26 C
Bhubaneswar
Wednesday, October 21, 2020

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ନୂଆଦିଲ୍ଲୀ,୨୦ା୯ :ଦେଶରେ କରୋନା ସଂକ୍ରମଣ ଥମିବାର ନାଁନେଉ ନାହିଁ । କରୋନାର ସ୍ଥିତି ଦିନକୁ ଦିନବିଗୁଡିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅ।ଲୋଚନା କରିବେ । କରୋନା ସଂକ୍ରମଣସ୍ଥିତିକୁ ନେଇ ଆଲୋଚନା କରିବେ ପିଏମମୋଦି । ଦିନକୁ ଦିନ କରୋନା ପରିସ୍ଥିତିବିଗିଡ଼ି ·ଲିଛି । ସରକାରଙ୍କ ଦ୍ୱାରା ଗ୍ରହଣକରାଯାଉଥିବା ତମାମ ପଦକ୍ଷେପ ମଧ୍ୟଏହାକୁ ରୋକିବାରେ ସଫଳ ହେଉ ନାହିଁ ।ଏହା ସହ ସରକାରୀ ପଦକ୍ଷେପ ସତ୍ତ୍ୱେ ମଧ୍ୟସଂକ୍ରମଣ ମାମଲା ବୃଦ୍ଧି ପାଉଛି ।

ଏହିକ୍ରମରେ ଦେଶରେ ମୃତକଙ୍କ ସଂଖ୍ୟା ଦିନକୁଦିନ ବଢ଼ୁଛି । ଏ ସବୁକୁ ନଜରରେ ରଖିମୋଦି ବୈଠକ କରିବା ନିଷ୍ପତି ନେଇଥିବା କୁହାଯାଉଛି । ସେ ବୈଠକ ଖୁବଶୀଘ୍ରକରିବେ । ଅର୍ଥାତ ମହାମାରୀ ସ୍ଥିତି ସମୀକ୍ଷାକରିବା ପାଇଁ ସେପ୍ଟେମ୍ବର ୨୩ରେ ସାତଟିରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନାରେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...