31 C
Bhubaneswar
Friday, October 30, 2020

ବଲିଉଡର ୪ଜଣ ନାମିଦାମୀ ଅଭିନେତ୍ରୀ ଫସିଲେ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ନୁଆଦିଲ୍ଲୀ,୨୩ା୯: ସୁଶାନ୍ତ ସିଂହ ମୃତୁ୍ୟ ମାମଲାରେ ଡ୍ରଗ୍ସକନେକ୍ସନ ସାମ୍ନାକୁ ଆସିବା ପରଠୁ ଅବୈଧଡ୍ରଗ୍ସ ସେବନ ଓ ନିଶା କାରବାରରେ ବଲିଉଡର ଅନେକ ନାମିଦାମୀ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ଏହି ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ବଲିଉଡ୍ ଡ୍ରଗ୍ସ ଲିଙ୍କ୍ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ଡ୍ରଗ୍ସ ଚାଟ୍ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ୨୦୧୭ର ଏକ ଡ୍ରଗ୍ସ ପାର୍ଟିରଭିଡିଓ, ଦୀପିକା ପାଦୁକୋନଙ୍କୁ ଅଡୁଆରେ ଛନ୍ଦି ଦେଇଛି ।

ଆଉ, ଆଜି ଦୀପିକା ପାଦୁକୋନଙ୍କୁ ସମନ୍ କରିଛି ନାରକୋଟିକ୍ସକଣ୍ଟ୍ରୋଲ୍ ବୁ୍ୟରୋ । ଦୀପିକା, ସାରା ଅଲ୍ଲିଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲପ୍ରୀତ ସିଂଙ୍କସମେତ ୭ ଜଣଙ୍କୁ ସମନ୍ କରିଛିଏନସିବି ।ଫିଲ୍ମ ପରଦାରେ ନଜର ଆସୁଥିବା ଦୃଶ୍ୟ ଦର୍ଶକଙ୍କୁ ଆମୋଦିତ କରିପାରେ,କିନ୍ତୁ ଦୃଶ୍ୟ ସହ ସାମାଞ୍ଜସ୍ୟ ରଖୁଥିବା ଘଟଣା ଯେତେବେଳେ ବାସ୍ତବ ଜୀବନ ସହଯୋଡ଼ି ହୋଇଯାଏ ଏବଂ ନିଶା କାରବାର ସହ ସଂପୃକ୍ତ ଥାଏ, ତେବେ ତାହା ବଡ଼ ସମସ୍ୟା ହୋଇଯାଏ ।

ଯାହା ଅବିକଲ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ଷେତ୍ରରେ ଘଟିଛି ।ସୂତ୍ର ଅନୁଯାୟୀ ସେପ୍ଟେମ୍ବର ୨୫ରେଜେରା ପାଇଁ ଏନସିବି ଦୀପିକା ପାଦୁକୋନଙ୍କୁ ଡକାଇଛି । ଅପରପକ୍ଷେ ରକୁଲ ପ୍ରୀତସିଂହଙ୍କୁ ସେପ୍ଟେମ୍ବର ୨୪ରେ ହାଜର ହେବାକୁ କୁହାଯାଇଛି । ଏନସିବି ଆଜିଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାପ୍ରକାଶ ଓ କ୍ୱାନ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟର ସିଇଓ ଧ୍ରୁବଚିତ ଗୋପେକରଙ୍କ ମଧ୍ୟ ତଲବ କରିଥିଲା ହେଲେ ସ୍ୱାସ୍ଥ୍ୟବସ୍ଥା କାରଣ ଦର୍ଶାଇ ସେଏଜେନ୍ସି ସମ୍ମୁଖରେ ହାଜର ହୋଇନଥିଲେ ।

ବଲିଉଡର ‘ବଦନାମ’ କାହାଣୀ ଡ୍ରଗ୍ସଫାଶରେ ସାରା, ଶ୍ରଦ୍ଧା ଓ ରକୁଲ ଦୀପିକା ପାଦୁକୋନଙ୍କ ସମେତ ସୈଫଅଲ୍ଲୀ ଖାନଙ୍କଝିଅ ତଥା ବଲିଉଡ ଅଭିନେତ୍ରୀ ସାରା ଅଲ୍ଲିଖାନ୍, ଶକ୍ତି କପୁରଙ୍କ ଝିଅ ତଥା ଯୁବ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ସାଉଥସୁପର ଷ୍ଟାର ରକୁଲପ୍ରୀତ ସିଂଙ୍କ ସମେତ୭ ଜଣଙ୍କୁ ନିଶା କାରବାର ଘଟଣାରେ ସମନ୍ କରିଛି ଏନସିବି ଗୁରୁବାର ରକୁଲପ୍ରୀତ ସିଂ ଏବଂ ସିମନ୍ ଖମ୍ବାଟାଙ୍କୁଏନସିବିରେ ହାଜର ହେବା ପାଇଁ ସମନ୍କରା ଯାଇଥିବା ବେଳେ ଆସନ୍ତା ୨୫ତାରିଖରେ ଦୀପିକା ପାଦୁକୋନ ଏବଂ ୨୬ତାରିଖରେ ସାରା ଅଲ୍ଲିଖାନ୍ ଏବଂ ଶ୍ରଦ୍ଧାକପୁରଙ୍କୁ ହାଜର ହେବା ପାଇଁ ସମନ୍କରାଯାଇଛି । ବଡ଼ କଥା ହେଉଛି ବଲିଉଡଡ୍ରଗ୍ସ କନକ୍ସେନ୍ ମାମଲାରେ ବର୍ତମାନ ସୁଦ୍ଧା୧୮ ଜଣଙ୍କୁ ଗିରଫ କରାଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...