26 C
Bhubaneswar
Sunday, October 25, 2020

ଭୁବନେଶ୍ଵର ମହାନଗରର ନିଷ୍ପତ୍ତି

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ଵର,୨୦/୯: ଧୀରେ ଧୀରେ ରାଜଧାନୀରୁ କମୁଛିକରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର । ସେପଟେ ହୋମ୍ ଅ।ଇସୋଲେସନରେରହୁଥିବା ଲୋକଙ୍କୁ ଦୁଇ ପର୍ଯ୍ୟାୟରେ ଭିଡିଓ କଲିଙ୍ଗ ମାଧ୍ୟମରେ କରୋନା ଜନିତସ୍ୱାସ୍ଥ୍ୟ ସମ୍ପର୍କିତ ଟିପ୍ସ ଦେଉଛନ୍ତି ବିଶେଷଜ୍ଞଡାକ୍ତର । ରାଜଧାନୀରେ ଅ।କ୍ରାନ୍ତ ମଧ୍ୟରୁ୭୦ ପ୍ରତିଶତ ହୋମ୍ଅ।ଇସୋଲେସନରେ ରହୁଥିବା ବେଳେଭିଡିଓ କଲିଙ୍ଗ ମାଧ୍ୟମରେ କରୋନାଅ।କ୍ରାନ୍ତକୁ ସୁସ୍ଥତା ଅ।ଡକୁ ନେବାରେସହାୟକ ହେଉଛି ।ଭିଡିଓ କଲିଙ୍ଗରେ ମାଧ୍ୟମରେଡାକ୍ତରଙ୍କ ପରାମର୍ଶ । ରାଜଧାନୀ କରୋନା ମୁକାବିଲା ପାଇଁ ଅ।ଉ ପାଦେଅ।ଗେଇଛି ବିଏମସି । ଭୁବନେଶ୍ୱର ହୋମ ଅ।ଇ ସୋଲେସନ ରହୁଥିବାଲୋକଙ୍କୁ ଭିଡିଓ କଲିଂଗ କରି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ବସ୍ଥା ବୁଝିବା ବ୍ୟବସ୍ଥା କଲାବିଏମସି । ଏଥି ପାଇଁ ବିଏମସି ତିନି ଜୋନରେ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି ।

ପୁର୍ବରୁ ଅ।କ୍ରାନ୍ତଙ୍କୁ ଟେଲିଫୋନିକ କଣ୍ଟାକ୍ଟ କରାଯାଉଥିବାବେଳେ ଏବେ ଅ।ପ୍ ମାଧ୍ୟମରେ ଅନଲାଇନ ଭିଡିଓ କଲିଙ୍ଗ କରି କୋଭିଡ ଜନିତସ୍ୱାସ୍ଥ୍ୟ ସେବା ଯୋଗାଉଛି ବିଏମସି । ସ୍ୱତନ୍ତ୍ର ଭାବେ ହ୍ୱାଟସଅ।ପ୍ ଗ୍ରୁପ କରାଯାଇଛି । ଅନଲାଇନ ଭିଡିଓ କଲିଙ୍ଗ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବା ନେଇ ସମ୍ମତି ପ୍ରକାଶପରେ ଭିଡିଓ କଲିଙ୍ଗ ଅ।ପ୍ ମାଧ୍ୟମରେ ତାଙ୍କୁ ଅ।ଡ଼ କରି ଏହି ଟିପ୍ସ ଦିଆଯାଉଛି । ଲକ୍ଷଣଦେଖା ଦେଲେ କଣ କରିବେ, କଣ କରିବେନି, କିଭଳି ଭାବେ ସୁରକ୍ଷିତ ଭାବେ ରହି ଚିକିତ୍ସିତହେବେ । ଏ ନେଇ ତମାମ ପରାମର୍ଶ ଯୋଗାଇ ଦିଆଯାଉଛି । ଯାହାକି କରୋନା ମୁକାବିଲାକ୍ଷେତ୍ରରେ ଅ।ଉ ପାଦେ ଅ।ଗକୁ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର । ସେପଟେଅତି କମରେ ଦିନକୁ ଦୁଇ ଥର ଭିଡିଓ କଲିଙ୍ଗ ସେବା ଯୋଗାଇ ଦିଆଯାଉଛି । ଦିନ ୧୨ଟାରୁ ଗୋଟାଏ ଓ ଅପରାହ୍ନ ୪ ଟାରୁ ୫ ଦିନକୁ ଦୁଇ ଘଣ୍ଟା ଏହି ସେବା ଉପଲବ୍ଧ ହେଉଛ କରୋନା ମୁକାବିଲା ପାଇଁ ବିଏମସି ଅଞ୍ଚଳରେ ୫୪ଟି ରାପିଡ ରେସପନ୍ସ ଟିମ୍ ଗଠନକରାଯାଇ ୭୯ ଜଣ ଡାକ୍ତର ଦାୟିତ୍ୱ ପ୍ରଦାନ କରାଯାଇଛି ।

ବର୍ତ୍ତମାନ ଭୁବନେଶ୍ୱରରେ ତିନିହଜାର ୩୧୩ ଜଣ ସକ୍ରିୟ ରୋଗି ହୋମ୍ ଅ।ଇସୋଲେସନର ଅଛନ୍ତି । ନିଯୁକ୍ତି କରାଯାଇଛି । ପୁର୍ବରୁ ଅ।କ୍ରାନ୍ତଙ୍କୁ ଟେଲିଫୋନିକ କଣ୍ଟାକ୍ଟ କରାଯାଉଥିବାବେଳେ ଏବେ ଅ।ପ୍ ମାଧ୍ୟମରେ ଅନଲାଇନ ଭିଡିଓ କଲିଙ୍ଗ କରି କୋଭିଡ ଜନିତସ୍ୱାସ୍ଥ୍ୟ ସେବା ଯୋଗାଉଛି ବିଏମସି । ସ୍ୱତନ୍ତ୍ର ଭାବେ ହ୍ୱାଟସଅ।ପ୍ ଗ୍ରୁପ କରାଯାଇଛି ।ଅନଲାଇନ ଭିଡିଓ କଲିଙ୍ଗ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବା ନେଇ ସମ୍ମତି ପ୍ରକାଶପରେ ଭିଡିଓ କଲିଙ୍ଗ ଅ।ପ୍ ମାଧ୍ୟମରେ ତାଙ୍କୁ ଅ ।ଡ଼ କରି ଏହି ଟିପ୍ସ ଦିଆଯାଉଛି । ଲକ୍ଷଣଦେଖା ଦେଲେ କଣ କରିବେ, କଣ କରିବେନି, କିଭଳି ଭାବେ ସୁରକ୍ଷିତ ଭାବେ ରହି ଚିକିତ୍ସିତହେବେ । ଏ ନେଇ ତମାମ ପରାମର୍ଶ ଯୋଗାଇ ଦିଆଯାଉଛି । ଯାହାକି କରୋନା ମୁକାବିଲାକ୍ଷେତ୍ରରେ ଅ।ଉ ପାଦେ ଅ।ଗକୁ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର । ସେପଟେଅତି କମରେ ଦିନକୁ ଦୁଇ ଥର ଭିଡିଓ କଲିଙ୍ଗ ସେବା ଯୋଗାଇ ଦିଆଯାଉଛି । ଦିନ ୧୨ଟାରୁ ଗୋଟାଏ ଓ ଅପରାହ୍ନ ୪ ଟାରୁ ୫ ଦିନକୁ ଦୁଇ ଘଣ୍ଟା ଏହି ସେବା ଉପଲବ୍ଧ ହେଉଛ ।କରୋନା ମୁକାବିଲା ପାଇଁ ବିଏମସି ଅଞ୍ଚଳରେ ୫୪ଟି ରାପିଡ ରେସପନ୍ସ ଟିମ୍ ଗଠନକରାଯାଇ ୭୯ ଜଣ ଡାକ୍ତର ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ଭୁବନେଶ୍ୱରରେ ତିନିହଜାର ୩୧୩ ଜଣ ସକ୍ରିୟ ରୋଗି ହୋମ୍ ଅ।ଇସୋଲେସନର ଅଛନ୍ତି।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...