26 C
Bhubaneswar
Sunday, October 25, 2020

ଫେମ୍’ ଯୋଜନାରେ ୬୭୦ ଇଲେକ୍ଟ୍ରିକ୍ବସ୍ ଓ ୨୪୧ ଚାର୍ଜିଙ୍ଗ୍ ଷ୍ଟେସନ୍ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ନୂଆଦିଲ୍ଲୀ,୨୫ା୯: “ଫେମ୍’ ଯୋଜନାରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ୬୭୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଏବଂ ୨୪୧ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ମଞ୍ଜୁର କରିଛନ୍ତି । ବେଦ୍ୟୁତିକ ଯାନ ର୍ନିମାଣ କରୁଥିବା ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଆଦି କମ୍ପାନି ମାନଙ୍କ ଲାଗି ଏହା ଗୋଟାଏବଡ଼ ସୁଯୋଗ ବୋଲି କୁହାଯାଉଛି । ସରକାରଙ୍କ ଘୋଷଣା ଅନୁସାରେ, “ଫେମ୍ଇଣ୍ଡିଆ’ ଯୋଜନାର (ଫାଷ୍ଟର୍ ଆଡପସନ୍ ଆଣ୍ଡ୍ମ୍ୟାନୁ ଫ୍ୟାକ୍ଚରିଙ୍ଗ୍ ଅଫ୍ (ହାଇବ୍ରିଡ୍) ଆଣ୍ଡ୍ଇଲେକ୍ଟ୍ରିକ୍ ଭେଇକ୍ଲସ୍ ଇନ୍ ଇଣ୍ଡିଆ) ଦ୍ୱିତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ର, ଗୋଆ, ଗୁଜରାଟ ଏବଂ ଚଣ୍ଡିଗଡ଼ ଆଦି ରାଜ୍ୟରେ ୬୭୦ଟି ଇଲେକ୍ଟ୍ରିକ୍ବସ୍ ଚଳାଚଳ କରିବ । ଏହାଛଡ଼ା, ଏହି ଯୋଜନା ଅଧୀନରେ ମଧ୍ୟପ୍ରଦେଶ, ତାମିଲନାଡୁ, କେରଳ,ଗୁଜରାଟ ଏବଂ ପୋର୍ଟ ବ୍ଲେୟାର୍ରେ ୨୪୧ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ନିର୍ମାଣ ହେବ । ୧୦, ୦୦୦ କୋଟି ଟଙ୍କାର ବଜେଟ୍ସ ହାୟତାରେ ଏପ୍ରିଲ୍ ୨୦୧୯ରୁ ୩ ବର୍ଷ ପର୍ଯ୍ୟନ୍ତ”ଫେମ୍’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଲାଗୁକରାଯିବ । କେନ୍ଦ୍ରର ଏହି ପଦକ୍ଷେପକୁ ପ୍ରଶଂସାକରି, କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତିଯେ, ଏହି ନିଷ୍ପତି ହେଉଛି ଜୀବାଶ୍ମ ତେଳ ଉପରେ ନିର୍ଭର ଶୀଳତା ହ୍ରାସ କରିବା ଓ ଯାନବାହନରୁ ନିର୍ଗତ ପ୍ରଦୂଷଣ ସମସ୍ୟା ପ୍ରତିକାର ଲାଗି କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିର ପ୍ରତିଫଳନ । ଦେଶରେ ବେଦ୍ୟୁତିକ / ହାଇବ୍ରିଡ୍ ଯାନବାହନର ପ୍ରସାର ନିମନ୍ତେ ଭାରୀ ଶିଳ୍ପ ଓ ସର୍ବସାଧାରଣ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନସ୍ଥ “ଭାରୀ ଶିଳ୍ପ ବିଭାଗ’୨୦୧୫ ଏପ୍ରିଲ୍ରୁ ଭାରତରେ “ଫେମ୍’ଯୋଜନାର ପରିଚାଳନା କରି ଆସୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...