26 C
Bhubaneswar
Wednesday, October 21, 2020

୩ ପର୍ଯ୍ୟାୟରେ ବିହାର ନିର୍ବାଚନ ହେବ ।

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ନୂଆଦିଲ୍ଲୀ,୨୫ା୯:ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନକମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଆରୋରା କହିଛନ୍ତି ଯେ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନ ସଭାନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ୩ ଟିପର୍ଯ୍ୟାୟରେ କରାଯିବ । ଅକ୍ଟୋବର ୨୮,ନଭେମ୍ବର ୩ ଓ ୭ ତାରିଖରେ ମତଦାତାମତ ଦାନ କରିବେ । ଏହା ସହ ନଭେମ୍ବର୧୦ରେ ଫଳାଫଳ ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲଆରୋରା କହିଛନ୍ତି ଯେ, ପ୍ରଥମପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟପର୍ଯ୍ୟାୟରେ ୧୭ ଟି ଜିଲ୍ଲାର ୯୪ ଟିଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବଯେଉଁଥିରେ ୪୨ ହଜାର ଭୋଟିଂ ବୁଥ୍ପ୍ରସ୍ତୁତ ହେବ । ତୃତୀୟ ପର୍ଯ୍ୟାୟରେ,୧୫ଟି ଜିଲ୍ଲାରେ ୭୮ଟି ବିଧାନସଭା ଆସନରେ ମତଦାନ କରାଯିବ । ମତଦାନ ପାଇଁ ୩୩ ହଜାରରୁ ଅଧିକଭୋଟିଂ ବୁଥ୍ ପ୍ରସ୍ତୁତ କରାଯିବ ବୋଲିଜଣାପଡିଛି ।କରୋନା ମହାମାରୀକୁ ଆଖିଆଗରେ ରଖି ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟନିର୍ବାଚନ କମିଶନର ସୁନୀଲ ଆରୋରା । ତାଙ୍କ କହିବା ମୁତାବକ, ନାମାଙ୍କନ ଏବଂଆଫିଡେଭିଟ୍ ଅନଲାଇନ୍ ରେ ହେବ ଏବଂ ଆରଓରେ ଦାଖଲ ହେବ । ଏହା ସହ ଅନଲାଇନରେ ସୁରକ୍ଷା ଜମା ଦାଖଲ କରାଯାଇପାରିବ । ନାମାଙ୍କନପତ୍ର ଦାଖଲପାଇଁ ପ୍ରାର୍ଥୀଙ୍କ ସହିତ ୨ଜଣ ବ୍ୟକ୍ତିଆସିପାରିବେ ଏବଂ ନିର୍ବାଚନ ପ୍ରଚାର ପାଇଁ କେବଳ ୫ଜଣ ଯାଇ ପାରିବେ । ନିର୍ବାଚନ ପ୍ରଚାରରେ କେବଳ ୨ଟାଗାଡି ବ୍ୟବହାର କରାଯାଇପାରିବ, ସବୁବୁଥରେ ରାମ୍ପ, ଟଏଲେଟ୍, ବିଶ୍ରାମ ସ୍ଥଳନିଶ୍ଚିତ ରହିବ ,ଦିବ୍ୟାଙ୍ଗଙ୍କ ସୁବିଧା ପାଇଁସବୁ ବୁଥ୍ ଗ୍ରାଉଣ୍ଡ ଫ୍ଲୋରରେ ରହିବ,ସୋସିଆଲ ମିଡିଆର ଅପପ୍ରଚାର କଲେଅ ।ଇନଅନୁଯାୟୀ ଦଣ୍ଡ, ଫେକ ନ୍ୟୁଜ,ଉେତେଜନା ସୃଷ୍ଟିକାରୀ ପୋଷ୍ଟ ବରଦାସ୍ତ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର । ମତଦାନ କେନ୍ଦ୍ରରେ ଭିଡ଼ କମକରିବା ଏବଂ ଭୋଟରଙ୍କୁ ମତଦାନ କରିବାରେ ସାହାଯ୍ୟ କରିବା ପାଇଁମତଦାନ ସମୟକୁ ୧ ଅଧିକ ଘଣ୍ଟା ବୃଦ୍ଧିକରାଯାଇଛି । ମତଦାନ ସକାଳ ୭ରୁ ସନ୍ଧ୍ର୍ୟା୫ଟା ପରିବାଟରେ ସନ୍ଧ୍ର୍ୟା ୬ଟା ପର୍ଯ୍ୟନ୍ତ ହେବଅବଶ୍ୟ, ଏହା ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ପ୍ରଯୁଜ୍ୟ ହେବ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ପାଇଁ ୭ଲକ୍ଷରୁ ଅଧିକ ହ୍ୟାଣ୍ଡସାନିଟାଇଜର, ପ୍ରାୟ ୪୬ ଲକ୍ଷ ମାସ୍କ, ୬ଲକ୍ଷପିପିଇ କିଟ୍, ୬.୭ଲକ୍ଷ ୟୁନିଟ୍ ଫେସଶିଲ୍ଡ,୨୩ଲକ୍ଷ ହ୍ୟାଣ୍ଡ ଗ୍ଲୋଭସ୍ ର ବ୍ୟବସ୍ଥାକରାଯାଇଛି ବିଶେଷ ଭାବରେ ଭୋଟରଙ୍କ ପାଇଁ୭.୨କୋଟି ଏକକ ବ୍ୟବହାର ହ୍ୟାଣ୍ଡ ଗ୍ଲୋଭସ୍ବ୍ୟବସ୍ଥା କରାଯାଇଛି । ଏହା ସହ ମତଦାନରଶେଷ ଘଣ୍ଟାରେ, କରୋନା ପୀଡିତମାନେ ସେମାନଙ୍କର ଭୋଟ୍ ଦେବାକୁ ସମର୍ଥ ହେବେ,ଯେଉଁଥିପାଇଁ ପୃଥକ ବ୍ୟବସ୍ଥା କରାଯିବ । ସାମାଜିକ ଦୂରତା କଠୋର ଭାବରେ ପାଳନକରାଯିବ ଏବଂ ମତଦାନ କେନ୍ଦ୍ରରେ ସମସ୍ତେମାସ୍କ ପିନ୍ଧିବା ଜରୁରୀ । ନିର୍ବାଚନ ଆୟୋଗର ନିଦେ୍ର୍ଦଶାବଳୀରେ ଦର୍ଶାଯାଇଛି ଯେ ଶରୀରରେଉଚ୍ଚ ତାପମାତ୍ରା ଥିବା ବ୍ୟକ୍ତିମାନେ ଭୋଟ୍ପ୍ରକ୍ରିୟାର ଶେଷ ଏକ ଘଣ୍ଟା ମଧ୍ୟରେ ଭୋଟ୍ଦେବେ ଏବଂ ଏକ ବୁଥରେ ହଜାରେରୁ ଅଧିକଭୋଟର ରହିବେ ନାହିଁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...