26 C
Bhubaneswar
Wednesday, October 21, 2020

ଚୀନ ପ୍ରଥମେ ସୈନ୍ୟ ପ୍ରତ୍ୟାହର କରୁ

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ୍ମଧ୍ୟରେ ତିକ୍ତତା କଲିଥିବା ବେଳେ ଦୁଇ ଦେଶରସେନା ଅଧିକାରୀଙ୍କ ଉପସ୍ଥିତିରେ ଗତକାଲିକମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଏହିବୈଠକ ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ ଧରି·ଲିଥିଲା । ଏହି ବୈଠକରେ ଭାରତ ପକ୍ଷରୁ ଏକକଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ।ଏହି ବୈଠକରେ ଚୀନ୍ ତୁରନ୍ତ ସମସ୍ତବିବାଦୀୟ ସ୍ଥାନରୁ ସେନ୍ୟ ପ୍ରତ୍ୟାହର କରୁବୋଲି ଭାରତ ପକ୍ଷରୁ ଦାବିକରାଯାଇଥିଲା ।ଏଥିସହ ଚୀନ୍ ସେନାପ୍ରତ୍ୟାହାର କରିବା ଆଗ ଆରମ୍ଭ କରିବାଉଚିତ, କାରଣ ଏହି ବିବାଦକୁ ଚୀନ ହିଁବଢ଼ାଇଛି ।

ବୈଠକରେ ଭାରତ ପପକ୍ଷରୁକରାଯାଇଥିବା ଦାବି ମଧ୍ୟରେ ଥିଲା-ଲଦାଖସୀମାରେ ଥିବା ସମସ୍ତ ବିବାଦୀୟ ସ୍ଥାନରୁ ଚୀନ୍ସେନା ପଛକୁ ହଟୁ । ବାସ୍ତବ ନିୟନ୍ତ୍ରଣଲାଇନ୍ ରୁ ଉଭୟ ପାଶ୍ୱର୍ରୁ ସେନାକୁପ୍ରତ୍ୟାହାର କରିବା ପାଇଁ ଏକ ରୋଡ୍ ମ୍ୟାପ୍ପ୍ରସ୍ତୁତ କରାଯିବା ଉଚିତ, ଯାହା ଉପରେଅ ।ଗକୁ ବଢ଼ିବା । ଚୀନ୍ ପ୍ରଥମେ ନିୟମଭାଙ୍ଗିଥିଲା, ଏପରି ପରିସ୍ଥିତିରେ ଚୀନ୍ଆଗ ସେନ୍ୟ ପ୍ରତ୍ୟାହାର କରିବା ଉଚିତଏବଂ ତା’ପରେ ଭାରତ ଏହାକୁ ଅନୁସରଣକରିବ ।

ଚୀନ୍ ର ସେନ୍ୟବାହିନୀ ତୁରନ୍ତପାଙ୍ଗୋଙ୍ଗ ସୋ ଫିଙ୍ଗର ଅଞ୍ଚଳରୁ ପଛକୁହଟିବା ଉଚିତୟ ଭାରତ ହଟସ୍ପ୍ରିଙ୍ଗ, ଡେପସଙ୍ଗପ୍ରସଙ୍ଗ ମଧ୍ୟ ଉଠାଇଥିବା ଜଣା ପଡ଼ିଛି ।ଏହି ସଭା ସୋମବାର ସକାଳ ପ୍ରାୟ୯ଟାରୁ ଆରମ୍ଭ ହୋଇଥିଲା, ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ·ଲିଥିଲା । ବର୍ତ୍ତମାନମଙ୍ଗଳବାର ଦିନ ପୁଣି ଥରେ ଉଭୟ ଦେଶରସେନାର କର୍ପସ କମାଣ୍ଡରମାନେ ମୁହାଁମୁହିଁ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଏହିବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିବ ।ଭାରତ ପକ୍ଷରୁ କୁହାଯାଇଛି ଯେ ଯଦି ଚୀନ୍ସମ୍ପୂର୍ଣ୍ଣ ପଛକୁ ଫେରି ସ୍ଥିତିକୁ ସାଧାରଣ ନକରେ, ତେବେ ଭାରତୀୟ ସେନା ଶୀତଦିନରେ ମଧ୍ୟ ସୀମାରେ ରହିବେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...