26 C
Bhubaneswar
Sunday, October 25, 2020

କରୋନା କରୁଛି ଦପ୍ତର ଅଚଳ

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୨୨ା୯ : କରୋନା ସଂକ୍ରମଣ ଏବେ ରାଜ୍ୟର ସରକାରୀ ଦପ୍ତର ଗୁଡିକରେ ଖାଲିପଡିଥିବା ବାସ୍ତବ ଚିତ୍ରକୁ ଆଗକୁ ଆଣିବାରେ ଲାଗିଛିା କରୋନା ସଂକ୍ରମଣ ଯୋଗୁଁ କର୍ମଚାରୀ ଅଭାବରୁ ଜିଲ୍ଲା ସ୍ତରରେ ଏକାଧିକ ଦପ୍ତର ଅଚଳ ହେଉଥିବା ବେଳେ ରାଜ୍ୟ ସ୍ତରରେମଧ୍ୟ କେତେକ ଦପ୍ତରରେ ଅନୁରୂପ ଅବସ୍ଥାଲକ୍ଷ୍ୟ କରାଯାଉଛି । ସରକାରୀ ଦପ୍ତର ଗୁଡିକରେ ଲକ୍ଷେରୁଅଧିକ ପଦବୀ ଖାଲି ପଡିଥିବା ବେଳେ ଦୀର୍ଘଦିନ ଧରି ଏହା ପୂରଣ ହେଉନାହିଁ । ଏଥିପାଇଁ ଅର୍ଥର ଅଭାବ ନଥିବାବେଳେ ବିଭାଗୀୟ ସଚିବମାନେ କିନ୍ତୁ ପଦବୀପୂରଣ ପାଇଁ ପ୍ରସ୍ତାବ ଦେଉ ନାହାନ୍ତି । ଫଳରେ ଗୋଟିଏ ଗୋଟିଏ ଦପ୍ତରରେଏକାଧିକ ପଦବୀ ଖାଲି ପଡିଛି । ଖାଲିପଦବୀକୁ ନେଇ ସରକାର କୌଣସି ପ୍ରକାରେ କାମ ଚଳାଇ ନେଉଥିବା ବେଳେ ଏବେ କରୋନା ସଂକ୍ରମଣ କିନ୍ତୁ ସବୁକିଛିବିଗାଡି ଦେଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନବୀନ ପ:ନାୟକ ବିଗତ ତିନିବର୍ଷ ମଧ୍ୟରେ ସରକାରୀ ବିଭାଗମାନଙ୍କରେ ଖାଲି ପଡିଥିବା ପଦବୀପୂରଣ ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମକରୁଛନ୍ତି । ପ୍ରତିମାସରେ ଥରେ ସ୍ଥିତି ସମୀକ୍ଷା କରୁଥିଲେ ଯାହା ଫଳରେ କି ଗତ ତିନିବର୍ଷମଧ୍ୟରେ ୭୬ହଜାରରୁ ଅଧିକ ପଦବୀପୂରଣ ହୋଇଥିଲା । ଏବେ ତାହା ହେଉନାହିାଁ ଗୋଟିଏ ଦପ୍ତରରେ ଜଣେ ଦୁଇଜଣ କର୍ମଚାରୀଙ୍କୁ କରୋନା ହେଲେ ସେହି ଦପ୍ତରରେ ତାଲା ପଡିଯାଉଛି । କାରଣ ଅନ୍ୟପଦବୀ ଗୁଡିକ ଫାଙ୍କା ପଡିଛି । ଜିଲ୍ଲା ସ୍ତରରେଥିବା ସରକାରୀ ଦପ୍ତରରେ ଏହି ସ୍ଥିତିଅତ୍ୟନ୍ତ ଉକ୍ରଟ ରୂପ ଧାରଣ କରିଛି । ଫଳରେ କରୋନା ମୁକାବିଲା ପାଇଁ ଆଉସରକାରଙ୍କୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ମିଳୁନାହାନ୍ତି । କେବଳ କରୋନା ମୁକାବିଲା ନୁହେଁ ଲୋକଙ୍କ ହାତକୁ କାମ ଯୋଗାଇଦେବା ପାଇଁ ବିଭିନ୍ନ ଉନ୍ନୟନ ଯୋଜନା ଚଳାଇବାକୁ ବି କର୍ମଚାରୀ ନାହାନ୍ତି । କାରଣଥରେ ସଂକ୍ରମିତ ହେଲେ ଜଣେ ଜଣେକର୍ମଚାରୀ ମାସାଧିକ କାଳ ଦପ୍ତର ଦୁଆର ମାଡୁନାହାନ୍ତି ।

ସଂକ୍ରମଣ ଭୟରେ ଉପରିସ୍ଥ ଅଧିକାରୀ ବି ଅଫିସ ଆସିବାକୁ କହିପାରୁନାହାନ୍ତି । ଫଳରେ ଜିଲ୍ଲା ସ୍ତରରେ ଉନ୍ନୟନକାର୍ଯ୍ୟ ଏକ ପ୍ରକାର ଅଚଳ ହେଲାଣି । ତେବେ କରୋନା ସମୟରେ ଲୋକଙ୍କ ହାତକୁ କାମ ଦେବାପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସବୁ ସ୍ତରରୁ ଉଦ୍ୟମ ହେଉଥିବା ବେଳେ ଖାଲି ପଦବୀ ପୂରଣଲାଗି ମତପ୍ରକାଶ ପାଉଛି । ସରକାର ଯଦିନିଜର ଖାଲି ପଦବୀ ଗୁଡିକୁ ପୂରଣ ପାଇଁପଦକ୍ଷେପ ନେବେ ତେବେ ଏହାର ସକରାତ୍ମକ ବାର୍ତ୍ତା ଶିଳ୍ପସଂସ୍ଥା ପ୍ରତି ଯିବ ଓସେମାନେ ମଧ୍ୟ ରାଜ୍ୟର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ପାଇଁ ଅଣ୍ଟା ଭିଡିବେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଉଲ୍ଲେଖନୀୟ ଯେ ଏବେ ରାଜ୍ୟରେ କର୍ମସଂସ୍ଥାନ ପାଇଁ ସରକାରଙ୍କ ନିକଟରେବିଭିନ୍ନ ବର୍ଗର ୧୨ଲକ୍ଷ ୧୮ହଜାରରୁ ଅଧିକ ଯୁବକ ଯୁବତୀ ନିଜକୁ ପଞ୍ଜିକୃତ କରି ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ଓ ବୈଷୟିକ ଡିଗ୍ରୀଧାରୀ ଥିବାବେଳେ ସରକାରୀ ପଦବୀ ପୂରଣ ହେଉନଥିବାରୁ ଅନେକ ନିଯୁକ୍ତି ପାଇପାରୁ ନାହାନ୍ତି । ତେଣେ କରୋନା ଆଳରେ ଶିଳ୍ପସଂସ୍ଥା ଗୁଡିକ ନିଯୁକ୍ତି ଦେବା ବଦଳରେ କର୍ମଚାରୀ ଛଟେଇ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପ…ନାୟକପୂର୍ବରୁ ଯେଭଳି ସ୍ଥିତି ସମୀକ୍ଷା କରି ପଦବୀ ପୂରଣ ପାଇଁ ପଦକ୍ଷେପ ନେଉଥିଲେ ଏବେତାହା ଆରମ୍ଭ କଲେ ଯୁବକ ଯୁବତୀଙ୍କ ମଧ୍ୟରେ ବିଶ୍ୱାସ ଜନ୍ମିବା ସହିତ କରୋନା କାଳରେଯେଉଁ ସମସ୍ୟା ଦେଖା ଦେଇଛି ତାହା ଦୂର ହୋଇପାରିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...