31 C
Bhubaneswar
Friday, October 30, 2020

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ ଉଦ୍ୟମ ଜାରିରହିଛି । ଜିଲ୍ଲାପାଳ ସନତ କୁମାରମହାନ୍ତି ଓ ଗଞ୍ଜାମ ଜିଲ୍ଲା କୋଭିଡ-୧୯ÿ ସଂକ୍ରମଣକୁ ସଫଳଭାବେସୁପରିଚାଳନା କରିଥିବା ଯୁବଆଇଏଏସ ଶ୍ରୀ ଭିଶାଲ ସିଂ ଯିଏ କିଖୋର୍ଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ(କୋଭିଡ଼)ରୂପେ ନିଯୁକ୍ତି ପାଇଛନ୍ତିତାଙ୍କ ନିଦେ୍ର୍ଦଶରେ ଟାଙ୍ଗୀ ତହସିଲଦାରଅଶ୍ୱନୀ କୁମାର ଦାସ ଅଞ୍ଚଳରେଲୋକମାନଙ୍କ ମଧ୍ୟରେ ସଚେତନତାସୃଷ୍ଟି କରିବା ସହ କୋଭିଡ଼ ନିୟମ ମାନିବାପାଇଁ କୋକୁଆଭୟ ସୃଷ୍ଟି କରିଛନ୍ତି ।ଫଳରେ ଟାଙ୍ଗୀ ତହସିଲ ଅଞ୍ଚଳରେସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବଢିଛି ।

ଜୋରିମାନା ଆଦାୟରେ ଭୟଭୀତ ହୋଇଲୋକମାନେ ସାନିଟାଇଜର, ମାସ୍କ ଓସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱଦେଉଥିବାବେଳେ ତାଙ୍କୁ ଏହି କାର୍ଯ୍ୟରେତହସିଲ କର୍ମଚାରୀ,ରାଜସ୍ୱନୀରିକ୍ଷକମାନେ ସଂପୂର୍ଣ୍ଣ ସାହାଯ୍ୟ କରୁଥିବାଦେଖିବାକୁ ମିଳିଛି । ବିଗତ କିଛି ଦିନହେବ ତହସିଲଦାର ଶ୍ରୀ ଦାସ ଓସେମାନଙ୍କ କର୍ମଚାରୀମାନେ ବିଭିନ୍ନଅଞ୍ଚଳର ଦୋକାନ,ବଜାରରେ ଅତର୍କିତଚଢଉ କରି ମାସ୍କ ପିନ୍ଧିବା, ସାମାଜିକଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜରବ୍ୟବହାରକୁ ଭୃକ୍ଷେପ କରୁଥିବାବ୍ୟକ୍ତିମାନଙ୍କ ଉପରେ କଡ଼ା ପଦକ୍ଷେପସୂରୁପ ଶତାଧିକ ଟଙ୍କା ଜୋରିମାନାକାଟିବା ଦ୍ୱାରା ସେମାନଙ୍କ ମନରେ ଭୟସଞ୍ଚାର ହୋଇଛି ଓ ଅନ୍ୟମାନେସଚେତନ ହୋଇ ଉଠୁଥିବା ଦେଖିବାକୁମିଳୁଛି ।

ଗତ ତିନିଦିନ ମଧ୍ୟରେ ୩୦ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନାହିସାବରେ ଆଦାୟକରାଯାଇଛି ।ସେହିପରି ଯେଉଁ ଅଞ୍ଚଳରେଅଧିକ ପଜେଟିଭ ସଂଖ୍ୟା ଦେଖିବାକୁମିଳୁଛି ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳଘୋଷଣ ପାଇଁ ଜିଲ୍ଲାପ୍ରଶାସନକୁଅନୁରୋଧ କରାଯାଇ ତାଙ୍କ ନିଦେ୍ର୍ଦଶରେସଟଡ଼ାଉନ ମଧ୍ୟ କରାଯାଉଥିବାକରାଯାଉଛି ।ଏହି କାର୍ଯ୍ୟରେ ସମସ୍ତରାଜସ୍ୱ ନୀରିକ୍ଷକ, ପରିଦର୍ଶକକ ଓ ସମସ୍ତତହସିଲ କର୍ମଚାରୀମାନେ ସହଯୋଗକରୁଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...