼ା ଜିଲ୍ଲାରୁ ୧୨୦, ଢେଙ୍କାନାଳ ଜିଲ୍ଲାରୁ ୮୪,ନବରଙ୍ଗପୁର ଜିଲ୍ଲାରୁ ୫୮, କେନ୍ଦୁଝର ଜିଲ୍ଲାରୁ ୫୫,ସୁବର୍ଣ୍ଣପୁର ଜିଲ୍ଲାରୁ ୧୪, ଅନୁଗୁଳ ଜିଲ୍ଲାରୁ ୧୯୭,ବରଗଡ଼ ଜିଲ୍ଲାରୁ ୧୦୬, ନୂଆପଡ଼ା ଜିଲ୍ଲାରୁ ୧୭୩,ଦେବଗଡ଼ରୁ ୧୪ ଓ ବୌଦ୍ଧ ଜିଲ୍ଲାରୁ ୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାଛଡ଼। ଷ୍ଟେଟ୍ ପୁଲରୁ୩୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।ରାଜ୍ୟରେ ଆଜି ଯେଉଁ ୧୬ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାରୁ ୪, ମୃତକ ଅଛନ୍ତି,ସେମାନେ ହେଲେ ୫୧, ୩୭, ଓ ୫୦ ବର୍ଷ ବୟସ୍କ ପୁରୁଷଏବଂ ଜଣେ ୫୮ ବର୍ଷ ବୟସ୍କା ମହିଳା ପୁରୀରେ ଜଣେ ୪୨ବର୍ଷ ବୟସ୍କ ପୁରୁଷ ଓ ଜଣେ ୮୦ ବର୍ଷ ବୟସ୍କା ଏବଂ ଜଣେ୬୨ ବର୍ଷୀୟା ମହିଳା ଅଛନ୍ତି । କୋରାପୁଟର ଯେଉଁ ୩ ମୃତକଅଛନ୍ତି, ସେମାନେ ହେଲେ ୬୪, ୪୮ ଓ ୫୦ ବର୍ଷ ବୟସ୍କପୁରୁଷ ବାଲେଶ୍ୱର, କଟକ, ବଲାଙ୍ଗୀର, ଯାଜପୁର,ଜଗତସିଂହପୁର, ଓ ମୟୂରଭଞ୍ଜରୁ ଯେଉଁ ଜଣେ ଲେଖାଏଁ ପ୍ରାଣହରାଇଛନ୍ତି ,ସେମାନେ ସମସ୍ତେ ପୁରୁଷ ଏବଂ ସେମାନଙ୍କ ବୟସଯଥାକ୍ରମେ ୪୫,୫୮, ୫୮,୫୨, ୬ ଏବଂ ୫୩ ବର୍ଷ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜିଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୧୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇଛନ୍ତି । କଟକ ଜିଲ୍ଲାରୁ ୪୧୧ ଜଣ, ମୟୂରଭଂଜ ଜିଲ୍ଲାରୁ୨୧୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୭ ଜଣ, ଯାଜପୁର ଜିଲ୍ଲାରୁ୧୪୨ ଜଣ, ବରଗଢ଼ ଜିଲ୍ଲାରୁ ୧୪୧ ଜଣ, ବାଲେଶ୍ୱର ଜିଲ୍ଲାରୁ୧୩୭ ଜଣ, ନବରଂଗପୁର ଜିଲ୍ଲାରୁ ୧୧୪ ଜଣ, ପୁରୀ ଜିଲ୍ଲାରୁ୧୦୯ ଜଣ, ଜଗତସିଂହପୁର , ସୁବର୍ଣ୍ଣପୁର ଜିଲ୍ଲାରୁ ୧୦୩ ଜଣଲେଖାଏଁ, କେରାପୁଟ ଜିଲ୍ଲାରୁ ୧୦୨ ଜଣ ଓ ଅନୁଗୁଳ ଜିଲ୍ଲାରୁ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରୁ ୯୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୯୭ ଜଣ,ଝାରସୁଗୁଢ଼ା ଜିଲ୍ଲାରୁ ୯୨ ଜଣ, ସମ୍ବଲପୁର ଜିଲ୍ଲାରୁ ୯୧ ଜଣ,କେନ୍ଦୁଝର ଜିଲ୍ଲାରୁ ୯୦ ଜଣ, କନ୍ଧମାଳ, କେନ୍ଦ୍ରାପଢ଼ା ଜିଲ୍ଲାରୁ୮୯ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୮୬ ଜଣ, ମାଲକାନ ଗିରିଜିଲ୍ଲାରୁ ୬୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ, ବୌଦ୍ଧ ଜିଲ୍ଲାରୁ୬୧ ଜଣ, ଗଂଜାମ ଜିଲ୍ଲାରୁ ୫୬ ଜଣ, ନୂଆପଢ଼ା ଜିଲ୍ଲାରୁ ୫୩ଜଣ, ରାୟଗଡା ଜିଲ୍ଲାରୁ ୫୧ ଜଣ, ନୟାଗଢ଼ ଜିଲ୍ଲାରୁ ୪୨ ଜଣ,ଦେବଗଢ଼ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୧୩ ଜଣ ଓ ରାଜ୍ୟପୁଲରୁ ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...