31 C
Bhubaneswar
Friday, October 30, 2020

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ କ୍ଷେତ୍ରରେ ବାଧକ ସାଜିଛି । ଏହିସବୁଖଣିର ପୁନରୁଦ୍ଧାର ଓ ନିଲାମ ହେଲେରାଜ୍ୟ ସରକାରଙ୍କୁ ବିପୁଳ ରାଜସ୍ୱ ମିଳିପାରିବ । ହେଲେ ଏହିସବୁ ପ୍ରକ୍ରିୟା କ୍ଷେତ୍ରରେ ମହାମାରୀ ବାଧକ ସାଜିଛି । କୋଭିଡ ମହାମାରୀ ଯୋଗୁଁ ପ୍ରାୟତଃ ସମସ୍ତରାଜସ୍ୱ ଆଦାୟକାରୀ କ୍ଷେତ୍ର ଟିକସ ପ୍ରଦାନରେ ବିଫଳ ହୋଇଛନ୍ତି । କିନ୍ତୁଖଣିଜ କ୍ଷେତ୍ରରୁ ମିଳୁଥିବା ଟିକସ ବିକାଶମୂଳକ କାର୍ଯ୍ୟ ଚଳାଇବାପାଇଁ ରାଜ୍ୟସରକାରଙ୍କୁ ସହାୟକ ହୋଇଛି । ଚଳିତବର୍ଷ ଅଗଷ୍ଟ ୩୧ସୁଦ୍ଧା ଖଣିଜ କ୍ଷେତ୍ରରୁ ୫୦୭୪କୋଟି ୨୫ଲକ୍ଷ ଟଙ୍କାଆଦାୟ ହୋଇଥିଲା ଯାହାକି ଗତବର୍ଷରଏହି ସମୟ ତୁଳନାରେ ୧୩.୪୪ପ୍ରତିଶତ ଅଧିକ ।

୨୦୧୯ ମସିହାଅଗଷ୍ଟ ଶେଷ ସୁଦ୍ଧା ଖଣିଜ କ୍ଷେତ୍ରରୁ ରାଜକୋଷକୁ ୪୪୭୩କୋଟି ଟଙ୍କାରଟିକସ ଆସିଥିଲା । ଖଣି ଲିଜ୍ନବୀକରଣରୁ ଏକକାଳୀନ ମିଳୁଥିବା ଟିକସ ରାଜ୍ୟର ଅର୍ଥାଭାବ ଦୂର କରିବାସହିତ କୋଭିଡ ମୁକାବିଲା ବିଶେଷ କରିସ୍ୱାସ୍ଥ୍ୟ, ଜୀବିକା, ସାମାଜିକ ସୁରକ୍ଷା ଆଦିଯୋଜନା ଚଳାଇବାରେ ସହାୟକହୋଇଛି । ତେଣୁ ଇସ୍ପାତ ଓ ଖଣି ବିଭାଗଅଚଳ ହୋଇପଡିଥିବା ଖଣି ଗୁଡିକର ପୁନରୁଦ୍ଧାର ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତକରୁଥିବା ଅଧିକାରୀମାନେ କହିଛନ୍ତି ।କେନ୍ଦ୍ର ସରକାର ସମଗ୍ର ଦେଶରେ ଥିବାଏଭଳି ଅଚଳ ଖଣିର ପୁନରୁଦ୍ଧା ପାଇଁପରାମର୍ଶ ଦେଇଥିବାବେଳେ ରାଜ୍ୟସରକାର ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣକରିଛନ୍ତି । ଓଡିଶା ସରକାର ସଫଳତାରସହିତ ୨୨ଟି ଖଣିର ନିଲାମ କାର୍ଯ୍ୟସାରିଥିବାବେଳେ ଏବେ ଅଚଳ ଖଣିଜବ୍ଲକର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭକରିଛନ୍ତି ।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁପୁନରୁଦ୍ଧାର ପାଇଁ ନକ୍ସା ପ୍ରସ୍ତୁତ ସହିତଅଚଳ ହୋଇ ପଡିରହିଥିବା ଖଣିଜସମ୍ପଦର ତାଲିକା ଜାରି ହୋଇଛି ।ଏହିସବୁ ଖଣିର ପୁନରୁଦ୍ଧାର ପରେ ଏହାରନିଲାମ ପ୍ରକ୍ରିୟା ଅ ।ରମ୍ଭ ହେବ ଯାହାଫଳରେ ଏହି ସମ୍ପଦର ସଦୁପଯୋଗ ହୋଇପାରିବ । ଯେଉଁସବୁ ଖଣିରଆକଳନ ସମ୍ପୂର୍ଣ୍ଣ ହୋଇଛି ନିଲାମ ପାଇଁତାହାର ତାଲିକା ପ୍ରସ୍ତୁତ ହୋଇଥିବାବେଳେ ଆକଳନ ଚାଲିଥିବା ଖଣିରେ କାର୍ଯ୍ୟତ୍ୱରାନ୍ୱିତ କରାଯାଉଛି । ଏହା ଫଳରେତୁରନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବବୋଲି ଅଧିକାରୀମାନେ କହିଛନ୍ତି ।

ଖଣିମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରୋଡମ୍ୟାପ ପ୍ରସ୍ତୁତପାଇଁ କୁହାଯାଇଥିବାବେଳେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ତଦନୁଯାୟୀକାର୍ଯ୍ୟ କରୁଛନ୍ତି । ତେବେ କରୋନାମହାମାରୀ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । କରୋନା ଯୋଗୁଁ ପ୍ରତିକୂଳ ପରିସ୍ଥିତିସୃଷ୍ଟି ହୋଇଥିବାବେଳେ ଅବସ୍ଥାରେସୁଧାର ନଆସିବା ପର୍ଯ୍ୟନ୍ତ ନିଲାମପ୍ରକ୍ରିୟାକୁ ଯିବା ସପକ୍ଷରେ ଅଧିକାରୀମାନେ ନାହାନ୍ତି । ତଦନୁଯାୟୀ ଇସ୍ପାତ ଓ ଖଣିବିଭାଗ ପକ୍ଷରୁ କୋଇଲା ଖଣି ନିଲାମକୁ୩ମାସ ପାଇଁ ଟାଳିବାକୁ ଅନୁରୋଧ କରାଯାଇଛି । ଉଲ୍ଲେଖନୀୟ ଯେ ୪୧ଟିକୋଇଲା ଖଣି ମଧ୍ୟରୁ ଓଡିଶାର ୯ଟି ଖଣିନିଲାମ ପାଇଁ ତାଲିକାଭୁକ୍ତ ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...