25 C
Bhubaneswar
Thursday, October 22, 2020

ମହାପ୍ରଭୁଙ୍କ ସେବା ପାଇଁ ବିକଳ୍ପ ବ୍ୟବସ୍ଥା

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ପୁରୀ ,୨୦ା୯ :ପୁରୀ ସହରରେ କୋଭିଡ଼ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଶ୍ରୀମନ୍ଦିରର ପ୍ରାୟ ୪ଶହ ସେବାୟତ କରୋନା ସଂକ୍ରମିତ ହୋଇ ସାରିଲେଣି ।ଯାହା ଫଳରେ ମହାପ୍ରଭୁଙ୍କ ପ୍ରତିଦିନ ସେବା ପୂଜା କରୁଥିବାସେବାୟତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଗାମୀଦିନରେ ଶ୍ରୀଜୀଉଙ୍କ ସେବା ପୂଜା ବାଧାପ୍ରାପ୍ତହେବା ନେଇ ଅ।ଶଙ୍କା ଉପୁଜିଲାଣି । ତେବେମହାପ୍ରଭୁଙ୍କ ସେବା ପୂଜା ପାଇଁ ବିକଳ୍ପ ବ୍ୟବସ୍ଥାରହିଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିସଦସ୍ୟ।ମହାମାରୀ କରୋନା ଯୋଗୁଁ ଅନେକସେବାୟତ କୋଭିଡ଼ ସଂକ୍ରମିତ ହେଉଥିବାଯୋଗୁଁ ଏଭଳି ଅ।ଶଙ୍କା ସୃଷ୍ଟି ହୋଇଛିୟପ୍ରତିଦିନ ସେବାୟତ ମାନେ କୋଭିଡ଼ ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେପାଳିଅ। ସେବାୟତ ଓ ଦୈନନ୍ଦିନ ମହାପ୍ରଭୁଙ୍କ ସେବା ପୂଜାକରୁଥିବା ସେବାୟତ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।

ତେବେ ଅ।ଗାମୀ ଦିନରେ ସେବାୟତଙ୍କ ପଜିଟିଭସଂଖ୍ୟା ହ୍ରାସ ପାଇଲେ ମହାପ୍ରଭୁଙ୍କ ସେବା ପୂଜା ବ୍ୟାଘାତହେବା ସମ୍ଭାବନା ଦେଖା ଦେଇଛି । ସୂଚନା ଅନୁଯାୟୀମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସେବାପୂଜା ପାଇଁ ୧୩ ଜଣ ଲେଖାଏଁ ମୋଟ ୩୯ ଜଣପୂଜାପଣ୍ଡା ସେବକ ପାଳି ଖଟିଥାନ୍ତି । ରୋଟେସନ ଭିତିରେଏହି ସେବା ପୂଜା କରାଯାଉଥିବା ବେଳେ ଏଥି ମଧ୍ୟରୁ ଏବେ୮ ଜଣ ଅସୁସ୍ଥ । ତେଣୁ ଅ।ଗାମୀଦିନରେ ଯଦି ଅଧିକ ରୁ ଅଧିକ ସେବାୟତ ସଂକ୍ରମିତ ହୁଅନ୍ତିତାହାଲେ ମହାପ୍ରଭୁଙ୍କ ନୀତି କାନ୍ତିରେବାଧା ଉପୁଜିବା ଅ।ଶଙ୍କା ରହିଥିବା କହିଛନ୍ତି ସେବାୟତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ସହ ସିଧାସଳଖସଂପର୍କ ରହିଛି ପୂଜାପଣ୍ଡା, ସିଂହାରୀ, ମେକାପ, ପୁଷ୍ପାଳକଓ ମହାଜନ ସେବାୟତଙ୍କ ।

ଦିନକୁ ଦିନ ଏମାନଙ୍କ ମଧ୍ୟରେଗୋଟିଏ ପରେ ଗୋଟିଏ ନିଯୋଗର ସେବାୟତ ମାନେକୋଭିଡ଼ ଅ।କ୍ରାନ୍ତ ହେଉଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟିହୋଇଛି ଅନେକ ସଂକ୍ରମିତ ଥିବା ସେବାୟତ ପୁରୀର କୋଭିଡ଼କେୟାର ସେଣ୍ଟର ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତିୟସେହିପରି ଯେଉଁ ସେବାୟତ ମାନେ ହୋମଅ।ଇସୋଲେସନରେ ଅଛନ୍ତି ସେମାନେ ସଠିକ ଭାବେନିୟମ ପାଳନ କରି ପାରୁନାହାନ୍ତି । କାରଣ ଅନେକସେବାୟତଙ୍କ ଘର ବହୁତ ଛୋଟ ଓ କୋଠରୀ ସଂଖ୍ୟାକମ୍ୟ ତେଣୁ ଜଣେ ସଂକ୍ରମିତ ହେଲେ ଏହା ଅନ୍ୟ ମାନଙ୍କୁବ୍ୟାପୁଛି । ଅନ୍ୟପଟେ ମହାପ୍ରଭୁଙ୍କ ସେବା ପୂଜାରେ କୌଣସିବ୍ୟାଘାତ ଘଟିଲା ଭଳି ଗୁରୁତୁର ପରିସ୍ଥିତି ଅ।ସିନଥିବାକହିଛନ୍ତି ପରି·ଳନା କମିଟି ସଦସ୍ୟ ।ତେବେ ସଂକ୍ରମଣ ଯୋଗୁଁ ସେବାୟତଙ୍କ ସଂଖ୍ୟାକମ୍ ହେଲେ କିମ୍ୱା କୌଣସି କାରଣରୁ ଜଣେସେବାୟତ ଅନୁପସ୍ଥିତ ରହିଲେ ଅନ୍ୟ କେଉଁ ସେବାୟତବିକଳ୍ପ ଭାବେ ମହାପ୍ରଭୁଙ୍କ ସେବା ପୂଜା କରିପାରିବେବୋଲି ଶ୍ରୀମନ୍ଦିର ରେକର୍ଡ଼ ଅଫ ରାଇଟରେ ଉଲ୍ଲେଖରହିଥିବା କହିଛନ୍ତି ସେବାୟତ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...