26 C
Bhubaneswar
Wednesday, October 21, 2020

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ ଲିଗାଲ ଅର୍ଡରବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସୁବାଷପ୍ରସାଦ ରାଠୋର ସାଂପ୍ରତିକ ସମୟରେଭାରତ ଆତ୍ମ ନିର୍ଭରଶୀଳ ହେବା ପାଇଁବିଭିନ୍ନ ବାସ୍ତବ ଦିଗ ସଂପର୍କରେ ବିଶଦଭାବେ ବିଶ୍ଳେଷଣ କରିବା ସହିତଛାତ୍ରଛାତ୍ରୀ ଓ ଯୁବ ସମାଜ ଏ ଦିଗରେଆଗେଇ ଆସିବାକୁ ଆହ୍ୱାନ ଦେଇଥିଲୋ ୱେବିନାର ଅଧ୍ୟକ୍ଷ ତଥା ପ…ାମୁଣ୍ଡାଇଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣଦାଶ ଅତିଥି ଓ ଅଂଶଗ୍ରହକାରୀଙ୍କୁ ସ୍ୱାଗତକରିବା ସହିତ କଲେଜର ବହୁବିଧବିକାଶ ଓ ସାଂପ୍ରତିକ ସ୍ଥିତି ସଂପର୍କରେସୂଚନା ଦେଇଥିଲେ । ପ…ାମୁଣ୍ଡାଇକଲେଜ ରସାୟନ ବିଭାଗ ମୁଖ୍ୟ ଡ.ଦୁଃଶାସନ ପରିଡା ଅତିଥିପରିଚୟ ପ୍ରଦାନକରିଥିଲେ । ପ…ାମୁଣ୍ଡାଇ କଲେଜରବରିଷ୍ଠ ଆକୁ୍ୟଏସି ସଭ୍ୟ ପ୍ରଫେସରଦୂର୍ଯେ୍ୟାଧନ ପରିଡା ୱେବିନାର ବିଭିନ୍ନଦିଗ,ଲକ୍ଷ୍ୟ ଓ ଆବଶ୍ୟକତା ସଂପର୍କରେଆଲୋକପାତ କରିଥିଲେ । ପ୍ରଧ୍ୟାପକ ଡ.ସୁନୀଲ କୁମାର ପ୍ରଧାନ ସମସ୍ତଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେବାସହିତ ମୁଖ୍ୟଅତିଥିଙ୍କ ଅଭିଭାଷଣକୁ ସରଳଭାବେ ଉପସ୍ଥାପନ କରିଥିଲେ । ଅଧ୍ୟାପକଜିତେନ୍ଦ୍ର ମଲ୍ଲିକ ପ୍ରଶ୍ନଉତର କାର୍ଯ୍ୟକ୍ରମସଂଯୋଜନା କରିଥିଲେ । ଅଧ୍ୟାପକଶୁଭାଶୀଷ ମିଶ୍ର, ପ୍ରଧ୍ୟାପକ ଡ. ନୀଳମଣିଲେଙ୍କା, ଡ. ପ୍ରମୋଦ ସାମଲ, ମନୋଜପରିଡା, ପ୍ରଧ୍ୟାପିକା ଡ. ପ୍ରେମଲତା ରାଉତଓ ଡେମୋନଷ୍ଟ୍ରେଟର ଗଣେଶ୍ୱର ଦାସ ପ୍ରମୁଖୱେବିନାର କାର୍ଯ୍ୟକ୍ରମ ପରିଚାଳନାକରିଥିବାବେଳେ କଲେଜର ପ୍ରାକ୍ତନ ଅଧ୍ୟକ୍ଷପ୍ରଫେସର ଦେବବ୍ରତ ପ୍ରଧାନ, ଇନ୍ଦୁପୁରକଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଓ ରାଜକନିକା କଲେଜ ରସାୟନ ବିଭାଗମୁଖ୍ୟ ଫକୀର ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ୪୫୦ଅଂଶଗ୍ରହଣକାରୀଙ୍କ ସମେତ ଦେଶରବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରପ୍ରଫେସର, ଆସୋସିଏଟ ପ୍ରଫେସର ଓଆସିଷ୍ଟାଟଂ ପ୍ରଫେସର, ରିସର୍ଚ୍ଚ ସ୍କଲାର ଓଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...