28 C
Bhubaneswar
Monday, October 26, 2020

ଶିଳ୍ପ ସଂସ୍ଥା ଗୁଡ଼ିକର ବୋଝ ହାଲୁକା ପାଇଁ ପରାମର୍ଶ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୨୦ା୯: ପୁଞ୍ଜିନିବେଶ ପାଇଁଆଗେଇ ଆସୁଥିବା ଶିଳ୍ପସଂସ୍ଥାଗୁଡିକ ଉପରେ ଲାଇସେନ୍ସ ଓମଞ୍ଜୁରୀ ପ୍ରଦାନ ବୋଝକୁ ହାଲୁକା କରିବାପାଇଁ କେନ୍ଦ୍ର ସରକାରପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ପୁଞ୍ଜିନିବେଶ ପାଇଁ ଅନୁକୂଳବାତାବରଣ ସୃଷ୍ଟି ହୋଇପାରିବ । ଶିଳ୍ପ ସଂଘ ଗୁଡିକ ସହିତ ପରାମର୍ଶ କରି ଏ ନେଇ ଥିବାନିୟମ କାନୁନ୍‍କୁ କୋହଳ କରିବାପାଇଁ ରାଜ୍ୟ ସରକାର ଆକ୍ସନପ୍ଲାନ ପ୍ରସ୍ତୁତ ଲାଗି କୁହାଯାଇଛି । ନିବେଶକାରୀମାନଙ୍କୁ ଅତିରିକ୍ତପ୍ରୋସହନ ସହିତ ଜମି ଅଧିଗ୍ରହଣ ପ୍ରକି୍ରୟାକୁ ସରଳ କଲେଏହା ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବ ବୋଲି ପରାମର୍ଶଦିଆଯାଇଛି । କରୋନା ମହାମାରୀ ଯୋଗୁଁ ଅର୍ଥନୀତିବିଗୁଡୁଥିବାବେଳେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ଏବଂ ଅଧିକ ନିଯୁକ୍ତି ଉପରେଜୋର ଦିଆଯାଉଛି ।କେନ୍ଦ୍ର ଶିଳ୍ପ ପ୍ରୋଚାହନ ଓ ଆନ୍ତଃ ବାଣିଜ୍ୟ ମନ୍ତ୍ରାଳୟ ସଚିବଗୁରୁ ପ୍ରସାଦ ମହାପାତ୍ର ଏ ନେଇ ରାଜ୍ୟ ସରକାରଙ୍କ ସହିତପରାମର୍ଶ ଚଳାଇଛନ୍ତି ।

ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବହେମନ୍ତ ଶର୍ମା ରାଜ୍ୟ ସରକାର କିଭଳି ଏକକ ବାତାୟନ (ସିଙ୍ଗଲୱିଣ୍ଡୋ) ବ୍ୟବସ୍ଥାରେ ଶିଳ୍ପ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରୁଛନ୍ତିସେ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ।କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେଯୋଗଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ଏ କ୍ଷେତ୍ରରେ ରାଜ୍ୟ ସରକାରସର୍ବଶେଷ ସଂସ୍କାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଜିଲ୍ଲା ରିଫର୍ମସଆକ୍ସନ ପ୍ଲାନ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରୁଛି । ବର୍ତ୍ତମାନ ସଙ୍କଟସମୟରେ ଅଧିକ ଋଣ ଲାଗି ଇଜି ଅଫ୍‍ ଡୁଇଙ୍ଗ ବିଜିନେସ୍‍(ଇଓଡିବି) କାର୍ଯ୍ୟକାରୀ ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶଦିଆଯାଇଛି । ଶିଳ୍ପ ସଚିବ ଶ୍ରୀ ଶର୍ମା କହିଛନ୍ତି ଯେ କରୋନାସମୟରେ ଯେଉଁ ନୂତନ ପ୍ରସ୍ତାବ ଆସିଛି ସେଥିରେ ପୁଞ୍ଜିନିବେଶସହିତ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି । ଚଳିତବର୍ଷ ଏପ୍ରିଲ ରୁଅଗଷ୍ଟମାସ ମଧ୍ୟରେ ୧୭,୫୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବଆସିଥିବାବେଳେ ଗତବର୍ଷ ଏହି ସମୟରେ ୮୬୭୬ କୋଟିଟଙ୍କାର ପ୍ରସ୍ତାବ ମିଳିଥିଲା ।

ଆସିଥିବା ପ୍ରସ୍ତାବରେ୧୨,୮୪୬ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ ।ପ୍ରସ୍ତାବ ଗୁଡିକର ଅନୁମୋଦନକୁ ସହଜ କରିବାପାଇଁଚଳିତ ମାସରେ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଏକକବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କର ବୈଠକ ଆହୂତ କରିବେ ।ପୁଞ୍ଜିପତିମାନଙ୍କୁ ଉତ୍ସାହିତ ଲାଗି କେନ୍ଦ୍ର ସରକାର ଏକାଧିକପଦକ୍ଷେପ ଗ୍ରହଣ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟଅନୁରୂପ ପଦକ୍ଷେପ ଗ୍ରହଣ କରୁଥିବା ଶ୍ରୀ ଶର୍ମା କହିଛନ୍ତି । ଇତିମଧ୍ୟରେ କେନ୍ଦ୍ର ଡିପିଆଇଆଇଟି ମନ୍ତ୍ରାଳୟ ପକ୍ଷରୁ ସରକାରୀବିଭାଗ ଓ ସଂସ୍ଥାଗୁଡିକ ଖରିଦ କରୁଥିବା ସାମଗ୍ରୀ ଲାଗିସ୍ୱତନ୍ତ୍ର ଖରିଦ ନୀତି ପ୍ରଣୟନ ଲାଗି କହିଛନ୍ତି । ବିଭିନ୍ନ ବିଭାଗ,ରାଷ୍ଟ୍ରାୟତ ଉଦ୍ୟୋଗ ଓ ପୌରସଂସ୍ଥାଗୁଡିକ ସରକାରୀସ୍ତରରେ ସାମଗ୍ରୀ ଖରିଦ କରିଥାନ୍ତି । ସରକାରୀ ସଂସ୍ଥାଗୁଡିକସାମଗ୍ରୀ ଖରିଦ ପାଇଁ ଜାରି ଟେଣ୍ଡରରେ ଯେଭଳି ସ୍ଥାନୀୟସଂସ୍ଥା ପ୍ରତି କୌଣସି ଭେଦଭାବ ନରୁହେ ତାହା ଉପରେ ଦୃଷ୍ଟିଦେବାପାଇଁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...