25 C
Bhubaneswar
Monday, October 26, 2020

ଚାଷୀ ବିଲ୍ କୁ କଠୋର ସମାଲୋଚନା ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୂବନେଶ୍ୱର,୨୫ ।୯:କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ·ଷୀସ୍ୱାର୍ଥ ବିରୋଧି ବିଲକୁ ରାଜ୍ୟସଭା ସାଂସଦଦିଗ୍ୱିଜୟ ସିଂହ କଟୁ ସମାଲୋଚନାକରିଛନ୍ତି । ଆଜି ଏଠାରେ ଆୟୋଜିତଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହକହିଛନ୍ତି ଯେ ଚାଷୀଙ୍କୁ ତାଙ୍କର ନ୍ୟାଯ୍ୟହକ୍ ଦେବା ପାଇଁ କଂଗ୍ରେସ ସବୁବେଳେକାର୍ଯ୍ୟ କରିଆସୁଛି । କଂଗ୍ରେସସବୁବେଳେ ମହାତ୍ମା ଗାନ୍ଧୀ, ପଣ୍ଡିତଜବାହରଲାଲ ନେହେରୁ, ସର୍ଦ୍ଧାର ପଟେଲଓ ବାବା ସାହେବ ଅ ।ମ୍ବେଦକରଙ୍କ ନୀତି,ଆଦର୍ଶ ଓ ବିଚାରଧାରାକୁ ପାଥେୟ କରିଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁପ୍ରତିଶ୍ରୁତିବଦ୍ଧ । ଦେଶର ପୂର୍ବତନପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀସର୍ବପ୍ରଥମେ କଷ୍ଟ ସପୋର୍ଟ ପ୍ରାଇସ୍ବ୍ୟବସ୍ଥାକୁ ଉଚ୍ଛେଦ କରି ମିନିମମ୍ସପୋର୍ଟ ପ୍ରାଇସ୍ (ସର୍ବନିମ୍ନ ସହାୟକମୂଲ୍ୟ) ବ୍ୟବସ୍ଥାକୁ ଆରମ୍ଭ କରିଥିଲେ ।

ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେକ୍ଷମତାର ବିକେନ୍ଦ୍ରୀକରଣ କରାଯାଇପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃକରାଯାଇଥିଲା । କିନ୍ତୁ ୨୦୧୪ ମସିହାପରଠାରୁ କେନ୍ଦ୍ରରେ ମୋଦି ସରକାରକ୍ରମାଗତ ଭାବେ ଚାଷୀ ଓ ଶ୍ରମିକ ବିରୋଧିପଦକ୍ଷେପମାନ ଗ୍ରହଣ କରୁଛନ୍ତି ।ଆଜିର ଚାଷୀ ସ୍ୱାର୍ଥ ବିରୋଧି ଆଇନକୁମୁକ୍ତ ବାଣିଜି୍ୟକ ରାଜିନାମାର ଦ୍ୱାହି ଦେଇକିଛି ବିକଶିତ ବିଦେଶୀ ରାଷ୍ଟ୍ରମାନଙ୍କୁ ଖୁସିକରିବା ପାଇଁ ମୋଦି ସରକାର ଏଭଳିପଦକ୍ଷେପ ନେଇଛନ୍ତି । ପୂର୍ବରୁ ଚାଷୀ ଓଶ୍ରମିକମାନଙ୍କ ସ୍ୱାର୍ଥ ସହିତ ସାଲିସ୍କଲାଭଳି କୌଣସି ବିଦେଶୀ ରୁପକୁକଂଗ୍ରେସ ସରକାର ସମୟରେ କେବେବି ପ୍ରଶୟ ଦିଆଯାଇନଥିଲା । ଉତ୍ପାଦନମୂଲ୍ୟର ୧୦ ପ୍ରତିଶତରୁ ଅଧିକ ସବସିଡ୍ନଦେବା ପାଇଁ ଥିବା ବ୍ୟବସ୍ଥାକୁ ଚାଷୀଙ୍କସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ସରକାର କେବେଗ୍ରହଣ କରିନଥିଲେ । ବର୍ତ୍ତମାନରବିଲରେ ଥିବା ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନସହାୟକ ମୂଲ୍ୟ ନ ମିଳିବା ସ୍ଥଳେବ୍ୟବସାୟୀ ବା ଖରିଦଦାରଙ୍କ ବିରୋଧରେକୌଣସି ଅ ।ଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ ।

ବହୁରାଷ୍ଟ୍ରୀୟକମ୍ପାନୀଗୁଡିକ ଏହି ଆଇନର ବ୍ୟବସ୍ଥାଫଳରେ ସିଧାସଳଖ ଭାରତର ଗ୍ରାମୀଣକୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାରୀ ଜାହିର କରିବାର ସୁଯୋଗପାଇବେ । ଘରୋଇ କମ୍ପାନୀଗୁଡିକନିଜେ ମଣ୍ଡି ଖୋଲିବାର ସୁଯୋଗପାଇବେ ଏବଂ ସରକାରଙ୍କ ନିୟନ୍ତ୍ରଣନରହିବା ହେତୁ ଚାଷୀ ଶୋଷଣର ଶିକାରହେବେ । ଚୁକ୍ତିଭିତ୍ତିକ ଚାଷରେ ଚାଷୀଙ୍କସ୍ୱାର୍ଥ ଅପେକ୍ଷା କମ୍ପାନୀମାନଙ୍କ ସ୍ୱାର୍ଥକୁଅଧିକ ପ୍ରାଧାନ୍ୟ ଦିଆଯାଇଛି ।ପ୍ରତାରଣାର ଶିକାର ହୋଇଥିବା ଚାଷୀଟିକମ୍ପାନୀ ବିରୋଧରେ ସିଧାସଳଖନ୍ୟାୟାଳୟକୁ ଯିବାର ବ୍ୟବସ୍ଥା ନାହିଁ ।ପ୍ରଥମେ ଉପଜିଲ୍ଲାପାଳ ଏବଂ ପରେଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାରବ୍ୟବସ୍ଥା ରହିଛି । ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀଟିକୁ ନ୍ୟାୟ ନମିଳେ ତେବେ କେନ୍ଦ୍ରସରକାରଙ୍କ ପାଖରେ ଫେରାଦ ହେବାକୁପଡିବ ।

କୃଷି ଏକ ରାଜ୍ୟଭିତିକ ବିଷୟହୋଇଥିବା ହେତୁ ଏ ବ୍ୟବସ୍ଥା ଫଳରେକେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପଗ୍ରହଣୀୟ ନୁହେଁ । ଅତ୍ୟାବଶ୍ୟକୀୟ ଆଇନର ସଂଶୋଧନ ଫଳରେବେଆଇନ୍ ମହଜୁଦକାରୀଙ୍କ ବିରୁଦ୍ଧରେସରକାର କୌଣସି କାର୍ଯ୍ୟାନୁଷ୍ଠାନନେଇପାରିବେ ନାହିଁ, ତାହାର ପ୍ରମୁଖକାରଣ ହେଉଛି ଅତ୍ୟାବଶ୍ୟକୀୟ ଖାଦ୍ୟସାମ୍ରଗୀକୁ ମହଜୁଦ କରି ରଖିବାରନିର୍ଦ୍ଧାରିତ ସୀମା ରହିଲା ନାହିଁ ।ପରୋକ୍ଷରେ ଏହା କଳାବଜାରୀ ଏବଂବେଆଇନ ମହଜୁଦକାରୀଙ୍କୁ ପ୍ରୋତ୍ସାହିତକରିବ । ଆଜି ମଧ୍ୟ ଦେଶର ୭୦ଭାଗକ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଙ୍କର ଉତ୍ପାଦିତଶସ୍ୟକୁ ମଣ୍ଡି ବାହାରେ କମ ମୂଲ୍ୟରେବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଶ୍ରୀସିଂହ ଚାଷୀ ବିଲକୁ ଲୋକସଭାରେବିଜେଡିର ସମର୍ଥନ ନେଇ କଟୁସମାଲୋଚନା କରି କହିଥିଲେ ଯେଉଭୟ ବିଜେପି ଓ ବିଜେଡି ଭିତରେ ଗୁପ୍ତବୁଝାମଣା ରହିଛି ଏବଂ ଦୁଇଟି ଯାକ ଦଳଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ବିରୋଧି ।ବିଧାୟକ ଦଳ ନେତା ନରସିଂହ ମିଶ୍ରଏହି ବିଲ୍କୁ ଚାଷୀ ସ୍ୱାର୍ଥ ବିରୋଧ ଦର୍ଶାଇଥିଲେ ୟ ସେ ଉଦାହରଣ ଦେଇକହିଥିଲେ ଯେ

ଓଡିଶା ହାଇକୋର୍ଟ କେସ୍ନଂ ୩୭୨୧/୨୦୦୨ ରେ ପ୍ରଦତ ରାୟଅନୁସାରେ ଚାଷୀମାନେ ମିଲ୍ମାଲିକମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କଥାକୁ ଗ୍ରହଣ କରିଥିଲେ ଏବଂଏଫ୍ସିଆଇକୁ ସିଧାସଳଖ ସର୍ବନିମ୍ନସହାୟକ ମୂଲ୍ୟ ଦେଇ ଚାଷୀଙ୍କ ପାଖରୁଧାନ କିଣିବା ପାଇଁ ପରାମର୍ଶ ଦେଇଥିଲେ । ଏଭଳି ନିଷ୍ପତ୍ତି ବିରୋଧରେ ଓଡିଶାରବିଜେଡି ସରକାର ଓ ତତକାଳିନ ଏନ୍ଡିଏସରକାର ସୁପ୍ରିମକୋର୍ଟକୁ ଯାଇଥିଲେ । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଏଭଳି ଚାଷୀସ୍ୱାର୍ଥ ବିରୋଧି ମାମଲାକୁ ଶୁଣାଣି ପାଇଁଗ୍ରହଣ କରିନଥିଲେ । ମଣ୍ଡି ବ୍ୟବସ୍ଥାଅନୁସାରେ ଚାଷୀ ନିଜର ଉତ୍ପାଦିତ ଶସ୍ୟକୁମଣ୍ଡିରେ ବିକିବା ସହିତ ବାହାରେ ମଧ୍ୟବିକ୍ରୀ କରିପାରିବ । କିନ୍ତୁ ମୋଦି ସରକାରସଂପୂର୍ଣ୍ଣ ଭାବରେ ମିଥ୍ୟା ତଥ୍ୟ ପ୍ରଦାନ କରିକହୁଛନ୍ତି ଯେ ପୂର୍ବରୁ ଚାଷୀ ନିଜର ଶସ୍ୟକୁମଣ୍ଡି ବାହାରେ ବିକ୍ରି କରିପାରିବାର ବ୍ୟବସ୍ଥାନଥିଲା ୟ ତେଣୁ ଉଭୟ ବିଜେଡି ଓବିଜେପି ଚାଷୀ ସ୍ୱାର୍ଥ ବିରୋଧି । ଏହିସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସସଭାପତି ନିରଞ୍ଜନ ପଟନାୟକ ଉପସ୍ଥିତଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...