26 C
Bhubaneswar
Wednesday, October 21, 2020

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ ଦ୍ୱାରା ପରିବେଷ୍ଟିତ । ଗତ ଅଗଷ୍ଟମାସରେ ସୃଷ୍ଟି ହୋଇଥିବା କ୍ରମାଗତ୩ଟି ଲଘୁଚାପ ଯୋଗୁ ଗୋବରୀ ନଦୀରେପ୍ରଳୟଙ୍କରୀ ବନ୍ୟା ଯୋଗୁ ନାଗପୁରପାଟର ପ୍ରାୟ ୨୫୦ ହେକ୍ଟର ଚାଷଜମିପ୍ରାୟ ଏକମାସ ଧରି ଜଳମଗ୍ନ ହେବାରୁଧାନଫସଲ ସଂପୂର୍ଣ୍ଣ ରୂପେ ନଷ୍ଟହୋଇଯାଇଛି । ଧାନ ସେ ଅଂଚଳରଏକମାତ୍ର ମୁଖ୍ୟ ଫସଲ ହୋଇଥିବାରୁ ଏହି ଚାଷୀମାନଙ୍କର ବର୍ଷକର ଆହାର ଛଡାଇନେଇଛି । ବନ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଏପର୍ଯ୍ୟନ୍ତ କେହିସରକାରୀ ଅଧିକାରୀ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି । ନାଗପୁରପାଟର ଜଳ ନିଷ୍କାସନ ଗୋବରୀ ନଦୀକୁହୋଇଥାଏ ।

କିନ୍ତୁ ଅତ୍ୟଧିକ ବର୍ଷା ହେଲେଗୋବରୀ ନଦୀରୁ ବନ୍ୟାଜଳ ନାଗପୁରପାଟକୁ ପ୍ରବେଶ କରି ଫସଲ ନଷ୍ଟ କରୋ ତେଣୁ ନାଗପୁର ପାଟକୁ ଗୋବରୀବନ୍ୟାରୁ ସୁରକ୍ଷା ଦେବା ପାଇଁ ପୂର୍ବ ଦିଗକୁଏକ ପାଟନାଳି ଖୋଳାଗଲେ ପାଟର ପାଣିସହଜରେ ନିଷ୍କାସିତ ହୋଇ ଫସଲସୁରକ୍ଷିତ ହୋଇପାରିବ ବୋଲିଚାଷୀମାେଏକ ପ୍ରସ୍ତାବ ଦେଇଛନ୍ତି । ବନ୍ୟାଜନିତ ଫସଲ ନଷ୍ଟ ହେତୁ ଚାଷୀମାନେମୁଣ୍ଡରେ ହାତଦେଇ ବସିଥିବା ବେଳେସେମାନଙ୍କର ବର୍ଷକର ଦାନା ଉଜୁଡି ଯାଇଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁଫସଲବୀମା ଓ ସହାୟତା ସାଧାରଣ ବର୍ଗରସମସ୍ତ ଚାଷୀମାନଙ୍କୁ ଯୋଗାଇଦେବାକୁନାଗପୁର ଓ ଦେପୁର ଗ୍ରାମବାସୀମାନେଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ୨୦୧୮ମସିହା ସେପ୍ଟେମ୍ବର ମାସର ବହୁଜଳ ବୃଷ୍ଟି ସହାୟତା ରାଶି ସରକାରୀକଳର ଉଦାସୀନତା ଯୋଗୁ ଦୀର୍ଘ ଦୁଇବର୍ଷବିତି ଯାଇଥିଲେବି କ୍ଷତିପୁରଣ ରାଶି ସେମାନଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି । ନାଗପୁର ଓ ଦେପୁର ଗ୍ରାମବାସୀଙ୍କ ପକ୍ଷରୁ ଫକିର ଚରଣଖଟୁଆଙ୍କ ନେତୃତ୍ୱରେ ସୁନାକର ରାଉତ,ରାମଚନ୍ଦ୍ର ରାଉତ, ଅଶୋକ କୁମାରମହାପାତ୍ର, ନାରାୟଣ ଚନ୍ଦ୍ର ପତି, ଅଶୋକକୁମାର ପ୍ରଧାନ, ମଧୁସୁଦନ ରାଉତ,ପୂର୍ଣ୍ଣଚନ୍ଦ୍ର ପତି, ମକର ଚରଣ ନାୟକ,ହୃଷିକେଶ ନାୟକ, ହେମନ୍ତ ବେହେରା,କଣ୍ଡୁରୀ ବେହେରା, ଜଗଦିଶ ପତି,ଭରତ ପ୍ରଧାନ, ଯଦୁମଣୀ ମଳିକ, ଗଣେଶମଳିକ, କାଳନ୍ଦି ମଳିକ, ବାବାଜୀ ଚରଣଦାସ ଓ ବିଧୁ ଭୂଷଣ ମହାପାତ୍ର ପ୍ରମୁଖଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନକରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...