25 C
Bhubaneswar
Monday, October 26, 2020

କୋଭିଡ ମାମଲା ରେ ଆମେରିକାକୁ ପଛରେ ପକାଇଲା ଭାରତ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ନୂଆଦିଲ୍ଲୀ,୨୦ ।୯ :କୋଭିଡ-୧୯ ଅ।ରୋଗ୍ୟ ମାମଲାରେଭାରତ ଆଜି ଏକ ଏକ ଉଲ୍ଲେଖନୀୟଉପଲବ୍ଧି ହାସଲ କରିଛିୟ ମୋଟ ଆରୋଗ୍ୟଙ୍କ ସଂଖ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ଭାରତ ଆ ଜି ବିଶ୍ୱର ୧ନମ୍ବର ରାଷ୍ଟ୍ର ହୋଇପାରିଛି । ଦେଶରେ ମୋଟ ୪୨ଲକ୍ଷରୁ ଅଧିକ (୪୨,୦୮,୪୩୧)କୋଭିଡ ସଂକ୍ରମିତ ସୁସ୍ଥ ହୋଇ ଛାଡ଼ପାଇଛନ୍ତି । ଭାରତରେ ବର୍ତ୍ତମାନ ବିଶ୍ୱର୧୯% କୋଭିଡ ଆରୋଗ୍ୟ ରହିଛନ୍ତିୟଏହା ଜାତୀୟ ଆରୋଗ୍ୟ ହାରକୁପାଖାପାଖି ୮୦% (୭୯.୨୮%)ରେପହଞ୍ଚାଇଛି ମୋଟ ଆରୋଗ୍ୟ ହାରଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି । କେନ୍ଦ୍ରସରକାରଙ୍କ ନେତୃତ୍ୱରେ ଆଗୁଆ ଏବଂଅଧିକ ସଂଖ୍ୟକ ନମୁନା ପରୀକ୍ଷା, ନିରୀକ୍ଷଣଏବଂ ମାମଲା ଚିହ୍ନଟ ପାଇଁ ସମର୍ପିତ,ଯୋଜନାବଦ୍ଧ, ତ୍ୱରିତ ଏବଂ ପ୍ରଭାବୀକାର୍ଯ୍ୟାନୁଷ୍ଠାନ ସହିତ ଉଚ୍ଚ ମାନର ଚିକିତ୍ସାସହାୟତା ଯୋଗୁ ଏହି ବୈଶ୍ୱିକ ସଫଳତାହାସଲ କରାଯାଇପାରିଛି ।

କୋଭିଡ-୧୯ବିରୋଧରେ ସମର୍ପିତ ଓ ସଂକଳ୍ପବଦ୍ଧପ୍ରୟାସ କାରଣରୁ ଭାରତ ପୁଣିଥରେ ବିଗତ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକରୋଗୀ ଆରୋଗ୍ୟ ହେବାର ରେକର୍ଡହାସଲ କରିଛି । ଦେଶରେ ଦିନକେ୯୫,୮୮୦ ଜଣ କୋଭିଡ ସଂକ୍ରମିତସୁସ୍ଥ ହୋଇଛନ୍ତି । ୧୬ଟି ରାଜ୍ୟ ଓକେନ୍ଦ୍ରଶାସିତ ପ୍ରଦେଶରେ ୯୦% ନୂଆ ଆରୋଗ୍ୟ ରହିଛନ୍ତି । ନୂଆ ଆରୋଗ୍ୟମାମଲା ମଧ୍ୟରେ ୬୦% ପାଞ୍ଚଟି ରାଜ୍ୟଯଥା ମହାରାଷ୍ଟ୍ର, ତାମିଲନାଡ଼ୁ,ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ରହିଛନ୍ତି । ଦୈନିକ ନୂଆ ଆରୋଗ୍ୟଙ୍କ ମଧ୍ୟରେ କେବଳମହାରାଷ୍ଟ୍ରରେ ୨୨,୦୦୦ରୁ ଅଧିକ(୨୩%) ଆରୋଗ୍ୟ ଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୧୧,୦୦୦(୧୨.୩%) ଆରୋଗ୍ୟ ରହିଛନ୍ତି ।ମୋଟ ଆରୋଗ୍ୟଙ୍କ ମଧ୍ୟରୁ ୯୦% ୧୫ଟିରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେରହିଛନ୍ତି । ଅଧିକ ମାମଲା ଥିବା ରାଜ୍ୟମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ମଧ୍ୟମୋଟ ଆରୋଗ୍ୟଙ୍କ ମଧ୍ୟରେ ସର୍ବାଧିକସଂଖ୍ୟକ ଆରୋଗ୍ୟ ରହିଛନ୍ତି ।

ଭାରତରେଆରୋଗ୍ୟଙ୍କ ସଂଖ୍ୟା ସ୍ଥିର ଭାବେ ବୃଦ୍ଧିପାଉଛିୟ ଲକ୍ଷ୍ୟବଦ୍ଧ ରଣନୀତି ଏବଂରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କସହିତ ସମନ୍ୱୟ ସ୍ଥାପନ କରାଯାଇ ପ୍ରଭାବୀକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାକାରଣରୁ ଏପରି ସଫଳତା ମିଳିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟପକ୍ଷରୁ ଏକ ବିସ୍ତୃତ କ୍ଲିନିକାଲ୍ପରି·ଳନା ଏବଂ ଚିକିତ୍ସା ପ୍ରୋଟୋକଲଜାରି କରାଯାଇଛି । ବୈଶ୍ୱିକ ଆଧୁନିକଚିକିତ୍ସା ପଦ୍ଧତି ବିକାଶ ସହିତ ଏଗୁଡ଼ିକୁନିୟମିତ ବ୍ୟବଧାନରେ ସଂଶୋଧିତଏବଂ ସୁଦୃ କରାଯାଇଛି କୋଭିଡରୋଗୀଙ୍କ ଚିକିତ୍ସା ଲାଗି ଭାରତରେରେମଡିସିଭିର, କୋଭାଲସେଣ୍ଟ ପ୍ଲାଜମାଏବଂ ତୋସିଲିଜୁମାବ ଭଳି ଅନୁସନ୍ଧାନକାରୀ ଚିକିତ୍ସା’ର ଯୁକ୍ତିଯୁକ୍ତପ୍ରୟୋଗକୁ ଅନୁମତି ମିଳିଛି ।

ଏହାବ୍ୟତୀତ ପ୍ରୋନିଂ, ହାଇ ଫ୍ଲୋଅକ୍ସିଜେନ, ନନ-ଇନଭାସିଭଭେଣ୍ଟିଲେସନ, ଷ୍ଟେରୋଏଡ ଏବଂ ଆଣ୍ଟି-କୋଗ୍ୟୁଲାଣ୍ଟର ଭଳି ଚିକିତ୍ସାପଦ୍ଧତି କାର୍ଯ୍ୟକାରୀ କରାଯାଇଛି ।ଘରୋଇ ସଙ୍ଗରୋଧର ଅନୁଧ୍ୟାନ,ରୋଗୀଙ୍କୁ ତୁରନ୍ତ ଏବଂ ସମୟବଦ୍ଧଚିକିତ୍ସା ଯୋଗାଇ ଦେବା ନିମନ୍ତେଉନ୍ନତ ଆମ୍ବୁଲାନ୍ସ ସୁବିଧା ଫଳରେରୋଗୀଙ୍କ ଚିକିତ୍ସା ପରିଚାଳନା ବାଧାମୁକ୍ତ ଓ ପ୍ରଭାବୀ ହୋଇପାରିଛି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସରସହଯୋଗରେ କୋବିଡ-୧୯ପରିଚାଳନା ଲାଗି ଜାତୀୟ ଇ-ଆଇସିୟୁପରିଚାଳନା’ କାର୍ଯ୍ୟକ୍ରମ କାର୍ଯ୍ୟକାରୀକରାଯାଉଛି । ଉକ୍ରର୍ଷ କେନ୍ଦ୍ର ଜରିଆରେଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ଓକେନ୍ଦ୍ରଶାସିତ ପ୍ରଦେଶର ଆଇସିୟୁଡାକ୍ତରମାନଙ୍କୁ ସାମିଲ କରାଯାଉଛି ସପ୍ତାହକୁ ଦୁଇ ଥର ମଙ୍ଗଳବାର ଓଶୁକ୍ରବାର ଆୟୋଜିତ ହେଉଥିବାଏସବୁ ଅଧିବେଶନ କାରଣରୁଭାରତରେ ଆରୋଗ୍ୟ ହାର ବୃଦ୍ଧିପାଇବା ଏବଂ ମୃତ୍ୟୁ ହାର ହ୍ରାସପାଇବାରେ ବିଶେଷ ସହାୟତାମିଳିପାରିଛି ।

ବର୍ତ୍ତମାନ ସୁଦ୍ଧା ଦେଶର୨୮ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର୨୪୯ଟି ଡାକ୍ତରଖାନା ପାଇଁ ୧୯ଏପରି ଇ-ଆଇସିୟୁ କାର୍ଯ୍ୟକ୍ରମଆୟୋଜନ କରାଯାଇସାରିଛି । ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁଯୋଗାଇ ଦିଆଯାଉଥିବା ସହାୟତାକୁକେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମିତସମୀକ୍ଷା କରାଯାଇଛି । ବିଭିନ୍ନ ବହୁ-ବିଶେଷଜ୍ଞ କେନ୍ଦ୍ରୀୟ ଦଳକୁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୁତୟନକରାଯାଇଛି । କଣ୍ଟେନମେଣ୍ଟ,ସର୍ଭିଲେନ୍ସ, ପରୀକ୍ଷଣ ଏବଂ ଦକ୍ଷକ୍ଲିନିକାଲ ପରି·ଳନାକୁ ସୁଦୃ କରିବାକୁଏହି ଦଳ ସହାୟତା ଯୋଗାଇଦେଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେଚିକିତ୍ସା ଅକ୍ସିଜେନ ବ୍ୟବସ୍ଥାର ଯଥେଷ୍ଟଉପଲବ୍ଧତା ସୁନିଶ୍ଚିତ କରିବା ଲାଗିନିୟମିତ ସମୀକ୍ଷା କରାଯାଉଛି । ଏସବୁପଦକ୍ଷେପ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତନିମ୍ନ (ସିଏଫଆର) ବଜାୟରହିଛି ଯାହାକି ବର୍ତ୍ତମାନ ୧.୬୧%ରହିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...