26 C
Bhubaneswar
Wednesday, October 21, 2020

ଥମୁନି କରୋନା ତାତି

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଭୁବନେଶ୍ୱର: ଆଜି ରାଜ୍ୟରେ ୪୧୮୯ ଜଣ କରୋନାପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତର ସଙ୍ଗରୋଧ କେନ୍ଦ୍ରରୁ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ହଜାର ୩୧୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି । କରୋନାରେ ପୁଣି ୧୧ଜଣଙ୍କ ମୃତ୍ୟୁ ଘଟିଛି ।ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁବୃଦ୍ଧି ପାଇଛି ।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୫୮୬ଜଣ ପଜିଟିଭ୍ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୮୩, ଗଞ୍ଜାମଜିଲ୍ଲାରୁ ୩୫, ବଲାଙ୍ଗୀର ଜିଲ୍ଲାରୁ ୧୧୪, ବାଲେଶ୍ୱର ଜିଲ୍ଲାରୁ୧୫୦, କୋରାପୁଟ ଜିଲ୍ଲାରୁ ୬୩, ଭଦ୍ରକ ଜିଲ୍ଲାରୁ ୩୪, ରାୟଗଡ଼ାଜିଲ୍ଲାରୁ ୨୯, ପୁରୀ ଜିଲ୍ଲାରୁ ୨୬୫, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୧,ଜଗତସିଂହପୁର ଜିଲ୍ଲାରୁ ୧୦୪, ସମ୍ବଲପୁର ଜିଲ୍ଲାରୁ ୧୧୩,କଳାହାଣ୍ଡି ଜିଲ୍ଲାରୁ ୧୦୫, ଯାଜପୁର ଜିଲ୍ଲାରୁ ୧୮୭, କନ୍ଧମାଳଜିଲ୍ଲାରୁ ୭୪, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୬, ମାଲକାନଗିରି ଜିଲ୍ଲାରୁ୭୨, ଗଜପତି ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୧୭୪ ,ଝାରସୁଗୁଡ଼ା ଜିଲ୍ଲାରୁ ୮୪, ଢେଙ୍କାନାଳ ଜିଲ୍ଲାରୁ ୫୪, ନବରଙ୍ଗପୁରଜିଲ୍ଲାରୁ ୭୫, କେନ୍ଦୁଝର ଜିଲ୍ଲାରୁ ୩୩, ସୁବର୍ଣ୍ଣପୁର ଜିଲ୍ଲାରୁ ୯୦,ଅନୁଗୁଳ ଜିଲ୍ଲାରୁ ୧୦୭, ବରଗଡ଼ ଜିଲ୍ଲାରୁ ୧୨୮, ନୂଆପଡ଼ାଜିଲ୍ଲାରୁ ୫୬, ଦେବଗଡ଼ରୁ ୧୨ ଓ ବୌଦ୍ଧ ଜିଲ୍ଲାରୁ ୧୧୪ ଜଣକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାଛଡ଼ା ଷ୍ଟେଟ୍ ପୁଲରୁ୨୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।ରାଜ୍ୟରେ ଆଜି ଯେଉଁ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି,ସେଥିମଧ୍ୟରେ ବାଲେଶ୍ୱର, ବଲାଙ୍ଗୀର, ମାଲକାନଗିରି ଓ ଗଞ୍ଜାମରୁ୨ଜଣ ଲେଖାଏଁ ଥିବା ବେଳେ ପୁରୀ, ଭୁବନେଶ୍ୱର ଓ ଭଦ୍ରକରୁଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି । ଏମାନେ ସମସ୍ତେକୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣକରିଛନ୍ତି ।ବାଲେଶ୍ୱରର ଯେଉଁ ୨ ମୃତକ ଅଛନ୍ତି, ସେମାନଙ୍କ ମଧ୍ୟରେଜଣେ ୬୦ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୦ ବର୍ଷ ବୟସ୍କାମହିଳା ଅଛନ୍ତି । ବଲାଙ୍ଗୀର ଜିଲ୍ଲାର ଯେଉଁ ଦୁଇ କରୋନା ସଂକ୍ରମିତ ମୃତକ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟସ୍କପୁରୁଷ ଓ ଜଣେ ୪୨ ବର୍ଷ ବୟସ୍କା ମହିଳା ଅଛନ୍ତି । ଗଞ୍ଜାମରଦୁଇ ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୭୦ ଓ ୭୭ ବର୍ଷୟ ଠିକ୍ ସେହିପରି ମାଲକାନଗିରିର ଦୁଇ ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୪୦ ଓ ୫୪ବର୍ଷ । ଅପରପକ୍ଷରେ ପୁରୀ, ଭଦ୍ରକ ଓ ଭୁବନେଶ୍ୱରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୫୧, ୬୮ ଓ ୯୦ ବର୍ଷ ।ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା । ଗତ କିଛି ଦିନହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହୋଇଛି । ଗତ ୨୪ଘଣ୍ଟାରେରାଜ୍ୟରେ ୪୫,୬୭୬ କରୋନା ନମୁନା ପରୀକ୍ଷା କରାଯାଇଛି । ଏହି ନମୁନା ପରୀକ୍ଷାଆରଟିପିସିଆର୍, ଅ ।ଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି ।

ଏଥିମଧ୍ୟରୁ୭,୮୯୯ଟି ଆରଟିପିସିଆର ଏବଂ ୩୭,୬୪୯ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍ରେ ୧୨୮ଟି କରୋନା ନମୁନା ପରୀକ୍ଷା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏଯାବତ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୭୧୦ଥିବା ବେଳେ ଖୋର୍ଦ୍ଧାରେ ୩୨,୧୫୩, କଟକରେ ୧୭,୨୧୫,ଗଜପତିରେ ୩୩୬୯, ଯାଜପୁରରେ ୭୧୫୪, ବାଲେଶ୍ୱରରେ ୬୪୯୩, ଜଗତସିଂହପୁର ଜିଲ୍ଲାରେ ୪୨୧୮, ପୁରୀରେ ୮୬୫୨,କେନ୍ଦ୍ରାପଡ଼ାରେ ୪୧୪୩, ଭଦ୍ରକ ଜିଲ୍ଲାରେ ୪୫୫୬,ସୁନ୍ଦରଗଡ଼ରେ ୬୭୪୮, ବଲାଙ୍ଗୀରରେ ୩୬୫୮, କନ୍ଧମାଳରେ ୩୭୯୦, ମୟୂରଭଞ୍ଜରେ ୬୯୩୩, କୋରାପୁଟରେ ୫୫୯୪,ନୟାଗଡ଼ରେ ୪୩୦୮, କେନ୍ଦୁଝରରେ ୩୫୦୬, ନୂଆପଡ଼ାରେ୨୨୦୩, ଝାରସୁଗୁଡ଼ାରେ ୩୫୩୧, ଢେଙ୍କାନାଳରେ ୩୧୭୫,କଳାହାଣ୍ଡିରେ ୨୭୦୯, ବରଗଡ଼ ଜିଲ୍ଲାରେ ୫୪୬୪, ଅନୁଗୁଳରେ ୨୯୫୭,ମାଲକାନଗିରିରେ ୩୨୫୫, ସମ୍ବଲପୁରରେ ୫୦୬୩, ରାୟଗଡ଼ାରେ ୬୯୪୭, ବୌଦ୍ଧରେ ୧୫୩୮, ସୋନପୁର ଜିଲ୍ଲାରେ ୨୩୯୮, ଦେବଗଡ଼ଜିଲ୍ଲାରେ ୫୧୩ ଓ ନବରଙ୍ଗପୁର ଜିଲ୍ଲାରେ ୨୯୪୬ରେ ପହଞ୍ଚିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...