31 C
Bhubaneswar
Friday, October 30, 2020

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ ବୈଠକରେ ଉଦ୍ବେଗପ୍ରକାଶ ପାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାକାର୍ଯ୍ୟାଳୟରେ ଆହୂତ ଏକ ଜରୁରୀବୈଠକ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁରୋକିବା ଓ ସଂକ୍ରମିତଙ୍କୁ ସୁସ୍ଥ କରାଯିବାକ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳକେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେପରିଚାଳିତ ସମସ୍ତ କରୋନା ଯୋଦ୍ଧାଙ୍କପ୍ରତି ମଞ୍ଚ ପକ୍ଷରୁ ସାଧୁବାଦ ଜ୍ଞାପନକରାଯାଇଥିଲା । ଅକ୍ଟୋବର ୧ ତାରିଖକୁଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସଭାବେ ପାଳନ କରାଯାଇଥାଏ ।

ଚଳିତବର୍ଷ କରୋନା ମହାମାରୀ ଭଳି ବିପଦରମୁକାବିଲା କରିବା ସକାଶେ କେନ୍ଦ୍ର ଓରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସମସ୍ତକଟକଣା ଓ ପ୍ରତିବନ୍ଧକ ନିୟମ ଜାରିରହିଛି, ତାହାକୁ ପାଳନ କରିବା ସକାଶେଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁସହଯୋଗ କରି ଆସିଥିବା କଥାବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନେମତବ୍ୟକ୍ତ କରିଥିଲେ । ତେବେ ଜିଲ୍ଲାମହକୁମା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ଓ ଆଞ୍ଚଳିକ ସ୍ତରରେ ଥିବା ସମସ୍ତ

ବରିଷ୍ଠନାଗରିକ ମଞ୍ଚ ସୋସାଇଟି ଗୁଡ଼ିକକୋଭିଡ଼୍-୧୯ ନିୟମ ଓ ସାମାଜିକ ଦୂରତ୍ୱରକ୍ଷାକରି ବିଶ୍ୱ ବରିଷ୍ଠ ନାଗରିକ ଦିବସଟିକୁକରୋନା ମହାମାରୀ ବିରୋଧୀଜନସଚେତନତା ଦିବସ ଭାବରେ ନିଜନିଜ କ୍ଷେତ୍ରରେ ପାଳନ କରିବାକୁ ମଞ୍ଚପକ୍ଷରୁ ପରାମର୍ଶ ଦିଆଯାଇଛି । ଉକ୍ତବୈଠକରେ ମଞ୍ଚର ସାଧାରଣ ସଂପାଦକଲକ୍ଷ୍ମୀଧର ବେହେରାଙ୍କ ସମେତ ସଂପାଦକଦେବେନ୍ଦ୍ରନାଥ ଚୌଧୁରୀ, ଦାମୋଦରନାୟକ, ଦେବବ୍ରତ ପାଣିଗ୍ରାହୀ, ଆଶୀଷକୁମାର ଚକ୍ରବର୍ତ୍ତୀ ପ୍ରମୁଖ ଆଲୋଚନାରେଅଂଶଗ୍ରହଣ କରିଥିଲେ । କାର୍ଯ୍ୟାଳୟସଂଯୋଜକ ମଧୁସୂଦନ ଜେନା ଧନ୍ୟବାଦଜ୍ଞାପନ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...