25 C
Bhubaneswar
Thursday, October 22, 2020

ଜୁଆ ଆଡା ଉପରେ ଚଡାଉ

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଡେଲାଙ୍ଗ, ୨୨/୯ : ଡେଲାଙ୍ଗପୋଲିସ ସୋମବାର ରାତିରେ ଏକଜୁଆ ଆଡା ଉପରେ ଚଡାଉ କରିଛି । ସେଠାରୁ ଟଙ୍କା,ଗାଡି. ମୋବାଇଲିଜବତ କରିବା ସହ ସାତ ଜଣଙ୍କୁଗିରଫ କରିଥିବା ସୁଚନା ମିିଳିଛି ।ସୁଚନା ଯୋଗ୍ୟ ଯେ ଶ୍ରୀପୁରୁଷତମପୁରପଂଚାୟତ ଅଧିନସ୍ଥ କୁଞ୍ଜର ଗ୍ରାମନିକଟରେ ଥିବା ତି୍ରନାଥ ମନ୍ଦିର ଠାରେଜୁଆ ଖେଳାଯାଉଥିବା ନେଇ ଡେଲାଙ୍ଗପୁଲିସକୁ ବିଶେଷ ସୁତ୍ରରୁ ଖବରମିଳିଥିଲା । । ଖବର ପାଇ ଡେଲାଙ୍ଗଥାନା ଅଧିକାରୀ ରଶ୍ମି ରଞ୍ଜନପ…ନାୟକ ଙ୍କ ସମେତ ସଦଳବଳ ଉକ୍ତସ୍ଥାନରେ ଚଡାଉ କରିଥିଲେ ।

ସେଠାରୁ୭ଜଣ ଙ୍କୁ ଗିରଫ କରିବା ସହିତସେମାନଙ୍କ ଠାରୁ ନଗଦ୧୪ ହଜାର୫ଶହ ଟଙ୍କା, ୨ ପ୍ୟାକେଟ ତାସ ମୁଠା,ଗୋଟିଏ ଟର୍ଚ୍ଚ ଲାଇଟି, ୬ଟିମୋବାଇଲି, ୭ଟି ମଟର ସାଇକେଲସହିତ ମହମବତୀ ଓ ଡିଆସିଲ ପୁଡା,ଗୋଟିଏ ପଲିଥିନି ଡେଲାଙ୍ଗ ପୁଲିସଜବତ କରିଛି । ହାଟଫାଣ୍ଡି ଅଧିକାରୀଗଙ୍ଗାଧର ସାହୁଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାରେକେସନଂ ୧୩୭/ ୨୦୨୦ ରେ ଏକ ମାମଲା ରୁଜୁକରାଯାଇ ସାତଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସେମାନେ ହେଲେ ଡେଲାଙ୍ଗ ଥାନା ଗୁଆଳିପଡା ପଂଚାୟତହୁମର ଗ୍ରାମର ୧. ଭାସ୍କର ନାୟକ ଓରଫ ଭାସିଆ(୫୦)୨.ପୁରୀ ସଦର ଥାନା ଅଂଚଳର ମାର୍କଣ୍ଡେଶ୍ୱର ମଧୁବନଲେନର ଲୁଲୁ ପାତ୍ର (୪୫) ୩.ଡେଲାଙ୍ଗ ଗୁଆଚୌକାରସମିର ସାହୁ (୩୫) ୪. ସାକ୍ଷୀଗୋପାଳର ମହାମାୟାସାହିରଗୌତମ ବରାଳ (୪୦) ୫. ପିପିଲିର ବନ୍ତଳସିଂହଗ୍ରାମରସୁକାନ୍ତ ସ୍ୱାଇଁ ( ୩୫) ୬. ପିପିଲି ଥାନା ଘାସିଆର ଦୁଶାସନସ୍ୱାଇଁ ( ୩୫) ୭. ପୁରୀ ମାର୍କେଣ୍ଡଶ୍ୱର ଦୋଳବେଦୀସାହିର ପୁରୁଷୋତମ ଓରଫ ବାନାମ୍ବର ଦାସ ହୋଇଥିବାଥାନା ଅଧିକାରୀ ଶ୍ରୀ ପ…ନାୟକଙ୍କ ଠାରୁ ପ୍ରକାଶ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...