26 C
Bhubaneswar
Wednesday, October 21, 2020

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି ବୁଦ୍ଧିଜୀବିସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହିସମ୍ମିଳନୀରେ ସମାଜର ପ୍ରମୁଖ ବୁଦ୍ଧିଜୀବୀଓ ପ୍ରବୃଦ୍ଧ ନାଗରିକମାନେ ଯୋଗଦାନକରି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓଅଭିନନ୍ଦନ ଜଣାଇବା ସହ ନିରାମୟ ଓଦୀର୍ଘଜୀବନ କାମନା କରିଛନ୍ତି ।

ଗତକାଲି ପ୍ରଥମ ଦିନର ସମ୍ମିଳନୀରେରାଜ୍ୟର ନବରଙ୍ଗପୁର, କୋରାପୁଟ,କଳାହାଣ୍ଡି, ବରଗଡ, ବଲାଙ୍ଗୀର,ସମ୍ବଲପୁର, ସୁନ୍ଦରଗଡ, ମୟୁରଭଂଜ ଓଢେଙ୍କାନାଳ ପ୍ରମୁଖ ୯ଟି ଲୋକସଭାନିର୍ବାଚନ ମଣ୍ଡଳୀର ପ୍ରମୁଖ ବୁଦ୍ଧିଜୀବୀ,ନାଗରିକ, ବ୍ୟକ୍ତିବିଶେଷମାନେ ଉପସ୍ଥିତରହି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ,ନେତୃତ୍ୱ ଏବଂ କର୍ତୃତ୍ୱକୁ ଭୂୟସୀ ପ୍ରଶଂସାକରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବକ୍ଷେତ୍ରବିଦ୍ୟାଭାରତୀ ସଭାପତି ଅବସରପ୍ରାପ୍ତପ୍ରାଧ୍ୟାପକ ଡା.ବାଂଚାନିଧି ପଣ୍ଡାପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରକୃତରାଷ୍ଟ୍ରନାୟକ ବୋଲି ସମ୍ବୋଧନକରିଥିଲେ । ନ୍ତସବ୍କା ସାଥ୍, ସବ୍କାବିକାଶ ଓ ସବ୍କା ବିଶ୍ୱାସନ୍ତକୁ ପାଥେୟକରି ପ୍ରଧାନ ସେବକ ଭାବେ ଗତ ୬ବର୍ଷ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମୋଦି ଭାରତବର୍ଷକୁ ବିଶ୍ୱ ମାନଚିତ୍ରରେଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ।

କାର୍ଯ୍ୟକ୍ରମ ଦ୍ୱାରାପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦିଦେଶବାସୀଙ୍କ ସହ ଯୋଡି ହୋଇରହିବାର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।ଦେଶର ବହୁ ଜନ ଓ ଗରୀବକଲ୍ୟାଣଯୋଜନାର ଶୁଭାରମ୍ଭଠୁ ଆରମ୍ଭ କରିଦେଶ ହିତ ଏବଂ ସୁରକ୍ଷା ପାଇଁପ୍ରଧାନମନ୍ତ୍ରୀଙ୍କ କଠୋର ଓ ଦୃଢ ନିଷ୍ପତିକୁବିସ୍ତୃତ ଭାବେ ଡା.ପଣ୍ଡା ଆଲୋଚନାକରିଥିଲେ । ରାଷ୍ଟ୍ର ସେବାରେ ମାନନୀୟପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ନିଜସମଗ୍ର ଜୀବନକୁ ସମର୍ପିତ କରିଛନ୍ତି, ତାହାସମସ୍ତ ଦେଶବାସୀଙ୍କୁ ପ୍ରେରଣାଯୋଗାଇଛି ବୋଲି ଡା.ପଣ୍ଡା କହିଛନ୍ତି ।ରାଜ୍ୟ ସଂପାଦକ କାଳନ୍ଦୀ ସାମଲଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟଉପସଭାପତି ବଳଭଦ୍ର ମାଝୀ ସ୍ବାଗତଜଣାଇଥିଲେ ଏବଂ ଅନ୍ୟତମ ରାଜ୍ୟଉପସଭାପତି ବିଧାୟକ ନାଉରୀ ନାଏକଧନ୍ୟବାଦ ଜଣାଇଥିଲେ ।

ଆଜିର ଦ୍ୱିତୀୟଦିନର ସମ୍ମିଳନୀରେ ମୁଖ୍ୟବକ୍ତା ଭାବେବରିଷ୍ଠ ଏବଂ ସୁନାମଧନ୍ୟ ସାମ୍ବାଦିକ ଶ୍ରୀରାଜାରାମ ଶତପଥୀ ଯୋଗ ଦେଇଥିଲୋ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦୁଝର, କେନ୍ଦ୍ରାପଡା,ଜଗତସିଂହପୁର, କଟକ, ଭୂବନେଶ୍ୱର,ପୁରୀ, ଆସ୍କା, ଗଂଜାମ ଓ କନ୍ଧମାଳପ୍ରମୁଖ ୧୨ଟି ଲୋକସଭାନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ, ନାଗରିକଓ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲୋ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳାଯୋଜନା, ଆୟୁଷ୍ମାନ ଭାରତ ଯୋଜନା,ମୁଦ୍ରା ଯୋଜନା, କୋଭିଡ୍-୧୯ସମୟରେ ଗରୀବକଲ୍ୟାଣ ଯୋଜନାରସଫଳ କାର୍ଯ୍ୟକାରୀତା କାରଣରୁପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣଜନତାଙ୍କ ଆସ୍ଥାଭାଜନ ହୋଇଛନ୍ତି ।

ସେହିପରି ବର୍ଷ ବର୍ଷ ଧରି ଲାଗି ବିବାଦହୋଇ ରହିଥିବା ଧାରା ୩୭୦ ଉଚ୍ଛେଦ,ଟ୍ରିପଲ ତଲାକ ବ୍ୟବସ୍ଥା ଉଚ୍ଛେଦ, ଜାମ୍ମୁକାଶ୍ମୀର ଓ ଲଦ୍ଦାଖକୁ ପୃଥକ ରାଜ୍ୟଘୋଷଣା, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିବିବାଦର ସୁସମାଧାନ କରି ଦେଶବାସୀଙ୍କମନ ଭିତରେ ଆଶାର ସଂଚାର ସୃଷ୍ଟିକରିଛନ୍ତିଆତ୍ମନିର୍ଭରଶୀଳ ଭାରତ ଗଠନପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନବର୍ତମାନ ଦେଶର ବିକାଶ ପାଇଁ ଏକନୂତନ ବାର୍ତା ସାଜିଛି । ସେହିପରିଯୋଗକୁ ଆନ୍ତର୍ଜାତିକ ସ୍ତରରେ ପହଂଚାଇଦେଶବାସୀଙ୍କୁ ଗର୍ବାନ୍ୱିତ କରିଛନ୍ତି ।ଆନ୍ତର୍ଜାତିକ ସ୍ତରରେ ଆଜି ପ୍ରତ୍ୟେକଦେଶବାସୀ ନିଜକୁ ଗର୍ବର ସହଭାରତୀୟ ବୋଲି ପରିଚୟ ଦେଇପାରୁଛିା ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଭାରତବର୍ଷରସୁନାମ ଓ ସମ୍ମାନ ବୃଦ୍ଧି ପାଇଛି ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିଚାରମୂଳରେ ଭାରତୀୟତା ଦୃଷ୍ଟିକୋଣପ୍ରତିଫଳିତ ହୁଏ ବୋଲି ଆଜିରସମ୍ମିଳନୀରେ ମୁଖବକ୍ତା ଶ୍ରୀ ଶତପଥୀଉଦ୍ବୋଧନ ଦେଇ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...