26 C
Bhubaneswar
Wednesday, October 21, 2020

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରକୁ ନେହୁରୁ ଯୁବସଂଗଠନ ଜିଲ୍ଲା ସଂଯୋଜକ ହରିଶରୁପାଲ ସଭାକରିବା ସହ କାର୍ଯ୍ୟପରି·ଳନା କରିଥିଲେ । ଏହି ୱେବିନାର ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟବିଭାଗ ମୁଖ୍ୟ ଡ଼ଃ ରଂଜନ କୁମାର ସ୍ୱାଇଁଯୋଗଦାନ କରି ନୂତନ ଶିକ୍ଷା ନୀତିକୁଏକ ଐତିହାସିକ ଓ ଛାତ୍ର ପ୍ରେମୀ ଭାବରେଉଲ୍ଲେଖ କରିଥିଲେ ।

ଦୀର୍ଘ୩୬ ବର୍ଷପରେ ଭାରତରେ ଏକ ଗୁଣାତ୍ମକ ଶିକ୍ଷା ଓନୂତନ ସଭାପତିତ ଶିକ୍ଷା ନୀତି ୨୦୨୦ କୁମାଲକାନଗିରିର ସ୍ୱେଚ୍ଛାସେବୀ, ଜାତୀୟସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବାସଂସ୍ଥା, ଯୁବ ରେଡ଼ କ୍ରସର ମାଲକାନଗିରି ୭ଟି ବ୍ଲକ ର ୮୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସକ୍ରିୟ ଅଂଶ ଗ୍ରହଣ କରି ନୂତନ ଶିକ୍ଷାନୀତିକୁ ଆପଣାର ସହ ଗାଁ ଗହଳିରେ ପ୍ରଚାର ପ୍ରସାର କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ନୂତନ ଶିକ୍ଷା ନୀତିକୁ ପ୍ରୋତ୍ସାହନ କରିବା ପାଇଁ ଭାରତସରକାରଙ୍କ ବିଭିନ୍ନ ଅନୁଷ୍ଠାନକୁ ନିର୍ଦେଶ ଦେଇ ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା ଓ ଆଲୋଚନା କରି ସୁଦୃଢ଼ ଓଗଠନ ମୂଳକ ମତାମତ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା

ନୂତନ ଶିକ୍ଷାନୀତିରେ ଇଣ୍ଟରନସିପ , ଧନ୍ଦାମୂଳକ ଶିକ୍ଷା,ପାଠଶାଳା, ପ୍ରୟୋଗଶାଳା, ଅଙ୍ଗନବାଡିପ୍ରାକଶିକ୍ଷା ବାଧ୍ୟତା ଓ ନିଶୁଳ୍କ ଶିକ୍ଷାକୁ ଗୁରୁତ୍ୱଦେଇଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କମହଲରେ ଆନନ୍ଦର ଲହରୀଖେଳିଯାଇଛି । ନାରୀ ଶିକ୍ଷା ସହ ଶିକ୍ଷକନିଯୁକ୍ତିକୁ ସ୍ୱତନ୍ତ୍ର ଶିକ୍ଷା ବିଭାଗରେ ପରିଣତକରିଥିବାରୁ ଅପହଞ୍ଚ ଇଲାକାମାଲକାନଗିରି ଭଳି ଜିଲ୍ଲାରେ ସମସ୍ତଲୋକ ଶିକ୍ଷାର ଭରପୁର ଫାଇଦା ନେବାପାଇଁ ଆଲୋଚନା ଚକ୍ର ରେ ମତପୋଷଣକରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେସନ୍ତୋଷ କୁମାର ପାତ୍ର, ମାନଖୁସିସରକାର, ସୁଚେତା ପାଣିଗ୍ରାହୀ, ସପନକ୍ୟାମ୍ପ, ମୋନାଲିସା ପାଢ଼ୀ, ସୋନୁକେଲା, ସିଏଚ ଅମୀତ କୁମାର ପାତ୍ର ବିଭିନ୍ନ ଶିକ୍ଷା ନୀତି ଉପରେ ମତ ପୋଷଣ କରିଥିଲେୟ ଏହା ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହୋଇଥିବାରୁ ମାଲକାନଗିରି ଭଳି ୭ଟି ବ୍ଲକ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...