23 C
Bhubaneswar
Saturday, October 31, 2020

ଗର୍ଭବତୀଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଭୁବନେଶ୍ୱର,୨୨ା୯: କରୋନା ଭାଇରସ ମହାମାରୀସଂକଟ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତର୍କତାର ସହିତଜୀବନଯାପନ କରିବାକୁ ପଡୁଛି । କିନ୍ତୁ ବରିଷ୍ଠ ନାଗରିକ,ଗର୍ଭବତୀ, ଶିଶୁ ଓ ରୋଗୀଙ୍କ ପାଇଁ ଏହା ଅ ।ହୁରି ଅଧିକ ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନୋତର କାର୍ଯ୍ୟକ୍ରମ ଜରିଆରେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତରଲୁସି ଦାସ କୁହନ୍ତି, କରୋନା ସଂକ୍ରମିତ ଗର୍ଭବତୀ ମହିଳାହୋମ ଆଇସୋଲେସନରେ ରହିପାରିବେ । କିନ୍ତୁ ସେପରିବାରର କାହାରି ସହିତ ମିଶିବେ ନାହିଁ । ବିଶେଷଜ୍ଞ ଡାକ୍ତର ଶ୍ରୀମତୀ ଦାସ କହିଛନ୍ତି, ଯଦିପରିବାରରେ ଜଣେ ଗର୍ଭବତୀ କରୋନା ପଜିଟିଭ ଚିହ୍ନଟଅଛନ୍ତି, ତଥାପି ଅନ୍ୟମାନେ ବ୍ୟସ୍ତ ନ ହୋଇ ସତର୍କତାଅବଲମ୍ବନ କରିବା ଉଚିତ ।

ସେମାନେ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷାକରିବା ଓ ବାରମ୍ବାର ହାତ ଧୋଇସତର୍କ ରହିବେ । ଶିଶୁଟିଏ ଥାଇ ଗର୍ଭବତୀ ମା’ ପଜିଟିଭଥିଲେ, ମା’ ଓ ଶିଶୁ ମଧ୍ୟରେ ଦୂରତା ରକ୍ଷା କରାଯିବାଉଚିତ । କିନ୍ତୁ ଶିଶୁକୁ ପରିବାରର ଦାୟିତ୍ୱ ସଂପନ୍ନ ବ୍ୟକ୍ତିଯତ୍ନ ନେବେ । ଗର୍ଭବତୀ ମହିଳା ଜଣକ ନିଜର ଯତ୍ନନେବେ ସ୍ୱଚ୍ଛ ରହିବେ । ଭିଟାମିନ ଯୁକ୍ତ ଖାଦ୍ୟ ଖାଇବେ ।ଗର୍ଭବତୀ ଯେଉଁ ଔଷଧ ଖାଉଛନ୍ତି ତଥା ଆଇରନ ଓକ୍ୟାଲସିୟମ ବଟିକା ଖାଇବେ । ଗର୍ଭବତୀ ହେବାର ପ୍ରଥମ ୩ ମାସ ଓ ଶେଷ ୩ମାସରେ ଅନେକ ସମସ୍ୟା ହୋଇଥାଏ । ଏହି ସମୟରେକୋଭିଡ ଆଶଙ୍କା ହେଲେ, କୋଭିଡ ହସ୍ପିଟାଲ ସହିତପରାମର୍ଶ କରାଯିବା ଦରକାର ବୋଲି ଡ. ଦାସ ପରାମର୍ଶଦେଇଛନ୍ତି ।

କୋଭିଡ ଓ ସାଧାରଣ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଅଲଗା ଅଲଗା ବ୍ୟବସ୍ଥା ରହିଛି । ଏପରିକିକୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତର ଓ ଅନ୍ୟ କର୍ମ·ରୀବ୍ୟବସ୍ଥା କରାଯାଇଛି । ତେଣୁ ଗର୍ଭବତୀ ମହିଳା ମଧ୍ୟ ର୍ନିଭୟକରି ସରକାରୀ ହସ୍ପଟାଲ ଯାଇପାରିବେ । କୋଭିଡ ପଜିଟିଭମା’ ନିଜର ଶିଶୁଙ୍କୁ କ୍ଷୀର ଖୁଆଇପାରିବେ । ନବଜାତ ଶିଶୁଯେହେତୁ ସବୁବେଳେ ମା’ ପାଖରେ ରହିଥାଏ, ମା’ଙ୍କୁକରୋନା ସତର୍କତା ଅବଲମ୍ବନ କରିବାର ଅଛି । ସାମାନ୍ୟଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତ ଧୋଇବାକୁହେବ । ଲୁଗା ସଫା ଓ ପରିଷ୍କାର ରଖିବାକୁ ହେବ ବୋଲିସେ କହିଛନ୍ତି । ଡ. ଦାସ କହିଛନ୍ତି, କୋଭିଡ ପଜିଟିଭ ମା’ର ପ୍ରସୂତୀପରେ ମା’ଙ୍କୁ ଭିଟାମିନ ଯୁକ୍ତ ଖାଇବାକୁ ଦିଅନ୍ତୁ ୟ ମା’ପାଖରେ ଛୁଆକୁ ଅଧିକ ସମୟ ରଖିବେ ନାହିଁ । ଛୁଆଟିକେବଳ ମା’ଠାରୁ କ୍ଷୀର ଖାଇବା ସମୟରେ ରହିବ ୟମୋଟାମୋଟି ଭାବେ ଛୁଆର ଯତ୍ନ ପରିବାରର ଅନ୍ୟମାନେନେବେ । କୋଭିଡରୁ ବ•ିର୍ବା ଲାଗି ଶିଶୁକୁ ମାସ୍କପିନ୍ଧାଇପାରିବା ନାହିଁ । କାରଣ ଭବିଷ୍ୟତରେ ଅସୁବିଧାହୋଇପାରେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...