31 C
Bhubaneswar
Friday, October 30, 2020

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଭୁବନେଶ୍ୱର,୨୩ା୯: ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତୁ୍ୟ ଘଟିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହିସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେକରୋନା ଜନିତ ମୃତୁ୍ୟସଂଖ୍ୟା ୭୩୬ରେ ପହଞ୍ଚିଯାଇଛି ।ରାଜ୍ୟରେ ୨୪ ଘଣ୍ଟାରେ ରେକର୍ଡ୪୨୩୭ ନୂଆ କରୋନା ସଂକ୍ରମଣ ମାମଲାଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୫୨ ଟିସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୮୫ ଟିମାମଲା କ୍ୱ୍ାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।ଫଳରେ ରାଜ୍ୟର ମୋଟ କରୋନା ସଂକ୍ରମଣମାମଲା ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ରେପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣଙ୍କସମେତ ରାଜ୍ୟରୁ ଆଜି ୪,୦୫୨ ଜଣକରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୭ହଜାର ୨୬୫ରେ ପହଞ୍ଚôଛି ।

ରାଜ୍ୟରେ ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା୧୫ ଛୁଇଁଥିବା ବେଳେ ଭୁବନେଶ୍ୱରରୁ ସର୍ବାଧିକ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରର୪ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୨, ୩୫, ୪୨ ଓ ୭୦ବର୍ଷ । ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣଲେଖାଏଁଙ୍କ ମୃତୁ୍ୟ ଘଟିଛି । କଟକ, ବାଲେଶ୍ୱ୍ର,ନୟାଗଡ଼ ଓ ନୂଆପଢ଼ା ଜିଲ୍ଲାରୁ ଜଣେ ଲେଖାଏଁଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାବ୍ୟତୀତ ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରିରୁ ମଧ୍ୟଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣହରାଇଛନ୍ତି । ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେକରୋନା ମୃତ୍ୟୁସଂଖ୍ୟା ୧୧୦ରେ ପହଞ୍ଚିଯାଇଥିବା ବେଳେ କଟକରେ ୬୦ ହୋଇଛି ।ସେହିପରି ବାଲେଶ୍ୱରରେ ମୃତ୍ୟୁସଂଖ୍ୟା ୨୦ରେପହଞ୍ଚିଥିବା ବେଳେ ଢେଙ୍କାନାଳରେ ୩,କନ୍ଧମାଳରେ ୨୦, ମାଲକାନଗିରିରେ ୧୧,ମୟୂରଭଞ୍ଜରେ ୧୭, ନୟାଗଡ଼ରେ ୧୯ ଓପୁରୀରେ ୪୦ ହୋଇଛି । ସେହିପରି ନୂଆପଡାରେ କରୋନା ନେଇଛି ପ୍ରଥମ ଜୀବନ ।ଖୋର୍ଦ୍ଧାରୁ ସର୍ବାଧିକ ୬୪୭ଟି ଓ କଟକଜିଲ୍ଲାରୁ ୫୭୭ ଟି ମାମଲା ରହିଛି ।

ସେହିପରିପୁରୀରୁ ୨୧୯ଟି, ଯାଜପୁରରୁ ୨୦୧ଟି,ଜଗତସିଂହପୁରରୁ ୧୭୩, କେନ୍ଦ୍ରାପଡ଼ରୁ୧୪୮ଟି, ବରଗଡ଼ରୁ ୧୨୧, ବାଲେଶ୍ୱରରୁ୧୬୧, ଅନୁଗୁଳରୁ ୧୧୦ଟି, ମୟୁରଭଞ୍ଜରୁ୧୩୯, ଝାରସୁଗୁଡ଼ÿାରୁ ୨୦୫, ନୂଆପଡ଼ରୁ୧୧୫, ସମ୍ବଲପୁରରୁ ୧୧୧, ବଲାଙ୍ଗୀରରୁ ୬୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୪୨ଟି, ନବରଙ୍ଗପୁରରୁ ୭୦ଟି,କୋରାପୁଟରୁ ୮୯ଟି, ରାୟଗଢ଼ାରୁ ୫୧ଟି,ସୋନପୁରରୁ ୧୩୧ଟି, ଭଦ୍ରକରୁ ୧୩୬ଟି,ଗଂଜାମରୁ ୭୧ଟି, ଗଜପତିରୁ ୪୨ଟି,ନୟାଗଡ଼ÿରୁ ୫୦ଟି, ସୁନ୍ଦରଗଡ଼ÿରୁ ୧୦୧ଟି,ଢେଙ୍କାନାଳରୁ ୭୦ଟି, ମାଲକାନିଗିରିରୁ ୪୪ଟି,ଦେବଗଢ଼ରୁ ୨୨ଟି ମାମଲା ଚିହ୍ନଟ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣ ଓ କଟକଜିଲ୍ଲାରୁ ୩୭୮ ଜଣ କରୋନା ଅ ।କ୍ରାନ୍ତ ସୁସ୍ଥହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୧୮୨ ଜଣ,ପୁରୀ ଜିଲ୍ଲାରୁ ୧୮୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୪ ଜଣ, ଯାଜପୁର ଜିଲ୍ଲାରୁ ୧୫୨ଜଣ, ଝାରସୁଗୁଡ଼ÿା ଜିଲ୍ଲାରୁ ୧୫୦ ଜଣ,ରାୟଗଡ଼ ଜିଲ୍ଲାରୁ ୧୪୬ ଜଣ, ମୟୂରଭଞ୍ଜଜିଲ୍ଲାରୁ ୧୩୮ ଜଣ, କେନ୍ଦ୍ରାପଢ଼ା ଜିଲ୍ଲାରୁ୧୨୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୮ ଜଣ,ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୬ ଜଣ, ଅନୁଗୁଳଜିଲ୍ଲାରୁ ୧୨୨ ଜଣ, ନୂଅ ।ପଢ଼ା ଜିଲ୍ଲାରୁ ୧୨୧ଜଣ, ବାଲେଶ୍ର ଜିଲ୍ଲାରୁ ୧୧୧ ଜଣ ଓନବରଂଗପୁର ଜିଲ୍ଲାରୁ ୧୦୧ ଜଣ କରୋନାଅ।କ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଢ଼ଜିଲ୍ଲାରୁ ୯୭ ଜଣ, କେରାପୁଟ ଜିଲ୍ଲାରୁ ୯୧ ଜଣ,କେନ୍ଦୁଝର ଜିଲ୍ଲାରୁ ୮୩ ଜଣ, କଳାହାଣ୍ଡି ଜିଲ୍ଲାରୁ୭୯ ଜଣ, କନ୍ଧମାଳ ଜିଲ୍ଲାରୁ ୭୨ ଜଣ,ଢେଙ୍କାନାଳ ଜିଲ୍ଲାରୁ ୭୧ ଜଣ, ଭଦ୍ରକ ଜିଲ୍ଲାରୁ୬୫ ଜଣ, ଗଞ୍ଜାମ ଜିଲ୍ଲାରୁ ୫୫ ଜଣ, ନୟାଗଡ଼।ଜିଲ୍ଲାରୁ ୪୫ ଜଣ, ବଲାଂଗୀର ଜିଲ୍ଲାରୁ ୪୪ ଜଣ,ମାଲକାନଗିରି ଜିଲ୍ଲାରୁ ୩୬ ଜଣ, ଦେବଗଡ଼।ଜିଲ୍ଲାରୁ ୨୦ ଜଣ, ବୌଦ୍ଧ ଜିଲ୍ଲାରୁ ୧୭ ଜଣ,ଗଜପତି ଜିଲ୍ଲାରୁ ୧୫ ଜଣ ଓ ରାଜ୍ୟ ପୁଲରୁ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...