31 C
Bhubaneswar
Friday, October 30, 2020

୫ ନାବାଳକ ଉଦ୍ଧାର ହୋଇଛନ୍ତି

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ମାଲକାନଗିରି,୨୦ା୯ : ମାଲକାନଗିରି ଜିଲ୍ଲାର ୫ ଜଣ ନାବାଳକକୁ ପୋଲିସ ଓ ସାମାଜିକ କର୍ମୀ ଉଦ୍ଧାର କରିନିଜନିଜ ଗାଁକୁ ପଠାଇଛନ୍ତି । ସୂଚନା ଯୋଗ୍ୟଯେ ଗତ ଦୁଇ ବର୍ଷ ପୂର୍ବେ ମାଲକାନଗିରିଥାନା ଅନ୍ତର୍ଗତ ତାଣ୍ଡିକି, ବାଣ୍ଡିକି ,ତଙ୍ଗଗୁଡା ଆଦିବାସୀ ଗ୍ରାମର ରାଜୁ ପଡ଼ିଆମୀ, ନୋଳିକବାସୀ, ଆଡ଼ମା କବାସୀ, ଭିମା ବେରକେ,ତପନ କାଲାର ବୟସ ୧୫ ବର୍ଷ ରୁ ୧୮ମଧ୍ୟରେ ୫ ଜଣ ନାବାଳକ ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରମର ଏକ ଦଲାଲ ହାବୁଡ଼ରେ ପଡି ବୋରବେଲ ଗାଡ଼ିରେ କାମ କରିବାକୁଯାଇଥିଲେ । ସେହି ଦଲାଲ ଏହି ନାବାଳକ ପିଲାମାନଙ୍କୁ ଛାଡି ସେଠାରୁ ପଳେଇଆସିଥିଲା ।ସେମାନେ ନିଜ ଘରକୁ ଫେରିବା ପାଇଁମାଲିକଙ୍କୁ କହିଥିଲେ ମଧ୍ୟ ବୋରବେଲକମ୍ପାନୀ ମାଲିକ ସେମାନଙ୍କୁ ନଛାଡିକାମରେ ଲଗାଇଥିଲା ।

ଗତ ତିନିଦିନ ତଳେସେ କମ୍ପାନୀ ପକ୍ଷରୁ ଭୁବନେଶ୍ୱରନନ୍ଦନକାନନ ବୋରବେଲ ଖୋଳା କାମ ଚାଲିଥିଲା । ସେହିକାଳରର ଏହି ପାଞ୍ଚଜଣନାବାଳକ ନିୟୋଜିତ ଥିଲର । କରୋନା ସମୟରେ ବୋରବେଲ ଖୋଲା କାମରେ ନାବାଳକ ମାନେ ନିୟୋଜିତ ଥିବାର ଦେଖିସେଠାକାର ପୋଲିସ ସେମାନଙ୍କୁ ପଚରାପଚରି କରିବାରୁ ସେମାନେ ସବୁମାଲକାନଗିରି ଜିଲ୍ଲାର ଓ ସେମାନଙ୍କୁ ଗତଦୁଇ ବର୍ଷ ତଳେ ମାଲିକ ବିଭିନ୍ନ ସ୍ଥାନକୁ ବୋରବେଲ କାମ କରିବାକୁ ପଠାଉଛନ୍ତି । ନିଜ ଘରକୁ ଯିବାକୁ ଛାଡୁନାହାନ୍ତି ବୋଲିକହିଥିଲେ । ପୋଲିସ ସେହି ନାବାଳକମାନଙ୍କୁ ସେଠାରୁ ଉଦ୍ଧାର କରି ନିଜହେପାଜତରେ ନେଇ ସମାଜିକ କର୍ମୀମାନଙ୍କ ମାଧ୍ୟମରେ ପିଲାମାନଙ୍କୁ ବସଯୋଗେ ମାଲକାନଗିରିକୁ ପଠାଇଥିଲେ ।

ଆଜି ସକାଳେ ମାଲକାନଗିରି ବସ ଷ୍ଟାଣ୍ଡରେ ବସ ପହଁଚିବା ପରେ ଜିଲ୍ଲା ଆଦିବାସୀ କର୍ମଚାରୀ ସଙ୍ଘ, ଆଦିବାସୀ ସମାଜମହାସଂଘ ର କର୍ମକର୍ତ୍ତା ମାନେ ସେମାନଙ୍କୁନିଜନିଜ ଗାଁକୁ ନେଇ ସେମାନଙ୍କ ପରିବାରନିକଟରେ ଜମାଦେଇଥିଲେ । ଆସନ୍ତା ସୋମବାର ଦିନ ସମ୍ପୃକ୍ତ ଦଲାଲଙ୍କ ନାମରେଜିଲ୍ଲା ଆଇନସେବା ପ୍ରାଧିକାରଣ ବିଭାଗଓ ଶ୍ରମବିଭାଗ ନିକଟରେ କେଶ କରାଯିବବୋଲି ଜିଲା ଆଦିବାସୀ କର୍ମଚାରୀ ସଂଘଓ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...