31 C
Bhubaneswar
Friday, October 30, 2020

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍ ପ୍ଲସ୍ର ଶୁଭାରମ୍ଭ ଘୋଷଣାକରାଯାଇଛି । ନୂତନ ଭାବେ ଉନ୍ମୋଚିତ ଏହିପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛିଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତିକ୍ଷେତ୍ରରେ ଉକ୍ରୃଷ୍ଟ ସେବା ପ୍ରଦାନ କରିବା ।ଏ ସମ୍ପର୍କରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି,ନିଦେ୍ର୍ଦଶକ, ଜିଓ କହିଛନ୍ତି ଯେ, ନ୍ତଜିଓପୋଷ୍ଟପେଡ୍ ପ୍ଲସ୍କୁ ଉନ୍ମୋଚନ କରିବା ପାଇଁବର୍ତ୍ତମାନ ହେଉଛି ସବୁଠାରୁ ଭଲ ସୁଯୋଗ ଓସମ୍ଭାବନାଭରା ସମୟ । ପ୍ରିପେଡ୍ ସ୍ମାର୍ଟଫୋନ୍ବର୍ଗରେ ପ୍ରାୟ ୪୦ କୋଟି ସନ୍ତୁଷ୍ଟ ଗ୍ରାହକଙ୍କବିଶ୍ୱାସ ଜିତିବା ପରେ, ଆମେ ଆମର ଗ୍ରାହକପସନ୍ଦକୁ ପୋଷ୍ଟପେଡ୍ ବର୍ଗକୁ ସଂପ୍ରସାରିତକରିବାକୁ ଚାହୁଛୁ ।

ପ୍ରତିଟି ପୋଷ୍ଟପେଡ୍ ଗ୍ରାହକଙ୍କଆବଶ୍ୟକତାକୁ ନଜରରେ ରଖି ଜିଓ ପୋଷ୍ଟପେଡ୍ପ୍ଲସ୍କୁ ଅତି ସୂକ୍ଷ୍ମ ଭାବେ ଡିଜାଇନ୍ ଓ ପ୍ରସ୍ତୁତକରାଯାଇଛି । ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣାତ୍ମକମାନର ସଂଯୋଗ, ସୀମାହୀନ ପ୍ରିମିୟମ୍ମନୋରଂଜନ ଉପଲବ୍ଧତା, ନିରବଚ୍ଛିନ୍ନ ଓ ସୁଲଭଆନ୍ତର୍ଜାତିକ ରୋମିଂ, ସଦ୍ୟତମ ଓ ଅଭିନବସୁବିଧା ସୁଯୋଗ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛିଅନନ୍ୟ ଗ୍ରାହକ ଅନୁଭୂତି ଭଳି ଆବଶ୍ୟକତାକୁଏହା ପୂରଣ କରୁଛି । ଆମେ ଏକ ସୁବର୍ଣ୍ଣ ମାନରସେବା ଅନୁଭୂତି ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛୁଏବଂ ଆମେ ଆଶା କରୁଛୁ ଯେ ଭାରତର ପ୍ରତିଟିପୋଷ୍ଟ୍ପେଡ୍ ବ୍ୟବହାରକାରୀ । ଉପଭୋକ୍ତାଏହାର ପୂର୍ଣ୍ଣ ବ୍ୟବହାର କରିବେ ।”ଜିଓ ପୋଷ୍ଟପେଡ୍ ପ୍ଲସ୍ର ଗ୍ରାହକମାନେ ପାଇବେଏଣ୍ଟରଟେନ୍ମେଣ୍ଟ୍ ପ୍ଲସ୍, ଫିଚର୍ସ ପ୍ଲସ୍,ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର ।

ଏଣ୍ଟରଟେନ୍ମେଣ୍ଟ୍ ପ୍ଲସ୍ରେ ନେଟ୍ଫ୍ଲିକ୍ସ,ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍ଷ୍ଟାର୍ରସବ୍ସ୍କ୍ରିପ୍ସନ୍ ଓ ଜିଓ ଆପ୍ଗୁଡ଼ିକ ସହିତ ୬୫୦ରୁଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଭିଡିଓ କଣ୍ଟେଟ୍,୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ରଉପଲବ୍ଧ ହେବ । ଫିଚର୍ସ ପ୍ଲସ୍ରେ ପ୍ରତି ସଂଯୋଗପିଛା ମାତ୍ର ୨୫୦ ଟଙ୍କାରେ ସାରା ପରିବାରପାଇଁ ଫାମିଲି ପ୍ଲାନ୍, ୫୦୦ ଜିବି ପର୍ଯ୍ୟନ୍ତ ଡାଟାରୋଲ୍ଓଭର୍ ଅର୍ଥାତ ବଳକା ଡାଟା ପରବର୍ତ୍ତୀମାସକୁ ସ୍ଥାନାନ୍ତରଣ ଏବଂ ଭାରତ ଓ ବିଦେଶରେୱାଇ-ଫାଇ କଲିଂ ସୁବିଧା ମିଳିବ ।ଇଣ୍ଟରନ୍ୟାସନାଲ୍ ପ୍ଲସ୍ରେ ବିଦେଶକୁ ଯାତ୍ରାକରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରଥମଧରଣର ବିମାନ ଭିତରେ ସଂଯୋଗ ଉପଲବ୍ଧହେବ । ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେମାଗଣାରେ ଆନ୍ତର୍ଜାତିକ ରୋମିଂ ସୁବିଧା,ଆନ୍ତର୍ଜାତିକ ରୋମିଂରେ ଥିବା ବେଳେ ଭାରତକୁ୧ ଟଙ୍କାରେ କଲ୍ କରିବା ସୁବିଧା ଏବଂ ମିନିଟ୍ପିଛା ୫୦ ପଇସାରୁ ଆରମ୍ଭ କରି ଆନ୍ତର୍ଜାତିକକଲ୍ କରିବାର ସୁବିଧା ମିଳିବ । ଏକ୍ସପେରିଏନ୍ସପ୍ଲସ୍ରେ ଜିଓରେ ପୁରୁଣା କ୍ରେଡିଟ୍ ଲିମିଟ୍ ଜାରିରହିବ ଏବଂ ସମାନ ନମ୍ବର ରହିବ, କୌଣସିଅପେକ୍ଷା ସମୟ ରହିବ ନାହିଁ । ଏଥି ସହିତ ମାଗଣାହୋମ୍ ଡେଲିଭରି ଓ ଆକ୍ଟିଭେସନ୍ ଏବଂ ପ୍ରିମିୟମ୍କଲ୍ ସେଂଟର ସେବା ଉପଲବ୍ଧ ହେବ ।ଜିଓ ପୋଷ୍ଟପେଡ୍ ସ୍ଳସ୍ରେ ଟାରିଫ୍ ପ୍ଲାନ୍ ୩୯୯ଟଙ୍କାରୁ ଆରମ୍ଭ ହେଉଛିି ।

ଗ୍ରାହକମାନଙ୍କ ପାଇଁ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା,୯୯୯ ଟଙ୍କା ଓ ୧୪୯୯ ଟଙ୍କିଆ ଟାରିଫ୍ ପ୍ଲାନ୍ଘୋଷଣା କରାଯାଇଛି । ୩୯୯ ଟଙ୍କିଆ ପ୍ଲାନ୍ରେ୭୫ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ଓ ଏସ୍ଏମ୍ଏସ୍ ସେବା, ନେଟ୍ଫ୍ଲିକ୍ସ, ଆମାଜନ୍ପ୍ରାଇମ୍, ଡିଜ୍ନି-ପ୍ଲସ୍ ହଟ୍ଷ୍ଟାର୍ ଭିଆଇପିସବ୍ସ୍କ୍ରିପ୍ସନ୍ ଏବଂ ୨୦୦ ଜିବି ପର୍ଯ୍ୟନ୍ତ ଡାଟାରୋଲ୍ଓଭର୍ ସୁବିଧା ମିଳିବ । ୫୯୯ ଟଙ୍କିଆପ୍ଲାନ୍ରେ ୧୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତଭଏସ୍ କଲ୍ ଓ ଏସ୍ଏମ୍ଏସ୍, ନେଟ୍ଫ୍ଲିକ୍ସ,ଆମାଜନ୍ ପ୍ରାଇମ୍, ଡିଜ୍ନି-ପ୍ଲସ୍ ହଟ୍ଷ୍ଟାର୍ଭିଆଇପି ସବ୍ସ୍କ୍ରିପ୍ସନ୍, ୨୦୦ ଜିବି ପର୍ଯ୍ୟନ୍ତଡାଟା ରୋଲ୍ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା୧ଟି ଅତିରିକ୍ତ ସିମ୍ ମିଳିବ । ସେହିପରି, ୭୯୯ଟଙ୍କିଆ ପ୍ଲାନ୍ରେ ୧୫୦ ଜିବି ହାଇସ୍ପିଡ୍ ଡାଟା,ଅସୀମିତ ଭଏସ୍ କଲ୍ ଓ ଏସ୍ଏମ୍ଏସ୍,ନେଟ୍ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ଡିଜ୍ନି ପ୍ଲସ୍ହଟ୍ଷ୍ଟାର୍ ଭିଆଇପି ସବ୍ସ୍କ୍ରିପ୍ସନ୍, ୫୦୦ ଜିବିପର୍ଯ୍ୟନ୍ତ ଡାଟା ରୋଲ୍ଓଭର୍ ଓ ଫାମିଲି ପ୍ଲାନ୍ରହିଥିବା ୨ଟି ଅତିରିକ୍ତ ସିମ୍ ମିଳିବ ।

୯୯୯ଟଙ୍କିଆ ପ୍ଲାନ୍ରେ ୨୦୦ ଜିବି ହାଇସ୍ପିଡ୍ ଡାଟା,ଅସୀମିତ ଭଏସ୍ କଲ୍ ଓ ଏସ୍ଏମ୍ଏସ୍,ନେଟ୍ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ଡିଜ୍ନି ପ୍ଲସ୍ହଟ୍ଷ୍ଟାର୍ ଭିଆଇପି ସବ୍ସ୍କ୍ରିପ୍ସନ୍, ୫୦୦ ଜିବିପର୍ଯ୍ୟନ୍ତ ଡାଟା ରୋଲ୍ଓଭର୍ ଓ ଫାମିଲି ପ୍ଲାନ୍ରହିଥିବା ୩ଟି ଅତିରିକ୍ତ ସିମ୍ ମିଳିବ । ୧୪୯୯ଟଙ୍କିଆ ପ୍ଲାନ୍ରେ ୩୦୦ ଜିବି ହାଇସ୍ପିଡ୍ ଡାଟା,ଅସୀମିତ ଭଏସ୍ କଲ୍ ଓ ଏସ୍ଏମ୍ଏସ୍, ନେଟ୍ଫ୍ଲିକ୍ସ,ଆମାଜନ୍ ପ୍ରାଇମ୍, ଡିଜ୍ନି ପ୍ଲସ୍ ହଟ୍ଷ୍ଟାର୍ ଭିଆଇପିସବ୍ସ୍କ୍ରିପ୍ସନ୍, ୫୦୦ ଜିବି ପର୍ଯ୍ୟନ୍ତ ଡାଟାରୋଲ୍ଓଭର୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓୟୁଏଇରେ ଅସୀମିତ ଡାଟା ଓ ଭଏସ୍ ସେବାମିଳିବ । ଜିଓ ପୋଷ୍ଟ୍ପେଡ୍ ପ୍ଲସ୍ରେ ସାମିଲ ହେବାକୁଚାହୁଥିବା ଦେଶର ପୋଷ୍ଟପେଡ୍ ଗ୍ରାହକମାନେନ୍ତଐସ’ ଲେଖି ହ୍ୱାଟ୍ସ୍ଆପ୍ରେ ୮୮-୫୦୧-୮୮-୫୦୧କୁ ପଠାଇବାକୁ ହେବ । ତାଙ୍କ ନିଜଅପରେଟରଙ୍କ ପାଖରେ ଥିବା କ୍ରେଡିଟ୍ ଲିମିଟ୍ ଜାରିରହିବ ।

ଜିଓ ଡଟ୍ କମ୍/ପୋଷ୍ଟପେଡ୍ ପରିଦର୍ଶନକରି କିମ୍ବା ୧୮୦୦ ୮୮ ୯୯ ୮୮ ୯୯କୁକଲ୍ କରି କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍ ଅଥବାରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ରୁ ନିଜର ଓ ନିଜପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ ସିମ୍ରହୋମ୍ ଡେଲିଭରି ପାଇପାରିବେ । ମାଇଁଜିଓ ଆପ୍ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ ଫାମିଲିରେନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ ଯୋଡ଼ନ୍ତୁ ।ଜିଓପୋଷ୍ଟପ୍ଡେ୍ ପ୍ଲସ୍ରେ ସାମିଲ ହେବାକୁଚାହୁଥିବା ପ୍ରିପେଡ୍ ଗ୍ରାହକମାନେ ଜିଓ ଡଟ୍କମ୍/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା୧୮୦୦ ୮୮ ୯୯ ୮୮ ୯୯କୁ କଲ୍ କରିକିମ୍ବା ନିକଟସ୍ଥ ଜିଓ ଷ୍ଟୋର୍,/ରିଲାଏନ୍ସଡିଜିଟାଲ୍ ଷ୍ଟୋର୍, ରୁ ନିଜର ଓ ନିଜପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ସିମ୍ର ହୋମ୍ ଡେଲିଭରି ପାଇପାରିବେ ।୧୦୦% ଫେରସ୍ତଯୋଗ୍ୟ (ଯଦି ପ୍ରଯୁର୍ଯ୍ୟ)କ୍ରେଡିଟ୍ ଲିମିଟ୍କୁ ଅନ୍ଲକ୍ କରନ୍ତୁ । ମାଇଁଜିଓଆପ୍ ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ଫାମିଲିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁଯୋଡ଼ନ୍ତୁ । ଜିଓ ଷ୍ଟୋର୍ ଓ ହୋମ୍ ଡେଲିଭରିଜରିଆରେ ସେପ୍ଟେମ୍ବର ୨୪ରୁ ଜିଓପୋଷ୍ଟପେଡ୍ ପ୍ଲସ୍ ଉପଲବ୍ଧ ହେବ । ଜିଓପୋଷ୍ଟପେଡ୍ ପ୍ଲସ୍ ବିଷୟରେ ଅଧିବ ବିବରଣୀଜାଣିବା ଲାଗି ପରିଦର୍ଶନ କରନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...